ଚାମ୍ପିୟନ୍ସ ଟ୍ରଫିରେ ପତ୍ନୀମାନଙ୍କ ସହ ରହିପାରିବେ ଭାରତୀୟ କ୍ରିକେଟର, ସର୍ତ୍ତ ଲାଗୁ

ବିସିସିଆଇର କହିବା କଥା ଯେ ଚାମ୍ପିୟନ୍ସ ଟ୍ରଫି ବେଳେ ବିରାଟ କୋହଲି, ରୋହିତ ଶର୍ମା ଓ ଅନ୍ୟ ଭାରତୀୟ କ୍ରିକେଟରମାନେ ସେମାନଙ୍କ ପତ୍ନୀ କିମ୍ବା ପରିବାର ଲୋକଙ୍କୁ ଟୁର୍ଣ୍ଣାମେଣ୍ଟ ଖେଳା ଯିବାକୁ ଥିବା ଦୁବାଇକୁ ନେଇ ପାରିବେ।

Rohit

ପତ୍ନୀଙ୍କ ସହ ବିରାଟ ଓ ରୋହିତ (ଫାଇଲ ଫଟୋ)

Hemant Lenka
  • Published: Tuesday, 18 February 2025
  • Updated: 18 February 2025, 03:51 PM IST

Sports

Latest News

ବର୍ଡର-ଗାଭାସ୍କର ଟ୍ରଫିର ବିଫଳତା ପରେ କଡ଼ା ନିୟମ ଜାରି କରିଥିବା ବିସିସିଆଇ ଏବେ କୋହଳ ମନୋଭାବ ଦେଖାଇଛି। ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ଭାରତୀୟ କ୍ରିକେଟରମାନେ ବିଦେଶ ଗସ୍ତରେ ନିଜର ପତ୍ନୀ, ପରିବାର କିମ୍ବା ପାର୍ଟନରଙ୍କୁ ନେଇ ଯାଇପାରିବେ ନାହିଁ ବୋଲି ବିସିସିଆଇ କହିଥିଲା। କିନ୍ତୁ ଏବେ ବିସିସିଆଇ ଖେଳାଳିଙ୍କ ପାଇଁ ବଡ଼ ଘୋଷଣା କରିଛି।

ବିସିସିଆଇର କହିବା କଥା ଯେ ଚାମ୍ପିୟନ୍ସ ଟ୍ରଫି ବେଳେ ବିରାଟ କୋହଲି, ରୋହିତ ଶର୍ମା ଓ ଅନ୍ୟ ଭାରତୀୟ କ୍ରିକେଟରମାନେ ସେମାନଙ୍କ ପତ୍ନୀ କିମ୍ବା ପରିବାର ଲୋକଙ୍କୁ ଟୁର୍ଣ୍ଣାମେଣ୍ଟ ଖେଳା ଯିବାକୁ ଥିବା ଦୁବାଇକୁ ନେଇ ପାରିବେ। ପତ୍ନୀମାନଙ୍କ ସହ ଭାରତୀୟ କ୍ରିକେଟର ରହିପାରିବେ। ଏପରି ଖବର ବିସିସିଆଇର ୧୦ ସୂତ୍ରୀ କଡ଼ା ନିର୍ଦ୍ଦେଶରେ ବାନ୍ଧି ହୋଇ ଯାଇଥିବା ଭାରତୀୟ କ୍ରିକେଟରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇ ଖେଳାଳିମାନଙ୍କୁ ସେମାନଙ୍କ ପତ୍ନୀ ଓ ପରିବାର ଲୋକଙ୍କୁ ସାଥୀରେ ଦୁବାଇ ନେବାକୁ ଅନୁମତି ଦେଇଛି। କିନ୍ତୁ ଅନୁମତି ଦେବା ବେଳେ ବୋର୍ଡ ପକ୍ଷରୁ ଗୋଟିଏ ସର୍ତ୍ତ ଲାଗୁ କରାଯାଇଛି। ସର୍ତ୍ତରେ କୁହାଯାଇଛି ଯେ ଖେଳାଳିମାନେ ସେମାନଙ୍କ ପରିବାର ବର୍ଗ କିମ୍ବା ପତ୍ନୀଙ୍କୁ ଚାମ୍ପିୟନ୍ସ ଟ୍ରଫିର କେବଳ ଗୋଟିଏ ମ୍ୟାଚ୍‌ ପାଇଁ ସାଥୀରେ ନେଇପାରିବେ।

