ମୁମ୍ବାଇର ୫.୪ କୋଟି ଟଙ୍କାର ଫ୍ଲାଟ୍ କିଣିଛନ୍ତି ଭାରତୀୟ କ୍ରିକେଟର ଯୁବ ସେନସେସନ ଯଶସ୍ୱୀ ଜୈସ୍ୱାଲ। ରେଜିଷ୍ଟ୍ରେସନ୍ ଡକ୍ୟୁମେଣ୍ଟ୍ ଅନୁଯାୟୀ, ମୁମ୍ବାଇର ପୂର୍ବ ବାନ୍ଦ୍ରାରେ ସେ ୧,୧୦୦ ବର୍ଗଫୁଟର ଏକ ଫ୍ଲାଟ କିଣିଛନ୍ତି, ଯାହା ଜାନୁୟାରୀ ୭ରେ ପଞ୍ଜୀକୃତ ହୋଇଛି। ଯଶସ୍ୱୀ କିଣିଥିବା ଫ୍ଲାଟର ପ୍ରତି ବର୍ଗଫୁଟର ମୂଲ୍ୟ ୪୮,୪୯୯ ଟଙ୍କା। ଯଶସ୍ୱୀଙ୍କ ଫ୍ଲାଟ୍ କିଣିବାକୁ ନେଇ ଏଥିପାଇଁ ଚର୍ଚ୍ଚା ହେଉଛି, କାରଣ ସେ ଦିନେ ମୁମ୍ବାଇର ଆଜାଦ ମୈଦାନରେ ତମ୍ବୁ ତଳେ ରହି ଜୀବନ ବିତାଉଥିଲେ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଏହି ଶତକ ଆପଣଙ୍କ ପାଇଁ ଡାଡ: ବାପାଙ୍କ ବଳିଦାନ ଯୋଗୁ ନୀତୀଶ କୁମାର ଆଜି କ୍ରିକେଟର
ନୀତୀଶ କୁମାର ମାତ୍ର ୨୧ ବର୍ଷ ବୟସରେ ପ୍ରଥମ ଶତକ ହାସଲ କରିଥିବା ବେଳେ ଏହା ପଛରେ ରହିଛି ବାପାଙ୍କ କଠିନ ପରିଶ୍ରମ।
Cricket
କାନ୍ଦିଲେ ଷ୍ଟାଡିୟମରେ ଥିବା ନୀତୀଶ କୁମାରଙ୍କ ବାପା, ଭିଡିଓ ଭାଇରାଲ୍
ନୀତୀଶ କୁମାର କ୍ରିକେଟର ହେବା ପଛରେ ତାଙ୍କ ବାପା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଜି ତାଙ୍କ ଆଗରେ ଶତକ ହାସଲ କରିବା ନୀତୀଶ କୁମାରଙ୍କୁ ଅଲଗା ପ୍ରକାରର ଖୁସି ଦେଇଛି।
Cricket
ବକ୍ସିଂ ଡେ ଟେଷ୍ଟରେ ହାରିଲେ କିମ୍ବା ଡ୍ର କଲେ ଭାରତ କେମିତି WTC ଫାଇନାଲରେ ପହଞ୍ଚିବ? ଜାଣନ୍ତୁ ପୂରା ଗଣିତ
ବର୍ତ୍ତମାନ WTC ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଥିବା ଅଷ୍ଟ୍ରେଲିଆ ଓ ଭାରତ ଯଥାକ୍ରମେ ୨ୟ ଓ ତୃତୀୟ ସ୍ଥାନରେ ଅଛନ୍ତି।
Cricket
୧୪୭ ବର୍ଷରେ ପ୍ରଥମ: ନୀତୀଶ କୁମାର ଓ ୱାଶିଂଟନ କଲେ ଏମିତି ରେକର୍ଡ
ନୀତୀଶ କୁମାର ଭାରତର ତୃତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଅଷ୍ଟ୍ରେଲିଆ ମାଟିରେ ମେଡେନ ଟେଷ୍ଟ ସେଞ୍ଚୁରୀ ହାସଲ କରିଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର ଓ ଋଷଭ ପନ୍ତଙ୍କ ନାଁ ରହିଛି।
Cricket
ଅର୍ଦ୍ଧଶତକରେ ପୁଷ୍ପା, ଶତକରେ ବାହୁବଳୀ
ତୃତୀୟ ଦିନ ଖେଳ ଶେଷ ବେଳକୁ ନୀତୀଶ କୁମାର ୧୦୫ ରନ କରି ଅପରାଜିତ ରହିଛନ୍ତି।