କେକେଆରକୁ ୧୫୪ ରନରେ ପହଞ୍ଚାଇଲେ ରସେଲ୍‌

ଅହମ୍ମଦାବାଦ: ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୪ ରନ୍ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମ୍ୟାଚ୍ ଜିତିବା ପାଇଁ ୧୫୫ ରନ୍ କରିବାକୁ ପଡ଼ିବ । ଉକ୍ତ ମ୍ୟାଚରେ କେକେଆର୍ ପକ୍ଷରୁ ରସେଲ୍ ଦ୍ରୁତ ୪୫ (୨୭ ବଲ୍‌, ୨ ଚୌକା, ୪ ଛକା) ରନ୍ ଓ ଶୁବମନ୍ ଗିଲ୍ ୪୩ (୩୮ ବଲ୍‌, […]

Andre-Russell

Andre-Russell

Ranjit Kumar Jena
  • Published: Thursday, 29 April 2021
  • Updated: 29 April 2021, 09:21 PM IST

Sports

Latest News

ଅହମ୍ମଦାବାଦ: ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୪ ରନ୍ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମ୍ୟାଚ୍ ଜିତିବା ପାଇଁ ୧୫୫ ରନ୍ କରିବାକୁ ପଡ଼ିବ ।

ଉକ୍ତ ମ୍ୟାଚରେ କେକେଆର୍ ପକ୍ଷରୁ ରସେଲ୍ ଦ୍ରୁତ ୪୫ (୨୭ ବଲ୍‌, ୨ ଚୌକା, ୪ ଛକା) ରନ୍ ଓ ଶୁବମନ୍ ଗିଲ୍ ୪୩ (୩୮ ବଲ୍‌, ୩ ଚୌକା ଓ ୧ ଛକା) ରନ୍ କରିଛନ୍ତି । ତେବେ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଖରାପ ଫର୍ମ ଏଠାରେ ମଧ୍ୟ ଜାରି ରହିଛି ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା କେକେଆରର ଆରମ୍ଭ ନୈରାଶ୍ୟଜନକ ରହିଥିଲା । ଓପ୍ନର ନୀତୀଶ ରାଣା (୧୨) ଓ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ୍ ତ୍ରିପାଠୀ (୧୯) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ।

ଲଗାତର ନିରାଶ କରିଥିବା ଗିଲ୍ ଶେଷରେ ଫର୍ମ ହାସଲ କରିଛନ୍ତି । କିନ୍ତୁ ମିଡଲ୍ ଅର୍ଡରରେ କ୍ୟାପଟେନ୍ ମୋର୍ଗାନ୍ ଓ ସୁନୀଲ ନରିନ୍ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଦୁହିଁଙ୍କୁ ଲଲିତ ଯାଦବ ପ୍ୟାଭିଲିୟନ୍ ପଠାଇଥିଲେ । ଦିନେଶ କାର୍ତ୍ତିକ (୧୪) ମଧ୍ୟ ସୁଯୋଗର ଫାଇଦ ଉଠାଇବାରେ ବିଫଳ ହୋଇଛନ୍ତି।

ରସେଲ୍ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ, କିନ୍ତୁ ଶେଷ ତିନି ଓଭରରେ ସେ ଦ୍ରୁତ ରନ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ପ୍ୟାଟ୍ କମିନ୍ସ ୧୩ ବଲରେ ମାତ୍ର ୧୧ ରନ୍ କରି ଅପରାଜିତ ଥିଲେ । ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ୍ ଓ ଲଲିତ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story