Advertisment

ପଣ୍ଟିଂଙ୍କୁ ମୁଖ୍ୟ କୋଚ୍ ପଦରୁ ବିଦା କଲା ଦିଲ୍ଲୀ କ୍ୟାପିଟାଲ୍ସ, ଗାଙ୍ଗୁଲି ନେବେ ଦାୟିତ୍ୱ!

ପଣ୍ଟିଂ ଦୀର୍ଘ ୭ ବର୍ଷ ହେଲା ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ପଦରେ ରହିଥିଲେ। କିନ୍ତୁ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସୋଶାଲ ମିଡିଆ ପୋଷ୍ଟରେ ପଣ୍ଟିଂଙ୍କୁ ମୁଖ୍ୟ କୋଚ୍‌ ପଦରୁ ହଟାଇ ଦିଆଯାଇଥିବା କୁହାଯାଇଛି।

Ricky Ponting

Ricky Ponting

Advertisment

ଆଇପିଏଲ ପ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଆଜି ତା’ର ମୁଖ୍ୟ କୋଚ୍‌ ପଦରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂକୁ ହଟାଇ ଦେଇଛି। ଦଳ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି।

Advertisment

ପଣ୍ଟିଂ ଦୀର୍ଘ ୭ ବର୍ଷ ହେଲା ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ପଦରେ ରହିଥିଲେ। କିନ୍ତୁ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସୋଶାଲ ମିଡିଆ ପୋଷ୍ଟରେ ପଣ୍ଟିଂଙ୍କୁ ମୁଖ୍ୟ କୋଚ୍‌ ପଦରୁ ହଟାଇ ଦିଆଯାଇଥିବା କୁହାଯାଇଛି।

ଦିଲ୍ଲୀ କ୍ୟାପିଟାଲ୍ସ ପଣ୍ଟିଂଙ୍କୁ ହଟାଇଥିବାରୁ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ପଦ ସମ୍ଭାଳି ପାରନ୍ତି।  ଏବେ ସେ ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।

Advertisment

ପଣ୍ଟିଂ ଦୀର୍ଘ ୭ ବର୍ଷ ଧରି ଦିଲ୍ଲୀ କ୍ୟାପିଟାଲ୍ସ ସହ ରହିଥିଲେ ହେଁ ଦଳକୁ ଆଶା ଅନୁସାରେ ଫଳ ମିଳିପାରି ନାହିଁ। ଦିଲ୍ଲୀକୁ ଏଯାଏ ପଣ୍ଟିଂ ଚାମ୍ପିୟନ କରାଇ ପାରି ନଥିଲେ। ୨୦୨୪ରେ ଋଷଭ ପନ୍ତ ଆହତ ସମସ୍ୟାରୁ ଫେରିଥିଲେ। ତଥାପି ଦଳର ଭାଗ୍ୟ ବଦଳି ନଥିଲା। ଦଳ ୬ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା।

IPL Delhi Capitals
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe