ବାର୍ବାଡସରେ ଇତିହାସ ରଚିଲା ଭାରତ । ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତ। ବିଶ୍ୱକପ୍ ବିଜୟ ପରେ ଚାରିଆଡେ ଉତ୍ସବ। ଏହା କେବଳ ଟିମ୍ ଇଣ୍ଡିଆ ନୁହେଁ, ପୂରା ଭାରତ ପାଇଁ ଆଣି ଦେଇଛି ଖୁସି। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ମହିଳା ଟି-୨୦ ବିଶ୍ୱକପ ପୂର୍ବରୁ ପୁରସ୍କାର ସମ୍ପର୍କରେ ବଡ଼ ଘୋଷଣା କଲା ଆଇସିସି
ଆଇସିସି ମହିଳା ଟି-୨୦ ବିଶ୍ୱକପ ଅକ୍ଟୋବର ୩ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ଓ ସ୍କଟ ଲ୍ୟାଣ୍ଡ ମୁହାଁମୁହିଁ ହେବେ।
Cricket
ବିରାଟ କୋହଲି ମୋ ଅଧୀନରେ ଖେଳୁଥିଲେ, କାହିଁକି ଏମିତି କହିଲେ ତେଜସ୍ୱୀ ଯାଦବ?
ତେଜସ୍ୱୀ ଯାଦବ ତାଙ୍କ କ୍ରିକେଟିଂ କ୍ୟାରିୟରରେ ଗୋଟିଏ ପ୍ରଥମ ଶ୍ରେଣୀ, ୨ଟି ଲିଷ୍ଟ ଏ ଓ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି।
Cricket
ଚଷମା ପିନ୍ଧି ବ୍ୟାଟିଂ କରିବାକୁ ଆସିଲେ ଶ୍ରେୟସ ଆୟର, ଖାତା ଖୋଲି ପାରେଲନି
ଆୟର ଏବେ ଦଲିପ ଟ୍ରଫିରେ ଇଣ୍ଡିଆ ଡି’ର ନେତୃତ୍ୱ ନେଉଛନ୍ତି। ପ୍ରଥମ ମ୍ୟାଚ୍ରେ ସେ ଯଥାକ୍ରମେ ୯ ଓ ୫୪ ରନର ଇନିଂସ ଖେଳିଥିଲେ ହେଁ ତାଙ୍କ ଦଳକୁ ୪ ୱିକେଟରେ ଇଣ୍ଡିଆ ସି’ ଠାରୁ ହାରିବାକୁ ପଡ଼ିଥିଲା।
Cricket
ବ୍ୟାନ ହେବେ କ୍ରିକେଟର ମାର୍ନସ ଲାବୁଶେନ!
ମ୍ୟାଚ୍ ପରେ ସେ ଅମ୍ପାୟାରଙ୍କ ପ୍ରତି ଦୁର୍ବ୍ୟବହାର ଚାର୍ଜରେ ଫସିଛନ୍ତି। କିନ୍ତୁ ଏହି ଚାର୍ଜ ଯୋଗୁ ତାଙ୍କ ଉପରେ ବଡ଼ଧରଣର ବ୍ୟାନ ଲାଗି ପାରେ।
Cricket
ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଖେଳାଳିଙ୍କ ନାଁ ଘୋଷଣା କଲା ବାଂଲାଦେଶ
ଭାରତରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଆଜି ବାଂଲାଦେଶ କ୍ରିକେଟ ବୋର୍ଡ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି।