Advertisment

ଦିନେ ତମ୍ବୁ ତଳେ ଜୀବନ ବିତାଉଥିଲେ, ଏବେ 5 କୋଟି ଟଙ୍କା ଘରେ ରହିବେ

ଯଶସ୍ୱୀଙ୍କ ଫ୍ଲାଟ୍ କିଣିବାକୁ ନେଇ ଏଥିପାଇଁ ଚର୍ଚ୍ଚା ହେଉଛି, କାରଣ ସେ ଦିନେ ମୁମ୍ବାଇର ଆଜାଦ ମୈଦାନରେ ତମ୍ବୁ ତଳେ ରହି ଜୀବନ ବିତାଉଥିଲେ।

author-image
Manoj Swain

ମୁମ୍ବାଇର ୫.୪ କୋଟି ଟଙ୍କାର ଫ୍ଲାଟ୍ କିଣିଛନ୍ତି ଭାରତୀୟ କ୍ରିକେଟର ଯୁବ ସେନସେସନ ଯଶସ୍ୱୀ ଜୈସ୍ୱାଲ। ରେଜିଷ୍ଟ୍ରେସନ୍ ଡକ୍ୟୁମେଣ୍ଟ୍ ଅନୁଯାୟୀ, ମୁମ୍ବାଇର ପୂର୍ବ ବାନ୍ଦ୍ରାରେ ସେ ୧,୧୦୦ ବର୍ଗଫୁଟର ଏକ ଫ୍ଲାଟ କିଣିଛନ୍ତି, ଯାହା ଜାନୁୟାରୀ ୭ରେ ପଞ୍ଜୀକୃତ ହୋଇଛି। ଯଶସ୍ୱୀ କିଣିଥିବା ଫ୍ଲାଟର ପ୍ରତି ବର୍ଗଫୁଟର ମୂଲ୍ୟ ୪୮,୪୯୯ ଟଙ୍କା। ଯଶସ୍ୱୀଙ୍କ ଫ୍ଲାଟ୍ କିଣିବାକୁ ନେଇ ଏଥିପାଇଁ ଚର୍ଚ୍ଚା ହେଉଛି, କାରଣ ସେ ଦିନେ ମୁମ୍ବାଇର ଆଜାଦ ମୈଦାନରେ ତମ୍ବୁ ତଳେ ରହି ଜୀବନ ବିତାଉଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Indian Cricket Team Yashasvi Jaiswal