ଆସିଲା ଗାଙ୍ଗୁଲିଙ୍କ 'ଓମିକ୍ରନ' ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ଆସିଲା ଖୁସି ଖବର। ଗାଙ୍ଗୁଲିଙ୍କର ଓମିକ୍ରମ ଟେଷ୍ଟ ନେଗେଟିଭ୍ ଆସିଛି। ଯାହା ପରେ ତାଙ୍କୁ ଉଡଲ୍ୟାଣ୍ଡସ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ହସ୍ପିଟାଲରେ ଗାଙ୍ଗୁଲିଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଗାଙ୍ଗୁଲି ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଏବେ ସେ ହୋମ୍ ଆଇସୋଲେସନରେ ରହିବେ। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ତିନି ଦିନ […]

ganguly

ganguly

Ranjit Kumar Jena
  • Published: Friday, 31 December 2021
  • Updated: 31 December 2021, 03:04 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ଆସିଲା ଖୁସି ଖବର। ଗାଙ୍ଗୁଲିଙ୍କର ଓମିକ୍ରମ ଟେଷ୍ଟ ନେଗେଟିଭ୍ ଆସିଛି। ଯାହା ପରେ ତାଙ୍କୁ ଉଡଲ୍ୟାଣ୍ଡସ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ହସ୍ପିଟାଲରେ ଗାଙ୍ଗୁଲିଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଗାଙ୍ଗୁଲି ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଏବେ ସେ ହୋମ୍ ଆଇସୋଲେସନରେ ରହିବେ।

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ତିନି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ରାତିରେ ଗାଙ୍ଗୁଲି ନିଜେ ମୋନୋକ୍ଲୋନାଲ୍ ଆଣ୍ଟିବଡି କକଟେଲ୍ ଥେରାପି ନେଇଥିଲେ। ହେଲେ ଏବେ ସେ ହେମୋଡାଇନାମିକାଲୀ ସ୍ଥିର ଥିବା ହସ୍ପିଟାଲ୍ ସୂଚନା ଦେଇଛି।

କରୋନାରେ ଆକ୍ରାନ୍ତ ହେବା ପରେ ଗାଙ୍ଗୁଲିଙ୍କ ରକ୍ତ ନମୂନାକୁ ଜେନମ୍ ସିକ୍ୱେନ୍‌ସିଂ ପାଇଁ ପଠାଯାଇଥିଲା। ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଜାଣିବା ପାଇଁ ଏହି ପରୀକ୍ଷା କରାଯାଇଥିଲା। ହେଲେ ଆଜି ତାଙ୍କର ଏହି ରିପୋର୍ଟ ନେଗେଟିଭ୍ ଆସିବା ପରେ ଫ୍ୟାନ ଆଶ୍ୱସ୍ତି ହୋଇଛନ୍ତି।

ଚଳିତ ବର୍ଷ ଗାଙ୍ଗୁଲି ତୃତୀୟଥର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଚଳିତ ବର୍ଷ ଜାନୁଆରୀରେ ଛାତିରେ ଯନ୍ତ୍ରଣା ଯୋଗୁ ସେ ଦୁଇଥର ହସ୍ପିଟାଲ୍ ଯାଇଥିଲେ। କୋଲକାତାରେ ନିଜ ଘରେ ବ୍ୟାୟାମ କରୁଥିବା ଗାଙ୍ଗୁଲିଙ୍କୁ ହୃଦଘାତ ହୋଇଥିଲା। ଯାହା ପରେ ସେ ତାଙ୍କର ଡାହାଣ ଛାତିରେ ଆଞ୍ଜିଓପ୍ଲାଷ୍ଟି କରାଇଥିଲେ। ତେବେ ୨୦ ଦିନର ବ୍ୟବଧାନରେ ଗାଙ୍ଗୁଲିଙ୍କୁ ପୁଣି ଛାତିରେ ଯନ୍ତ୍ରଣା ହୋଇଥିଲା।

ଏହା ପରେ ସେ ଜାନୁଆରୀ ୨୮ ତାରିଖରେ ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟି କରାଇଥିଲେ। ଅସୁସ୍ଥତା କାରଣରୁ ଗାଙ୍ଗୁଲି ପାଖାପାଖି ୨ମାସ କାମରୁ ବିରତି ନେଇଥିଲେ। ତେବେ ମାର୍ଚ୍ଚ ମାସରେ କୋଭିଡ୍-୧୯ ଭ୍ୟାକସିନର ଡବଲ୍ ନେବା ପରେ ପୁଣିଥରେ କାମକୁ ଫେରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story