କ୍ରିକେଟ୍ ଜଗତ ସ୍ତବ୍ଧ, ରୋହିତ୍ କହିଲେ ବିଶ୍ୱାସ ହେଉନି

ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ଅଷ୍ଟ୍ରେଲିଆ ଦୁଇ କ୍ରିକେଟରଙ୍କ ପରଲୋକ କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଛି। ଆଜି ସକାଳେ ପୂର୍ବତନ କ୍ରିକେଟର୍ ରଡନୀ ମାର୍ଶଙ୍କର ଦେହାନ୍ତ ହୋଇଥିଲା। ଆଉ ସନ୍ଧ୍ୟାରେ ଦୁନିଆକୁ ଅଲବିଦା କହିଲେ କ୍ରିକେଟ୍ ଜଗତର ଅନ୍ୟତମ ସର୍ବଶ୍ରେଷ୍ଠ ବୋଲର ଶେନ୍ ୱାର୍ଣ୍ଣ। ୱାର୍ଣ୍ଣ ଆଉ ଏହି ଦୁନିଆରେ ନାହାନ୍ତି, ତାହା ସହଜରେ କେହି ବିଶ୍ୱାସ କରିପାରୁନାହାନ୍ତି। ତାଙ୍କ ପରଲୋକ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି। I’m truly lost for words here, this […]

wane

wane

Ranjit Kumar Jena
  • Published: Friday, 04 March 2022
  • Updated: 04 March 2022, 09:09 PM IST

Sports

Latest News

ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ଅଷ୍ଟ୍ରେଲିଆ ଦୁଇ କ୍ରିକେଟରଙ୍କ ପରଲୋକ କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଛି। ଆଜି ସକାଳେ ପୂର୍ବତନ କ୍ରିକେଟର୍ ରଡନୀ ମାର୍ଶଙ୍କର ଦେହାନ୍ତ ହୋଇଥିଲା। ଆଉ ସନ୍ଧ୍ୟାରେ ଦୁନିଆକୁ ଅଲବିଦା କହିଲେ କ୍ରିକେଟ୍ ଜଗତର ଅନ୍ୟତମ ସର୍ବଶ୍ରେଷ୍ଠ ବୋଲର ଶେନ୍ ୱାର୍ଣ୍ଣ। ୱାର୍ଣ୍ଣ ଆଉ ଏହି ଦୁନିଆରେ ନାହାନ୍ତି, ତାହା ସହଜରେ କେହି ବିଶ୍ୱାସ କରିପାରୁନାହାନ୍ତି। ତାଙ୍କ ପରଲୋକ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି।

https://twitter.com/ImRo45/status/1499757267716952067?s=20&t=YnhdyeN1dXBbpQMAi4rcsQ

https://twitter.com/SkyCricket/status/1499760362127863812?s=20&t=vejjJLuzS9e4imUAMOZPdA

ୱାର୍ଣ୍ଣଙ୍କ ଦେହାନ୍ତ ଖବରକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି କ୍ରିକେଟର। ଭାରତୀୟ କ୍ରିକେଟ୍ ଟିମ କ୍ୟାପଟେନ୍ ରୋହିତ୍ ଶର୍ମା ଟ୍ୱିଟ୍ କରି କହିଛନ୍ତି, ବାସ୍ତବରେ ମୁଁ ଏଠାରେ ଶବ୍ଦ ପାଇଁ ହଜି ଯାଇଛି, ଏହା ଅତ୍ୟନ୍ତ ଦୁଃଖଦ ଖବର। ଖେଳ କିମ୍ବଦନ୍ତୀ ଓ ଚାମ୍ପିୟନ୍ ଆମକୁ ଛାଡ଼ି ଚାଲିଗଲେ। ଏବେବି ବିଶ୍ୱାସ ହେଉନି।

https://twitter.com/ESPNcricinfo/status/1499769398953136135?s=20&t=vejjJLuzS9e4imUAMOZPdA

https://twitter.com/ivivianrichards/status/1499755858246639616?s=20&t=Q3kS5zmyQPdP6Z7jvte4UA

