ଲଜ୍ଜିତ କଲେ ଶାସ୍ତ୍ରୀ ଓ କୋହଲି! ରାଗିଗଲା ବିସିସିଆଇ

ନୂଆଦିଲ୍ଲୀ: କୋଭିଡ୍‌ ନିୟମ ଉଲ୍ଲଙ୍ଘନ କଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ କୋଚ୍ ରବି ଶାସ୍ତ୍ରୀ। ଯେଉଁ କାରଣରୁ ଉଭୟଙ୍କ ଉପରେ ଖପ୍ପା ହୋଇଛି ବିସିସିଆଇ। କିଛି ଦିନ ତଳେ ଶାସ୍ତ୍ରୀଙ୍କର ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କୋହଲି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁତ ଲୋକ ଉପସ୍ଥିତ ଥିଲେ। କୋହଲି ଓ ଶାସ୍ତ୍ରୀ ଏକାଠି ଗୋଟିଏ ମଞ୍ଚରେ ଯୋଗ ଦେଇଥିବା ଜଣାପଡ଼ିଛି। ବିସିସିଆଇର ସୂତ୍ର ମୁତାବକ କାର୍ଯ୍ୟକ୍ରମରେ ସାମିଲ୍ ହେବା ପୂର୍ବରୁ ଭାରତୀୟ ଟିମ୍ […]

virat-kohli-and-ravi-shastr

virat-kohli-and-ravi-shastr

Ranjit Kumar Jena
  • Published: Tuesday, 07 September 2021
  • Updated: 07 September 2021, 03:16 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡ୍‌ ନିୟମ ଉଲ୍ଲଙ୍ଘନ କଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ କୋଚ୍ ରବି ଶାସ୍ତ୍ରୀ। ଯେଉଁ କାରଣରୁ ଉଭୟଙ୍କ ଉପରେ ଖପ୍ପା ହୋଇଛି ବିସିସିଆଇ। କିଛି ଦିନ ତଳେ ଶାସ୍ତ୍ରୀଙ୍କର ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କୋହଲି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁତ ଲୋକ ଉପସ୍ଥିତ ଥିଲେ। କୋହଲି ଓ ଶାସ୍ତ୍ରୀ ଏକାଠି ଗୋଟିଏ ମଞ୍ଚରେ ଯୋଗ ଦେଇଥିବା ଜଣାପଡ଼ିଛି। ବିସିସିଆଇର ସୂତ୍ର ମୁତାବକ କାର୍ଯ୍ୟକ୍ରମରେ ସାମିଲ୍ ହେବା ପୂର୍ବରୁ ଭାରତୀୟ ଟିମ୍ ବୋର୍ଡ ଠାରୁ ଆବଶ୍ୟକ ଅନୁମତି ନେଇନଥିଲା।

ଏବେ ଟିମ୍ ଇଣ୍ଡିଆର କୋଚ୍ ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ ହେବା ପରେ ଏହି ଖବର ସାମ୍ନାକୁ ଆସିଛି। ଶାସ୍ତ୍ରୀଙ୍କ ବ୍ୟତୀତ ବୋଲିଂ କୋଚ୍ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟିମର ଫିଜିଓ ନୀତୀନ ପଟେଲ୍ ଆଇସୋଲେସନରେ ଅଛନ୍ତି। ଏହି କାରଣରୁ ଶାସ୍ତ୍ରୀ ଟିମ ସହ ପଞ୍ଚମ ଟେଷ୍ଟରେ ରହିବେ ନାହିଁ।

ପୂରା ଘଟଣାକୁ ନେଇ ବିସିସିଆଇର ଜଣେ ଅଧିକାରୀ ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇ କହିଛନ୍ତି, ଇଭେଣ୍ଟର ଫଟୋ ବିସିସିଆଇ ଅଧିକାରୀଙ୍କ ସହ ଶେଆର୍ କରାଯାଇଛି। ବୋର୍ଡ ଏହି ମାମଲାର ତଦନ୍ତ କରିବ। ଏହି ଘଟଣା ବୋର୍ଡକୁ ଲଜ୍ଜିତ କରିଛି। ଏଥିପାଇଁ କୋଚ୍ ଓ କ୍ୟାପଟେନଙ୍କୁ ପୂରା ଘଟଣା ଉପରେ ଜବାବ ଦେବାକୁ ପଡ଼ିବ। ଟିମର ପ୍ରଶାସନିକ ମ୍ୟାନେଜର ଗିରୀଶ ଡୋଙ୍ଗରେଙ୍କ ଭୂମିକା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ।

