ଭାରତ-ଶ୍ରୀଲଙ୍କା ଟି-୨୦ ଓ ଦିନିକିଆ ସିରିଜ: ବଦଳିଲା ତାରିଖ

ପୂର୍ବରୁ ଜୁଲାଇ ୨୬ରେ ପ୍ରଥମ ଟି-୨୦, ୨୭ରେ ଦ୍ୱିତୀୟ ଟି-୨୦ ଓ ୨୯ରେ ତୃତୀୟ ଟି-୨୦ ଖେଳାଯିବାକୁ ଥିଲା।

Team India

ଭାରତୀୟ ଟିମ (ଫାଇଲ ଫଟୋ)

Hemant Lenka
  • Published: Saturday, 13 July 2024
  • Updated: 13 July 2024, 08:08 PM IST

Sports

Latest News

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜର ତାରିଖ ବଦଳିଛି। ଜୁଲା ୨୬ ବଦଳରେ ଏହି ସିରିଜ ଜୁଲାଇ ୨୭ ତାରିଖରୁ ଆରମ୍ଭ ହେବ। ଏନେଇ ଆଜି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ପ୍ରଥମେ ଶ୍ରୀଲଙ୍କା ସହ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ଏହାପରେ ଦୁଇ ଦେଶ ମଧ୍ୟରେ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ ଖେଳାଯିବ।

ଟି-୨୦ରେ ଭାରତୀୟ ଟିମର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେବାର ସମ୍ଭାବନା ରହିଛି। କାରଣ ଟି-୨୦ ବିଶ୍ୱକପ ପରେ ରୋହିତ ଶର୍ମା ଏହି ଫର୍ମାଟକୁ ଅଲବିଦା କହି ସାରିଛନ୍ତି। ସେହିପରି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ବେଳକୁ ରୋହିତ ପୁଣି କ୍ୟାପ୍ଟେନ ପଦକୁ ଫେରି ପାରନ୍ତି। ଯଦି ସେ ବିଶ୍ରାମ ନେବାକୁ ଚାହିଁବେ, ତା’ହେଲେ ବିସିସିଆଇ କେଏଲ ରାହୁଲଙ୍କୁ ଦିନିକିଆରେ କ୍ୟାପ୍ଟେନ କରିପାରେ। ଏହାବାଦ ପାଣ୍ଡ୍ୟା ଯଦି ବିଶ୍ରାମ ନେବେ, ତା’ହେଲେ ସୂର୍ଯ୍ୟ କୁମାରଙ୍କୁ ଟି-୨୦ର କମାଣ ମିଳିପାରେ। 

Also Read

ବିସିସିଆଇ ସିରିଜ ଆରମ୍ଭର ତାରିଖ ବଦଳିଥିବା କହିଥିଲେ ହେଁ ଭାରତର ଗସ୍ତ ପୂର୍ବଭଳି ଅଗଷ୍ଟ ୭ରେ ଶେଷ ହେବ। ସେହିପରି ଭେନ୍ୟୁରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ।

ପୂର୍ବରୁ ଜୁଲାଇ ୨୬ରେ ପ୍ରଥମ ଟି-୨୦, ୨୭ରେ ଦ୍ୱିତୀୟ ଟି-୨୦ ଓ ୨୯ରେ ତୃତୀୟ ଟି-୨୦ ଖେଳାଯିବାକୁ ଥିଲା। ହେଲେ ଏବେ ଜୁଲାଇ ୨୭ରେ ପ୍ରଥମ, ଜୁଲାଇ ୨୮ରେ ଦ୍ୱିତୀୟ ଓ ଜୁଲାଇ ୨୯ରେ ତୃତୀୟ ଟି-୨୦ ଖେଳାଯିବ। ସମସ୍ତ ମ୍ୟାଚ୍‌ ପାଲ୍ଲେକେଲେରେ ଅନୁଷ୍ଠିତ ହେବ।

ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୧ ବଦଳରେ ଅଗଷ୍ଟ ୨, ଦ୍ୱିତୀୟ ଦିନିକିଆ ପୂର୍ବଭଳି ୪ ଅଗଷ୍ଟ ଓ ଶେଷ ମ୍ୟାଚ୍‌ ଅଗଷ୍ଟ ୭ରେ ଖେଳାଯିବ। ସମସ୍ତ ମ୍ୟାଚ୍‌ କଲମ୍ବୋରେ ଅନୁଷ୍ଠିତ ହେବ।

ଶ୍ରୀଲଙ୍କା ସିରିଜରୁ ଭାରତ ନୂଆ କୋଚ୍‌ ଗୌତମ ଗମ୍ଭୀରଙ୍କ ତତ୍ତ୍ୱାବଧାନରେ ଖେଳିବ। କିନ୍ତୁ ଗମ୍ଭୀରଙ୍କ କୋଚିଂ ଟିମରେ କେଉଁମାନେ ରହିବେ, ସେକଥା ଏଯାଏ ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story