Also Read

ଖେଳାଳିମାନେ ନିଜ ଭିତରେ ଏନେଇ ଆଲୋଚନା କରିବେ ଓ ଏଥିପାଇଁ ବିସିସିଆଇକୁ ବିଧିବଦ୍ଧ ଭାବେ ଅନୁରୋଧ କରିପାରିବେ। ଅନୁରୋଧ ପାଇବା ପରେ ଖେଳାଳିଙ୍କ ପତ୍ନୀ କିମ୍ବା ପରିବାର ବର୍ଗଙ୍କ ପାଇଁ ବିସିସିଆଇ ଦୁବାଇ ଯିବା ଏବଂ ସେଠାରେ ରହିବା ପାଇଁ ବ୍ୟବସ୍ଥା କରିବ। ଏଥିସହ ମ୍ୟାଚ୍‌ ବେଳେ ଷ୍ଟାଡିୟମ ଭିତରକୁ ଯିବାର ବ୍ୟବସ୍ଥା କରିବ। କେବଳ ଗୋଟିଏ ମ୍ୟାଚରେ ଏପରି ସୁବିଧା ଉପଲବ୍ଧ ହେବ ବୋଲି ବିସିସିଆଇ କହିଛି। 

ପୂର୍ବରୁ ବିସିସିଆଇ କହିଥିଲା ଯେ ୪୫ ଦିନରୁ ଅଧିକ ସମୟ ଧରି ବିଦେଶ ଟୁରରେ ଗଲେ ଖେଳାଳିମାନେ ସେମାନଙ୍କ ପରିବାର କିମ୍ବା ପତ୍ନୀଙ୍କ ସହ କେବଳ ୨ ସପ୍ତାହର ସମୟ ବିତାଇ ପାରିବେ। ଯଦି ଟୁର କମ ଦିନର ଥିବ, ତା’ହେଲେ ଏହାକୁ ୭ ଦିନକୁ ହ୍ରାସ କରାଯିବ। ପୂରା ଟୁରରେ ଖେଳାଳିମାନଙ୍କ ସହ ସେମାନଙ୍କ ପତ୍ନୀ କିମ୍ବା ପରିବାର ଲୋକ ରହିପାରିବେ ନାହିଁ। ଏହାବାଦ ବିସିସିଆଇ ଖେଳାଳିଙ୍କ ବ୍ୟକ୍ତିଗତ କର୍ମଚାରୀ ଓ ବ୍ୟବସାୟିକ ଶୁଟ ଉପରେ ମଧ୍ୟ ରୋକ ଲଗାଇଥିଲା। ସମସ୍ତ ଖେଳାଳି ଟିମ ବସ୍‌ରେ ହିଁ ଯିବା ଆସିବେ କରିବେ ବୋଲି ବିସିସିଆଇ କହିଥିଲା। 

ଏବେ ନୂଆ ନିର୍ଦ୍ଦେଶନାମା ଅନୁସାରେ, ଚାମ୍ପିୟନ୍ସ ଟ୍ରଫିରେ ଖେଳାଳିମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ଦୁବାଇ ନେବାକୁ ଅନୁମତି ମିଳି ନଥିଲା। କିନ୍ତୁ ଏବେ ସ୍ଥିତିକୁ ଦେଖି ବିସିସିଆଇ କେବଳ ଗୋଟିଏ ମ୍ୟାଚ ପାଇଁ ପରିବାର ଲୋକଙ୍କୁ ଖେଳାଳିମାନେ ସାଥୀରେ ନେବାକୁ ଅନୁମତି ଦେଇଛି। ତେବେ କେଉଁ ମ୍ୟାଚ୍‌ ପାଇଁ ଖେଳାଳିମାନେ ବୋର୍ଡର ଅନୁମତି ମାଗିବେ, ତାହା ସାର୍ବଜନୀନ ହୋଇନାହିଁ।

ଆସନ୍ତାକାଲି ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେଉଛି। ପ୍ରଥମ ମ୍ୟାଚରେ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବ। ଭାରତ ତା’ର ଚାମ୍ପିୟନ୍ସ ଟ୍ରଫି ଅଭିଯାନ ବାଂଲାଦେଶ ବିପକ୍ଷରୁ ଆରମ୍ଭ କରିବ। ଏହି ମ୍ୟାଚ୍‌ ୨୦ ତାରିଖରେ ଦୁବାଇରେ ଖେଳାଯିବ। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରୁଥିବା ବେଳେ ଭାରତ ସେଠାକୁ ଯିବାକୁ ମନା କରିଛି। ଏଥିପାଇଁ ଭାରତ ତା’ର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳିବ। ଭାରତ ନକଆଉଟରେ ପ୍ରବେଶ କଲେ ମଧ୍ୟ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଯିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story