ବ୍ରିଟିଶ ମିଡିଆ ରିପୋର୍ଟ ମୁତାବକ, ଭାରତୀୟ ଟିମ୍ ଏହି ଇଭେଣ୍ଟ ପାଇଁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଠାରୁ ମଧ୍ୟ ଅନୁମତି ନେଇନଥିଲା। ଅଧିକାରୀ କହିଛନ୍ତି, ବିସିସିଆଇ ଇସିବି ସହ ଯୋଗାଯୋଗରେ ଅଛି ଏବଂ ସିରିଜ୍ କିପରି ବିନା ସମସ୍ୟାରେ ଶେଷ ହେବ, ସେ ନେଇ ପ୍ରୟାସ କରାଯାଉଛି। ସମସ୍ତଙ୍କୁ ଆଶା କୋଚ୍ ରବି ଶାସ୍ତ୍ରୀ ଶୀଘ୍ର ସୁସ୍ଥ ହୋଇଯିବେ। ବୁଧବାର ଟି-୨୦ ବିଶ୍ୱକପ୍ ପାଇଁ ଚୟନ କମିଟି ବୈଠକ ବସିବ ଏବଂ ସେଠାରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବ।

ଅଧିକାରୀ ଆହୁରି କହିଛନ୍ତି, ଏହା କୌଣସି ଅଫିସିଆଲ୍ କାର୍ଯ୍ୟକ୍ରମ ନଥିଲା, ଯାହାକୁ କୌଣସି ବୋର୍ଡ ଆୟୋଜନ କରିନଥିଲେ। ଏହି ଘଟଣା ଏବେ ଆହୁରି ତେଜିବ, କାରଣ ବିସିସିଆଇ ସମ୍ପାଦକ ଜୟ ଶାହ ସିରିଜ୍ ପୂର୍ବରୁ ପ୍ରତିଟି ସଦସ୍ୟଙ୍କୁ ଚିଠି ଲେଖି ସତର୍କ ରହିବା ଏବଂ ଗହଳି ହେଉଥିବା କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ କହିଥିଲେ। ଏହା ପରେ ମଧ୍ୟ ଏହି ଘଟଣା ଘଟିଛି।

ତେବେ ଶାସ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା କାରଣରୁ କରୋନାରେ ଆକ୍ରାନ୍ତ ହୋଇଥିବା ଏହା ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ। ହୋଟେଲ୍ ରୁମରେ ଯେଉଁ ଲିଫ୍ଟକୁ ଟିମ୍ ଓ ସପୋର୍ଟ ଷ୍ଟାଫ ବ୍ୟବହାର କରୁଥିଲେ, ତାକୁ ବାକି ସଦସ୍ୟ ମଧ୍ୟ ବ୍ୟବହାର କରନ୍ତି। ହେଲେ ବୋର୍ଡ ମତରେ ସେହି ଇଭେଣ୍ଟରେ ଯୋଗଦେବାର ଆବଶ୍ୟକ ନଥିଲା।

ଟିମର ପ୍ରତିଟି ସଦସ୍ୟଙ୍କ ଯାଞ୍ଚ ରବିବାର ହୋଇଥିଲା। ସୋମବାର ଦ୍ୱିପହର ସୁଦ୍ଧା ରେଜଲ୍ଟକୁ ଅପେକ୍ଷା କରାଯାଇଥିଲା। ସଂକ୍ରମିତ ଷ୍ଟାଫ ମାଞ୍ଚେଷ୍ଟରରେ ୧୦ ତାରିଖରୁ ହେବାକୁଥିବା ପଞ୍ଚମ ଟେଷ୍ଟ ପାଇଁ ଟିମ୍ ସହ ଯୋଗ ଦେବେ ନାହିଁ। ମାଞ୍ଚେଷ୍ଟରରେ ଦୁଇ ଟିମ୍ ଅଧିକ କଠୋର ବାୟୋ-ବବଲରେ ପ୍ରବେଶ କରିବେ।

ଅଧିକାରୀ ଜଣକ କହିଛନ୍ତି, ମାଞ୍ଚେଷ୍ଟରରେ ଏକ ପୂରା ବାୟୋ-ବବଲ୍ ରହିବ। ପଞ୍ଚମ ଟେଷ୍ଟ ଶେଷ ହେବାର ପାଞ୍ଚଦିନ ପରେ ୟୁଏଇରେ ଆଇପିଏଲ୍ ଆରମ୍ଭ ହେଉଛି। ଖେଳାଳିଙ୍କୁ ୟୁଏଇରେ ବାୟୋ-ବବଲରେ ରହିବାକୁ ପଡ଼ିବ। ନହେଲେ ଖେଳାଳିମାନଙ୍କୁ ୟୁଏଇରେ ପହଞ୍ଚିବା ପରେ ପୁଣିଥରେ କ୍ୱାରେଣ୍ଟାନରେ ରହିବାକୁ ପଡ଼ିବ। ତେଣୁ ବାୟୋ-ବବଲରେ ଯେତେବେଳେ ଟିମ୍ ପ୍ରବେଶ କରିବ, ସେତେବେଳେ ଆଉ କୌଣସି ମାମଲା ସାମ୍ନାକୁ ଆସିବ ନାହିଁ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story