ଘାଣ୍ଟିଲେ ବୁମ୍ରା, ୧୪୩ରନ ପଛରେ ରହିଗଲା ଇଂଲଣ୍ଡ

ଭାରତ ତା’ର ପ୍ରଥମ ଇନିଂସରେ ଯଶସ୍ୱୀଙ୍କ ରେକର୍ଡ ୨୦୯ ବଳରେ ସମସ୍ତ ୱିକେଟ ହରାଇ ୩୯୬ କରିଥିଲା।

Cricket

ଓଲି ପପଙ୍କୁ ଆଉଟ କରିବା ପରେ ବୁମ୍ରା

Hemant Lenka
  • Published: Saturday, 03 February 2024
  • Updated: 03 February 2024, 05:25 PM IST

Sports

Latest News

ଯଶସ୍ୱୀ ଜୈସୱାଲଙ୍କ ଡବଲ ଟନ୍‌ ପରେ ବୋଲିଂରେ କମାଲ କରିଛନ୍ତି ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା। ତାଙ୍କର ଘାତକ ବୋଲିଂକୁ ସାମ୍ନା କରି ନ ପାରି ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୨୫୩ ରନ କରି ଅଲଆଉଟ ହୋଇ ଯାଇଛି। ବୁମ୍ରା ଏକାକୀ ୬ଟି ୱିକେଟ ନେଇଛନ୍ତି। ସେହିପରି କୁଲଦୀପ ଯାଦବଙ୍କୁ ୩ଟି ସଫଳତା ମିଳିଛି।

ଭାରତ ତା’ର ପ୍ରଥମ ଇନିଂସରେ ଯଶସ୍ୱୀଙ୍କ ରେକର୍ଡ ୨୦୯ ବଳରେ ସମସ୍ତ ୱିକେଟ ହରାଇ ୩୯୬ କରିଥିଲା। ଇଂଲଣ୍ତ ୨୫୩ ରନରେ ଅଲଆଉଟ ହୋଇଯିବାରୁ ଭାରତକୁ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୧୪୩ ରନର ଲିଡ ମିଳିଛି।

Also Read

ଇଂଲଣ୍ଡ ଦ୍ୱିତୀୟ ଦିନରେ ଅଲଆଉଟ ହୋଇଯିବାରୁ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଆଜି ମୋଟ ୫ ଓଭର ବ୍ୟାଟିଂ କରିଥିବା ଭାରତ ବିନା କୌଣସି ୱିକେଟ ହରାଇ ୨୮ ରନ କରି ନେଇଛନ୍ତି। ଲିଡ୍‌କୁ ୧୭୧ ରନରେ ପହଞ୍ଚାଇ ଦେଇଛି। ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୧୩ ବଲରେ ୧୩ ଓ ଯଶ୍ୱସୀ ଜୈସୱାଲ ୧୭ ବଲରେ ୧୫ ରନ କରି ଅପରାଜିତ ରହିଛନ୍ତି। ଆସନ୍ତାକାଲି ଭାରତ ଏହି ଠାରୁ ତା’ର ଇନିଂସ ଆରମ୍ଭ କରିବ। 

ବିଶାଖାପଟନମରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ୬ ୱିକେଟ ହରାଇ ୩୩୬ ରନ କରିଥିଲା। ଅପରାଜିତ ୧୭୯ ରନ କରିଥିବା ଯଶସ୍ୱୀ ଆଜି ଦ୍ୱିତୀୟ ଦିନରେ ଦମଦାର ବ୍ୟାଟିଂ କରିଥିଲେ। କିନ୍ତୁ ଗତକାଲି ଅପରାଜିତ ୫ ରନ କରିଥିବା ରବିଚନ୍ଦ୍ରନ ଅଶ୍ୱିନ ୨୦ ରନ କରି ଦିବସର ପ୍ରଥମ ବ୍ୟାଟର ଭାବେ ଆଉଟ ହୋଇଥିଲେ।

ତାଙ୍କ ୱିକେଟ ଭେଟରାନ ଜେମ୍ସ ଆଣ୍ଡରସନ ନେଇଥିଲେ। ଅଶ୍ୱିନ ଆଉଟ ହୋଇଥିଲେ ମଧ୍ୟ ଯଶସ୍ୱୀ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଦୁଇ ଶତକ ହାସଲ କରିଥିଲେ। ଦୁଇ ଶତକ ହାସଲ କରିବା ପରେ ସେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ହେଁ ଆଣ୍ଡରସନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

୨୦୯ ରନର ଇନିଂସ ଖେଳିଥିବା ଯଶସ୍ୱୀ ୧୯ଟି ଚୌକା ଓ ୭ଟି ଚୌକା ମାରିଛନ୍ତି। ଯଶପ୍ରୀତ ବୁମ୍ରା ୬ ଓ କୁଲଦୀପ ଯାଦବ ଅପରାଜିତ ୮ ରନ କରିବାରୁ ଭାରତ ୩୯୬ ରନରେ ପହଞ୍ଚିଥିଲା। ମୁକେଶ କୁମାର(୦)ଙ୍କୁ ଆଉଟ କରି ଶୋଏବ ବଶିର ଭାରତର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଲିଥିଲେ।

