କରୋନା ଲଢ଼େଇରେ ହାରିଗଲେ ରାଜସ୍ଥାନ ରୟାଲ୍ସର ଯୁବ କ୍ରିକେଟର ଚେତନଙ୍କ ପିତା

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜନରେ ରାଜସ୍ଥାନ ରୟାଲ୍ସର ନୂଆ ପ୍ରତିଭା ଚେତନ ସାକାରିୟାଙ୍କର ପିତାଙ୍କର ଦେହାନ୍ତ ହୋଇଛି । ସାକାରିୟାଙ୍କ ପିତା କାଞ୍ଜିଭାଇ ସାକାରିଆ କରୋନା ଭାଇରସରେ ସଂକ୍ରମିତ ଥିଲେ । ତେବେ ଗତ ସପ୍ତାହରେ ଚେତନଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ଚେତନଙ୍କ ପିତା କରୋନା ଲଢ଼େଇରେ ହାରି ଯାଇଛନ୍ତି । ଆଇପିଏଲ୍ ସ୍ଥଗିତ ହେବା କାରଣରୁ ଚେତନ ନିଜ […]

chetan-sakariya

chetan-sakariya

Ranjit Kumar Jena
  • Published: Sunday, 09 May 2021
  • Updated: 09 May 2021, 04:37 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜନରେ ରାଜସ୍ଥାନ ରୟାଲ୍ସର ନୂଆ ପ୍ରତିଭା ଚେତନ ସାକାରିୟାଙ୍କର ପିତାଙ୍କର ଦେହାନ୍ତ ହୋଇଛି । ସାକାରିୟାଙ୍କ ପିତା କାଞ୍ଜିଭାଇ ସାକାରିଆ କରୋନା ଭାଇରସରେ ସଂକ୍ରମିତ ଥିଲେ । ତେବେ ଗତ ସପ୍ତାହରେ ଚେତନଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ଚେତନଙ୍କ ପିତା କରୋନା ଲଢ଼େଇରେ ହାରି ଯାଇଛନ୍ତି । ଆଇପିଏଲ୍ ସ୍ଥଗିତ ହେବା କାରଣରୁ ଚେତନ ନିଜ ଘରକୁ ଫେରିଯାଇଥିଲେ ।

ଆଇପିଏଲ୍ ଅକ୍ସନରେ ରାଜସ୍ଥାନ ରୟାଲ୍ସ ଚେତନ ସାକାରିୟାଙ୍କୁ ୧.୨୦ କୋଟି ଟଙ୍କାରେ କିଣିଥିଲା । ଅକ୍ସନର କିଛି ଦିନ ପୂର୍ବରୁ ଚେତନଙ୍କ ସାନ ଭାଇଙ୍କର ଦେହାନ୍ତ ହୋଇଥିଲା । ଆଇପିଏଲ୍ ଚାଲିଥିବା ବେଳେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ସୋଶାଲ ମିଡିଆରେ ଚେତନ ସାକାରିଆଙ୍କ ଜୀବନର କିଛି ଦୁଃଖଦ ମୁହୂର୍ତ୍ତକୁ ଶେୟାର୍ କରିଥିଲେ । ଭାଇଙ୍କ ପରେ ସେ ସାକାରିଆ ନିଜ ବାପାଙ୍କୁ ମଧ୍ୟ ହରାଇଛନ୍ତି ।

https://twitter.com/rajasthanroyals/status/1391304839364112386?s=20

ଏ ନେଇ ରାଜସ୍ଥାନ ରୟାଲ୍ସ ଟ୍ୱିଟ୍ ସୂଚନା ଦେଇଛି । ରାଜସ୍ଥାନ ଟ୍ୱିଟ୍ କରିଛି ଯେ ଆମେ ଦୁଃଖିତ ଯେ ଶ୍ରୀ କାଞ୍ଜିବାଇ ସାକାରିଆ ଆଜି କୋଭିଡ୍‌-୧୯ ଲଢ଼େଇରେ ହାରି ଯାଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ବର୍ତ୍ତମାନ ତାଙ୍କ ପରିବାର ସହ ଆମର ପୂରା ପ୍ରାର୍ଥନା ରହିଛି । ଆମେ ଚେତନଙ୍କ ସମ୍ପର୍କରେ ଅଛୁ ଏବଂ ଏଭଳି କଠିନ ସମୟରେ ତାଙ୍କ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବୁ ।

ଏହା ପୂର୍ବରୁ ଖବର ଆସିଥିଲା ଯେ ଚେତନଙ୍କୁ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଗତ ସପ୍ତାହରେ ଫୋନ୍ ଆସିଥିଲା । ଯାହା ପରେ ଚେତନ ନିଜ ପରିବାରର ସହାୟତା ପାଇଁ ତୁରନ୍ତ ନିଜର ଆଇପିଏଲ ପ୍ରାପ୍ୟ ଟ୍ରାନ୍ସଫର୍ କରିଥିଲେ । ଚେତନ ଇଣ୍ଡିଆନ୍ ଏକ୍ସପ୍ରେସ ସହ ଆଲୋଚନା ବେଳେ କହିଥିଲେ ଯେ ମୁଁ ଭାଗ୍ୟବାନ ଯେ ରାଜସ୍ଥାନ ରୟାଲ୍ସ କିଛି ଦିନ ତଳେ ପଇସା ଦେଇଥିଲା ଏବଂ ସେହି ପଇସାରେ କଠିନ ସମୟରେ ପରିବାରର ସହାୟତା କରିପାରିଛି ।

ଚଳିତ ଆଇପିଏଲ ସ୍ଥଗିତ ହେବା ସୁଦ୍ଧା ସାକାରିଆ ୭ଟି ୱିକେଟ୍ ନିଜ ନାଁରେ କରିଥିଲେ । ଏହା ପୂର୍ବରୁ ଶୁକ୍ରବାର ଭାରତୀୟ ମହିଳା ଦଳର କ୍ରିକେଟର ବେଦା କ୍ରିଷ୍ଣାମୂର୍ତ୍ତୀ ନିଜ ଭଉଣୀ ବତସଲା ଓ ମା’ଙ୍କର କରୋନାରେ ଦେହାନ୍ତ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story