ବିସିସିଆଇର ବଡ଼ ନିଷ୍ପତ୍ତି, ଭାରତରେ ହେବନି ଟି-୨୦ ବିଶ୍ୱକପ୍

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଉପରେ ବିରାମ ଲାଗିଛି। ଟି-୨୦ ବିଶ୍ୱକପର ଆୟୋଜନ ଭାରତରେ ହେବ ନାହିଁ । ବିଶ୍ୱକପ୍ ୟୁଏଇରେ ଆୟୋଜନ ହେବ। ଏ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି। କରୋନାକୁ କାରଣରୁ ପୂର୍ବରୁ ହିଁ ଭାରତରେ ବିଶ୍ୱକପର ଆୟୋଜନକୁ ନେଇ ସନ୍ଦେହ ରହିଥିଲା। ତେବେ ଆଜି ବିସିସିଆଇ ଆଇସିସିକୁ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦେଇଛି। ଟୁର୍ଣ୍ଣାମେଣ୍ଟର ତାରିଖ ଏଯାଏ ଘୋଷଣା ହୋଇନାହିଁ। କିନ୍ତୁ ବିଶ୍ୱକପର ଆୟୋଜନ […]

t20-world-cup

t20-world-cup

Ranjit Kumar Jena
  • Published: Monday, 28 June 2021
  • Updated: 28 June 2021, 07:23 PM IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଉପରେ ବିରାମ ଲାଗିଛି। ଟି-୨୦ ବିଶ୍ୱକପର ଆୟୋଜନ ଭାରତରେ ହେବ ନାହିଁ । ବିଶ୍ୱକପ୍ ୟୁଏଇରେ ଆୟୋଜନ ହେବ। ଏ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି। କରୋନାକୁ କାରଣରୁ ପୂର୍ବରୁ ହିଁ ଭାରତରେ ବିଶ୍ୱକପର ଆୟୋଜନକୁ ନେଇ ସନ୍ଦେହ ରହିଥିଲା। ତେବେ ଆଜି ବିସିସିଆଇ ଆଇସିସିକୁ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦେଇଛି। ଟୁର୍ଣ୍ଣାମେଣ୍ଟର ତାରିଖ ଏଯାଏ ଘୋଷଣା ହୋଇନାହିଁ। କିନ୍ତୁ ବିଶ୍ୱକପର ଆୟୋଜନ ଅକ୍ଟୋବର-ନଭେମ୍ବର ଭିତରେ ହୋଇପାରେ। ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇପିଏଲର ବାକି ୩୧ ମ୍ୟାଚ୍ ମଧ୍ୟ ୟୁଏଇରେ ହେବ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଟୁର୍ଣ୍ଣାମେଣ୍ଟ ସ୍ଥାନ୍ତାନ୍ତର ହେବା ନେଇ ସୂଚନା ଦେଇଛନ୍ତି।

ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବକ, ଜୟ ଶାହ କହିଛନ୍ତି ଯେ ‘ଆମେ ଆଇସିସିକୁ ଆଜି ଆନୁଷ୍ଠାନିକ ଭାବେ ଟି-୨୦ ବିଶ୍ୱକପକୁ ୟୁଏଇ ସ୍ଥାନାନ୍ତର କରିବା ସମ୍ବନ୍ଧରେ ସୂଚନା ଦେଇ ସାରିଛୁ। ଟୁର୍ଣ୍ଣାମେଣ୍ଟର ତାରିଖ ଆଇସିସି ନିଷ୍ପତ୍ତି ନେବ।’ ଆଇସିସି ଚଳିତ ମାସ ପ୍ରଥମରୁ ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜନ ଉପରେ ନିଷ୍ପତ୍ତି ନେବା ପାଇଁ ବିସିସିଆଇକୁ ୨୮ ଦିନ ସମୟ ଦେଇଥିଲା। କିନ୍ତୁ କରୋନାର ତୃତୀୟ ଲହର ଆଶଙ୍କା ମଧ୍ୟରେ ଭାରତରେ ବିଶ୍ୱକପ୍ ଆୟୋଜନ କରିବା କଷ୍ଟକର।

https://twitter.com/ani_digital/status/1409433630334545924?s=20

ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ତାରିଖ ଭିତରେ ୟୁଏଇରେ ଖେଳାଯିବ। ଏହାର ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୭ ତାରିଖରୁ ଟି-୨୦ ବିଶ୍ୱକପ୍ ଆୟୋଜନ ହୋଇପାରେ। ରିପୋର୍ଟ ମୁତାବକ, ୟୁଏଇର ଆବୁ ଧାବି, ଶାରଜା ଓ ଦୁବାଇରେ ଟି-୨୦ ମ୍ୟାଚର ଆୟୋଜନ କରାଯିବ। ଅନ୍ୟପକ୍ଷରେ ରାଉଣ୍ଡ-୧ର ମୁକାବିଲା ଓମାନରେ କରାଯିବ। ଗତବର୍ଷ କରୋନା ମହାମାରୀ ଯୋଗୁ ଆଇସିସି ଅଷ୍ଟ୍ରେଲିଆରେ ପ୍ରସ୍ତାବିତ ୨୦୨୦ର ଟି-୨୦ ବିଶ୍ୱକପକୁ ସ୍ଥଗିତ କରିଦେଇଥିଲା। ପରେ ଆଇସିସି ଭାରତରେ ୨୦୨୧ ଏବଂ ଅଷ୍ଟ୍ରେଲିଆରେ ୨୦୨୨ରେ ଟି-୨୦ ବିଶ୍ୱକପ୍ କରାଇବାକୁ ନିଷ୍ପତ୍ତି ନେଇଥିଲା।

ୟୁଏଇରେ ବିଶ୍ୱକପର ମୁଖ୍ୟ ରାଉଣ୍ଡ ମ୍ୟାଚ୍ ଗୁଡ଼ିକ ଖେଳାଯିବ। ତେବେ ଓମାନରେ ରାଉଣ୍ଡ-୧ର ୮ଟି ଟିମ୍ ମଧ୍ୟରେ ମୋଟ ୧୨ଟି ମ୍ୟାଚ୍ ଖେଳାଯିବ, ଯେଉଁଥିରୁ ୪ ଟିମ୍ ସୁପର୍-୧୨ ପାଇଁ କ୍ୱାଲିଫାଏ କରିବେ। ଏହି ରାଉଣ୍ଡରେ ବାଂଲାଦେଶ, ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡସ, ସ୍କଟଲ୍ୟାଣ୍ଡ, ନାମିବିଆ, ଓମାନ୍, ପାପୁଆ ନ୍ୟୁ ଗିନୀ ଖେଳିବେ।

ଅନ୍ୟପକ୍ଷରେ ସୁପର୍-୧୨ରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ, ଯାହାର ଶୁଭାରମ୍ଭ ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହୋଇପାରେ। ୧୨ଟି ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯିବ। ଏହି ମ୍ୟାଚ୍ ଗୁଡ଼ିକ ଦୁବାଇ, ଆବୁ ଧାବି ଓ ଶାରଜାରେ ଖେଳାଯିବ। ଏହା ପରେ ଦୁଇଟି ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story