ବିରାଟ ଓ ଗେଲଙ୍କୁ ପଛରେ ପକାଇଲେ ବାବର ଆଜମ

ଇସଲାମାବାଦ: ପାକିସ୍ତାନ ଅଧିନାୟକ ତଥା ଟପ୍ ବ୍ୟାଟସମାନ ବାବର ଆଜମ ଟି-୨୦ରେ ନୂଆ ରେକର୍ଡ କରିଛନ୍ତି। ସେ କ୍ରିସ ଗେଲ ଓ ବିରାଟ କୋହଲିଙ୍କୁ ପଛରେ ପକାଇ ଟି-୨୦ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଡାହଣହାତୀ ଷ୍ଟାଇଲିଶ ବ୍ୟାଟସମ୍ୟାନ ବାବର ରବିବାର ଅପରାଜିତ ୫୯ ରନ୍‌ର ଇନିଂସ୍‌ ଖେଳି ତାଙ୍କ ଟିମ ସେଣ୍ଟ୍ରାଲ ପଞ୍ଜାବକୁ ବିଜୟ ଭେଟି ଦେଇଛନ୍ତି। ପାକିସ୍ତାନର ଘରୋଇ ଟି-୨୦ରେ ପଞ୍ଜାବ ସେଣ୍ଟ୍ରାଲ ବାବରଙ୍କ ପାଇଁ ଦକ୍ଷିଣ ପଞ୍ଜାବକୁ ୭ ୱିକେଟରେ ପରାସ୍ତ କରିଛି। […]

Babar

Babar

Hemant Lenka
  • Published: Monday, 04 October 2021
  • Updated: 04 October 2021, 05:10 PM IST

Sports

Latest News

ଇସଲାମାବାଦ: ପାକିସ୍ତାନ ଅଧିନାୟକ ତଥା ଟପ୍ ବ୍ୟାଟସମାନ ବାବର ଆଜମ ଟି-୨୦ରେ ନୂଆ ରେକର୍ଡ କରିଛନ୍ତି। ସେ କ୍ରିସ ଗେଲ ଓ ବିରାଟ କୋହଲିଙ୍କୁ ପଛରେ ପକାଇ ଟି-୨୦ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଡାହଣହାତୀ ଷ୍ଟାଇଲିଶ ବ୍ୟାଟସମ୍ୟାନ ବାବର ରବିବାର ଅପରାଜିତ ୫୯ ରନ୍‌ର ଇନିଂସ୍‌ ଖେଳି ତାଙ୍କ ଟିମ ସେଣ୍ଟ୍ରାଲ ପଞ୍ଜାବକୁ ବିଜୟ ଭେଟି ଦେଇଛନ୍ତି।

ପାକିସ୍ତାନର ଘରୋଇ ଟି-୨୦ରେ ପଞ୍ଜାବ ସେଣ୍ଟ୍ରାଲ ବାବରଙ୍କ ପାଇଁ ଦକ୍ଷିଣ ପଞ୍ଜାବକୁ ୭ ୱିକେଟରେ ପରାସ୍ତ କରିଛି। ଏହି ୫୯ ରନ୍‌ର ଇନିଂସ ପରେ ବାବରଙ୍କ ନାଁରେ ନୂଆ ରେକର୍ଡ ଯୋଡ଼ି ହୋଇଯାଇଛି।

ବାବର ଏବେ ଟି-୨୦ କ୍ରିକେଟରୁ ଦ୍ରୁତତମ ଖେଳାଳି ଭାବେ ୭ ହଜାର ରନ୍‌ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି। ସେ ମାତ୍ର ୧୭୫ଟି ଇନିଂସରେ ୭ ହଜାର ରନ ପୂରଣ କରିଛନ୍ତି। ଏହାପୂର୍ବରୁ କ୍ରିସ ଗେଲ୍‌ ଟି-୨୦ରେ ସବୁଠାରୁ କମ ଇନିଂସରେ ୭ ହଜାର ରନ ପୂରଣ କରିବାକୁ ସକ୍ଷମ ହୋଇଥିଲେ।

ଗେଲ ୧୯୨ଟି ଇନିଂସରେ ଏପରି କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ବିରାଟ ଏହି ମାମଲାରେ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ବିରାଟ କୋହଲି ୨୧୨ ଇନିଂସରେ ୭ ହଜାର ରନ୍‌ ପୂରଣ କରିଥିଲେ। ତେବେ ଚଳିତ ଆଇପିଏଲରେ ବିରାଟ ପ୍ରଥମ ଭାରତୀୟ ଭାବେ ଟି-୨୦ରେ ୧୦ ହଜାର ରନ୍‌ ପୂରଣ କରିବାର ରେକର୍ଡ କରିଛନ୍ତି।

ଅନ୍ୟପକ୍ଷରେ ବାବର ୩୦ତମ ବ୍ୟାଟସମ୍ୟାନ ଭାବେ ଟି-୨୦ରେ ୭ ହଜାରରୁ ଅଧିକ ରନ କରିଛନ୍ତି। ସେହିପରି ସୋଏବ ମାଲିକ ଓ ମହମ୍ମଦ ହାଫିଜଙ୍କ ପରେ ସେ ତୃତୀୟ ପାକିସ୍ତାନୀ ଭାବେ ଏପରି ରେକର୍ଡ ବୁକରେ ସ୍ଥାନ ପାଇଛନ୍ତି। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ବିଚାରକୁ ନେଲେ ବାବର ସର୍ବାଧିକ ରନହାସଲକାରୀଙ୍କ ତାଲିକାର ୧୦ ନଂ ସ୍ଥାନରେ ରହିଛନ୍ତି। ସେ ୫୬ଟି ଇନିଂସରେ ୨୨୦୪ ରନ କରିଛନ୍ତି।

ବାବର ଏବେ ଟପ୍ ଫର୍ମରେ ରହିଛନ୍ତି। ତେଣୁ ଭାରତ ବିପକ୍ଷ ବିଶ୍ୱକପ ଟି-୨୦ର ପ୍ରଥମ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ପରସ୍ପରକୁ ୨୪ ଅକ୍ଟୋବରରେ ଭେଟିବେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story