ଭାରତ ଅଲଆଉଟ ହେବା ପରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ବାର୍ଥଡେ ବୟ ଜ୍ୟାକ କ୍ରଉଲୀ ଓ ବେନ ଡକେଟ ବେଶ ଦମଦାର ଢଙ୍ଗରେ ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ଦ୍ରୁତ ଗତିରେ ୫୯ ରନ ଯୋଡ଼ିଥିଲେ। ଲାଗୁଥିଲା ଇଂଲଣ୍ଡ ବଡ଼ ସ୍କୋର କରିବ। କିନ୍ତୁ କୁଲଦୀପ ଯାଦବ ୧୭ ବଲରେ ୨୧ ରନ କରିଥିବା ଡକେଟଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଓଲି ପପ ଓ କ୍ରାଉଲୀ କାଉଣ୍ଟ ଆଟାକ କରିବା ସହ ଇଂଲଣ୍ଡର ସ୍କୋରକୁ ୧୦୦ ପାର କରାଇଥିଲେ। କ୍ରାଉଲୀ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ସେ ବଡ଼ବଡ଼ ଶଟ ଖେଳ ଚାଲିଥିଲେ। ତେବେ ଦଳୀୟ ସ୍କୋର ୧୧୪ ଥିବା ବେଳେ ଅକ୍ଷର ପଟେଲ ୭୬ ରନ କରିଥିବା କ୍ରଉଲୀଙ୍କୁ ଆଉଟ କରିଥିଲେ।

ଏହି ଠାରୁ ଆରମ୍ଭ ହୋଇଥିବା ବୁମ୍ରାଙ୍କ କମାଲ। ସେ ପ୍ରଥମେ ଜୋ ରୁଟ(୫)ଙ୍କୁ ସ୍ଲିପରେ ଆଉଟ କରିଥିଲେ। ଏହାପରେ ପପ(୨୩)ଙ୍କୁ ଅତି ଚମତ୍କାର ଢଙ୍ଗରେ ବୋଲ୍ଡ କରିଥିଲେ। ଜନ୍ନି ବେୟାରଷ୍ଟୋ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ବୁମ୍ରା ତାଙ୍କୁ ୨୫ ରନରେ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ଏତିକି ବେଳେ କୁଲଦୀପ ଯାଦବ ନିଜର ଜଲୱା ଦେଖାଇ ଥିଲେ। ସେ ବେନ ଫୋକ୍ସ(୬) ଓ ରେହାନ ଅହମଦ(୬)ଙ୍କୁ ଆଉଟ କରି ଇଂଲଣ୍ତକୁ ପୂରା ବ୍ୟାକଫୁଟକୁ ଠେଲି ଦେଇଥିଲେ। କିନ୍ତୁ ଅଧିନାୟକ ବେନ ଷ୍ଟୋକ୍ସ ହାର ମାନି ନଥିଲେ। ସେ ଭାରତୀୟ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ। ସ୍ପିନରଙ୍କୁ ଷ୍ଟୋକ୍ସ ଆଟାକ କରିବାରୁ ରୋହିତ ଶର୍ମା ପୁଣିଥରେ ବୁମ୍ରାଙ୍କୁ ବଲ ଦେଇଥିଲେ। ସେ ମଧ୍ୟ କ୍ୟାପ୍ଟେନଙ୍କୁ ନିରାଶ କରିଥିଲେ। ୪୭ ରନରେ ବ୍ୟାଟିଂ କରୁଥିବା ଷ୍ଟୋକ୍ସଙ୍କୁ କ୍ଲିନବୋଲ୍ଡ କରି ଇଂଲଣ୍ଡକୁ ୮ମ ଝଟକା ଦେଇଥିଲେ।

ଏହାପରେ ଟମ ହାର୍ଟଲୀ(୨୧) ବୁମ୍ରାଙ୍କ ୫ମ ଶିକାର ବନିଥିଲେ। ଶେଷ ଭାଗରେ ଶବିର ଓ ଆଣ୍ଡରସନ କିଛି ଶଟ ଖେଳିବାରୁ ଇଂଲଣ୍ତର ସ୍କୋର ୨୫୦ ପାର କରିଥିଲା। ଦଳୀୟ ସ୍କୋର ୨୫୩ ଥିବା ବେଳେ ବୁମ୍ରା ୬ ରନ କରିଥିବା ଆଣ୍ଡରସନଙ୍କୁ ଆଉଟ କରି ଇଂଲଣ୍ଡର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଏଥିସହ ନିଜ ଟେଷ୍ଟ କ୍ୟାରିୟରରେ ପୁଣିଥରେ ୬ ୱିକେଟ ନେବାର ରେକର୍ଡ କରିଥିଲେ। ଏହାପୂର୍ବରୁ ବୁମ୍ରା ୩ ଥର ଟେଷ୍ଟରେ ୬ଟି ୱିକେଟ ନେଇଥିଲେ। 

ଭାରତ ପକ୍ଷରୁ ବୁମ୍ରା ସର୍ବାଧିକ ୬ଟି ୱିକେଟ ନେଇଥିବା ବେଳେ କୁଲଦୀପ ୩ଟି ଓ ଅକ୍ଷର ପଟେଲଙ୍କୁ ଗୋଟିଏ ସଫଳତା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story