Advertisment

ବିଶ୍ୱକପ୍ ବିଜୟ ପରେ ଚାରିଆଡେ ଉତ୍ସବ

ଟି-୨୦ ବିଶ୍ୱକପ୍ ବିଜୟ ପରେ ଚାରିଆଡେ ଉତ୍ସବ। ଭାରତର ବିଭିନ୍ନ ସ୍ଥାନରେ କ୍ରିକେଟ ପ୍ରେମୀ ମାନେ ବାଣ ଫୁଟାଇ ବାଜ ବଜାଇ ଉତ୍ସବ ମନାଇଛନ୍ତି ।

author-image
Manoj Swain

ବାର୍ବାଡସରେ ଇତିହାସ ରଚିଲା ଭାରତ । ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତ। ବିଶ୍ୱକପ୍ ବିଜୟ ପରେ ଚାରିଆଡେ ଉତ୍ସବ। ଏହା କେବଳ ଟିମ୍ ଇଣ୍ଡିଆ ନୁହେଁ, ପୂରା ଭାରତ ପାଇଁ ଆଣି ଦେଇଛି ଖୁସି। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ ହୋଇଛି । 

Advertisment
Ind Vs SA T20 World Cup ICC World Cup