କିଏ କହୁଛି ମିଛ? ସ୍ପଷ୍ଟୀକରଣ ଦେଲା ବିସିସିଆଇ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟରେ କିଛି ଠିକଠାକ୍ ଥିବା ଲାଗୁନାହିଁ। କ୍ୟାପଟେନ୍ ବିରାଟ୍ କୋହଲି ବୁଧବାର ପ୍ରେସ କନଫରେନ୍ସ କରି କହିଛନ୍ତି ଟିମର କ୍ୟାପଟେନ୍ ଛାଡ଼ିବା ପାଇଁ କେହି ତାଙ୍କୁ ମନା କରିନଥିଲେ। ଏହାସହ କୋହଲି କହିଥିଲେ ଯେ ସେ ଦିନିକିଆ କ୍ୟାପଟେନ୍ ମଧ୍ୟ ଛାଡ଼ିବାକୁ ଚାହୁଁନଥିଲେ। ବିରାଟଙ୍କ ଏହି ମନ୍ତବ୍ୟ ପରେ ବଡ଼ ବିବାଦ ସୃଷ୍ଟି ହୋଇଛି। ତେବେ କୋହଲିଙ୍କ ଏହି ଖୁଲାସାକୁ ବିସିସିଆଇ ଖାରଜ କରିଦେଇଛି। ବିସିସିଆଇର ଜଣେ ଅଧିକାରୀ […]

kohli-and-bcci

kohli-and-bcci

Ranjit Kumar Jena
  • Published: Wednesday, 15 December 2021
  • Updated: 15 December 2021, 10:24 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟରେ କିଛି ଠିକଠାକ୍ ଥିବା ଲାଗୁନାହିଁ। କ୍ୟାପଟେନ୍ ବିରାଟ୍ କୋହଲି ବୁଧବାର ପ୍ରେସ କନଫରେନ୍ସ କରି କହିଛନ୍ତି ଟିମର କ୍ୟାପଟେନ୍ ଛାଡ଼ିବା ପାଇଁ କେହି ତାଙ୍କୁ ମନା କରିନଥିଲେ। ଏହାସହ କୋହଲି କହିଥିଲେ ଯେ ସେ ଦିନିକିଆ କ୍ୟାପଟେନ୍ ମଧ୍ୟ ଛାଡ଼ିବାକୁ ଚାହୁଁନଥିଲେ। ବିରାଟଙ୍କ ଏହି ମନ୍ତବ୍ୟ ପରେ ବଡ଼ ବିବାଦ ସୃଷ୍ଟି ହୋଇଛି। ତେବେ କୋହଲିଙ୍କ ଏହି ଖୁଲାସାକୁ ବିସିସିଆଇ ଖାରଜ କରିଦେଇଛି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ବିରାଟଙ୍କୁ ଟି-୨୦ କ୍ୟାପଟେନ୍ ପଦ ନଛାଡ଼ିବାକୁ ଅନୁରୋଧ କରାଯାଇଥିଲା।

ବୋର୍ଡର ଅଧିକାରୀ କହିଛନ୍ତି, ଆମେ ବିରାଟଙ୍କ ସହ ସେପ୍ଟେମ୍ବର ମାସରେ କଥା ହୋଇଥିଲୁ ଏବଂ ତାଙ୍କୁ ଟି-୨୦ କ୍ୟାପଟେନ୍ ନଛାଡ଼ିବାକୁ କହିଥିଲୁ। ବିରାଟ୍ ଯେତେବେଳେ ଟି-୨୦ ଟିମର କ୍ୟାପଟେନ୍ ପଦ ଛାଡ଼ିଲେ, ସେତେବେଳେ ଧଳା ବଲ କ୍ରିକେଟରେ ଦୁଇଜଣ କ୍ୟାପଟେନ୍ କରିବା ଆମ ପାଇଁ କଷ୍ଟକର ଥିଲା। ବୈଠକ ଦିନ ସକାଳେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ବିରାଟ୍ କୋହଲିଙ୍କ ସହ ଦିନିକିଆ କ୍ୟାପଟେନ୍ ସମ୍ବନ୍ଧରେ କଥା ହୋଇଥିଲେ ବୋଲି ବିସିସିଆଇର ଅଧିକାରୀ କହିଛନ୍ତି।

ଦକ୍ଷିଣ ଆଫ୍ରିକା ଗସ୍ତ କରିବାର ଠିକ୍ ଦିନକ ପୂର୍ବରୁ କୋହଲି ବୁଧବାର ସମସ୍ତ ପ୍ରଶ୍ନର ଜବାବ ଦେଇଛନ୍ତି। ଏହାସହ ସେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସେହି ମନ୍ତବ୍ୟକୁ ମଧ୍ୟ ଖାରଜ କରିଦେଛନ୍ତି, ଯାହା ସେ ବିରାଟଙ୍କ ଟି-୨୦ କ୍ୟାପଟେନ୍ସିକୁ ନେଇ ଦେଇଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କୋହଲିଙ୍କୁ ଦିନିକିଆ କ୍ୟାପଟେନ୍ ପଦରୁ ହଟାଇବା ନେଇ ସ୍ପଷ୍ଟୀକରଣ ଦେଇଥିଲେ। ଗାଙ୍ଗୁଲି କହିଥିଲେ ଯେ ବୋର୍ଡ କୋହଲିଙ୍କୁ ଟି-୨୦ କ୍ୟାପଟେନ୍ ପଦ ନଛାଡ଼ିବାକୁ ଅନୁରୋଧ କରିଥିଲା, କିନ୍ତୁ ସେ ମାନିନଥିଲେ। ପରେ ଚୟନକର୍ତ୍ତା ଧଳା ବଲ୍ କ୍ରିକେଟ୍ ପାଇଁ ଦୁଇ ଅଲଗା ଅଲଗା କ୍ୟାପଟେନ୍ ରଖିବାକୁ ଉଚିତ୍ ମଣିନଥିଲା। ତେଣୁ ପରେ ନିଷ୍ପତ୍ତି ନିଆଗଲା ଯେ କୋହଲି ଟେଷ୍ଟ ଟିମର କ୍ୟାପଟେନ୍ ରହିବେ ଏବଂ ରୋହିତ୍ ଶର୍ମା ସୀମିତ ଓଭର ଫର୍ମାଟରେ କ୍ୟାପଟେନ୍ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story