କିମ୍ବଦନ୍ତୀ କ୍ରିକେଟର୍ ଭିଭିଆନ୍ ରିଚାର୍ଡ୍ସ ଟ୍ୱିଟ୍ କରି ଲେଖିଛନ୍ତି, ଅବିଶ୍ୱସନୀୟ। ମୁଁ ମର୍ମାହତ। ଏହା କେବେବି ସତ ହୋଇନଥିବ। ଏବେ ମୁଁ କ’ଣ ଅନୁଭୂତ କରୁଛି, ତାହା ବର୍ଣ୍ଣନା କରିପାରିବି ନାହିଁ। କ୍ରିକେଟ୍ ପାଇଁ ବହୁତ ବଡ଼ କ୍ଷତି।

https://twitter.com/imVkohli/status/1499763424145727491?s=20&t=4XnDvYBgOJ7IfAk1c1-kLg

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି ଟ୍ୱିଟ୍ କରି ଲେଖିଛନ୍ତି, ଜୀବନଟା କେତେ ଅସ୍ଥିର ଓ ଅପ୍ରତ୍ୟାଶିତ। ମୁଁ ନିଜ ଖେଳର ଏହି ମହାନ କ୍ରିକେଟରଙ୍କ ଚାଲିଯିବାର ପ୍ରକ୍ରିୟା କରିପାରିବି ନାହିଁ ଏବଂ ଇଏ ସେଭଳି ଜଣେ ବ୍ୟକ୍ତି, ଯାହାଙ୍କୁ ମୁଁ ମଇଦାନ ବାହାରୁ ଜାଣିଛି। ଭଗବାନ ଆପଣଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ।

https://twitter.com/virendersehwag/status/1499748352048599041?s=20&t=-Hhz_HMbScoA4B2TtfEjXw

ଭାରତର ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗ ଟ୍ୱିଟ୍ କରି ଲେଖିଛନ୍ତି, ବିଶ୍ୱାସ କରିହେଉନି। କ୍ରିକେଟ୍ ଜଗତର ଅନ୍ୟତମ ଶ୍ରେଷ୍ଠ ସ୍ପିନର, ଯିଏ ସ୍ପିନକୁ ଅତି ସହଜ କରିଦେଇଥିଲେ, ସେ ଆଉ ନାହାନ୍ତି। ଜୀବନ ଅତ୍ୟନ୍ତ ସରଳ, କିନ୍ତୁ ଏହାକୁ ବୁଝିବା ବହୁତ କଷ୍ଟକର। ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା।

https://twitter.com/ImRaina/status/1499757085726154752?s=20&t=5q8e8i5XUW5cEvvW0uxUIQ

https://twitter.com/shoaib100mph/status/1499749875948347399?s=20&t=my03ErSw1x5yswnFR0HDKw

https://twitter.com/VVSLaxman281/status/1499747678690807810?s=20&t=s2isPfI7McLDxgFirdbtkw

https://twitter.com/IrfanPathan/status/1499752016901394433?s=20&t=KgXEUExRe7tK2O7Hwq0SiQ

https://twitter.com/DineshKarthik/status/1499751009249218561?s=20&t=VUYEOUuZ8ygbr1fmBWlivA

https://twitter.com/Bazmccullum/status/1499756759967494147?s=20&t=3wCPC99DD0t172smVQ7LiQ

https://twitter.com/KumarSanga2/status/1499755627857739776?s=20&t=JmIBpotxDuGFFZtGQOJEaA

https://twitter.com/Jaspritbumrah93/status/1499758950698258432?s=20&t=3QhpvcLjc8BC1W2ZT68Ncw

https://twitter.com/SDhawan25/status/1499754974242238465?s=20&t=vejjJLuzS9e4imUAMOZPdA

https://twitter.com/YUVSTRONG12/status/1499764311144943620?s=20&t=vejjJLuzS9e4imUAMOZPdA

https://twitter.com/RishabhPant17/status/1499761631349592066?s=20&t=vejjJLuzS9e4imUAMOZPdA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story