Advertisment

ଶତକୀୟ ବିଜୟ ସହ କ୍ୟାପଟେନ୍ କୁଲଙ୍କ ସଫଳ କମ୍ ବ୍ୟାକ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପରେ ୪୩୭ ଦିନ ଧରି କୌଣସି ମ୍ୟାଚ୍ ଖେଳି ନଥିବା କ୍ୟାପଟେନ୍ କୁଲ୍ ଶନିବାର ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଭାବେ ଶତକୀୟ ବିଜୟ ହାସଲ କରିଛନ୍ତି। ଆଇପିଏଲ-୧୩ର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନସକୁ ପାଞ୍ଚ ୱିକେଟର ପରାସ୍ତ କରିବା ସହ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ମହେନ୍ଦ୍ର ସିଂହ ଧୋନି। ଏହା ସହ ମୁମ୍ବାଇ ଇଣ୍ଡିଆନସ ଠାରୁ ଲଗାତର ପାଞ୍ଚଟି ପରାଜୟ ପରେ ଦଳକୁ ବିଜୟର ସ୍ୱାଦ ମଧ୍ୟ […]

ଅଦ୍ୟତନ ହୋଇଛି
ଶତକୀୟ ବିଜୟ ସହ କ୍ୟାପଟେନ୍ କୁଲଙ୍କ ସଫଳ କମ୍ ବ୍ୟାକ୍

ipl3

Advertisment

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପରେ ୪୩୭ ଦିନ ଧରି କୌଣସି ମ୍ୟାଚ୍ ଖେଳି ନଥିବା କ୍ୟାପଟେନ୍ କୁଲ୍ ଶନିବାର ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଭାବେ ଶତକୀୟ ବିଜୟ ହାସଲ କରିଛନ୍ତି। ଆଇପିଏଲ-୧୩ର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନସକୁ ପାଞ୍ଚ ୱିକେଟର ପରାସ୍ତ କରିବା ସହ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ମହେନ୍ଦ୍ର ସିଂହ ଧୋନି।

Advertisment

ଏହା ସହ ମୁମ୍ବାଇ ଇଣ୍ଡିଆନସ ଠାରୁ ଲଗାତର ପାଞ୍ଚଟି ପରାଜୟ ପରେ ଦଳକୁ ବିଜୟର ସ୍ୱାଦ ମଧ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ପୂର୍ବତନ ଭାରତୀୟ ଅଧିନାୟକ ଗତ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅସବର ଘୋଷଣା କରିଥିଲେ ହେଁ ଆଇପିଏଲ ଖେଳିବା ଜାରି ରଖିଛନ୍ତି।

Advertisment
Ipl 2020
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe