ନଭେମ୍ବର 5ରେ ହେବାକୁ ଥିବା ମ୍ୟାଚରେ କୋଲକାତାର ଇଡେନ ଗାର୍ଡେନଠାରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ସାଉଥ ଆଫ୍ରିକା ଏବଂ ସେହି ଦିନ 35 ବର୍ଷରେ ପଦାର୍ପଣ କରି ବିରାଟ କୋହଲି। ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ହୋଇଛି ବଡ ପ୍ଲାନ। ଷ୍ଟାଡିୟମ ଭିତରେ ଓ ବାହାରେ ଦେଖିବାକୁ ମିଳିବ କେବଳ ବିରାଟ ଫିଭର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଦକ୍ଷିଣ-ଆଫ୍ରିକାରେ ଟି-ଟ୍ୱେଣ୍ଟି ସିରିଜ କବଜା କଲା ଟିମ୍ ଇଣ୍ଡିଆ
ଦକ୍ଷିଣ-ଆଫ୍ରିକାରେ ଟି-୨୦ ସିରିଜ ଜିତିଲା ଭାରତ । ଘରୋଇ ଦକ୍ଷିଣ ଆଫ୍ରିକାକୁ ୪ଟିକିଆ ଟି-୨୦ ସିରିଜରେ ୧/୩ରେ ମାତ ଦେଇଛି ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆ ।
Cricket
ପୁଣି ଥରେ ବାପା ହେଲେ ରୋହିତ ଶର୍ମା
ଗତକାଲି ରୋହିତଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ରୋହିତ ଶର୍ମାଙ୍କର ଏକ ଝିଅ ରହିଛି।
Cricket
ଶେଷ ଟି-୨୦ରେ ଭାରତର ରେକର୍ଡ ରନ ବର୍ଷା, ସାମସନ ଓ ତିଲକଙ୍କ ବିସ୍ଫୋରକ ଶତକ
ସାମସନ ୫୬ ବଲରେ ଅପରାଜିତ ୧୦୯ ଓ ତିଲକ ବର୍ମା ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ୨୮୩ ରନ କରିଛି।
Cricket
ଆଇପିଏଲ ମେଗା ଅକ୍ସନ: ଚୂଡ଼ାନ୍ତ ତାଲିକାରେ ୫୭୪ ଜଣ ଖେଳାଳି, ଷ୍ଟାର ଖେଳାଳିଙ୍କ ବେସ ପ୍ରାଇସ କେତେ?
ନଭେମ୍ବର ୨୪ ଓ ୨୫ ଦୁଇ ଦିନ ଧରି ଅକ୍ସନ ଜାରି ରହିବ। ଭାରତୀୟ ସମୟ ଦିନ ୩ଟା ବେଳକୁ ଏହାକୁ ଆରମ୍ଭ ହେବ। ଅକ୍ସନ ପାଇଁ ମୋଟ ୧୫୭୪ ଜଣ ଖେଳାଳି ପଞ୍ଜିକରଣ କରିଥିଲେ।
Cricket
ପାକିସ୍ତାନକୁ ଆଇସିସି ଝଟକା: ପିଓକେରେ ହୋଇପାରିବନି ଚାମ୍ପିୟନ୍ସ ଟ୍ରଫି ଟୁର୍
ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିକୁ ପିଓକେ ନେବାକୁ ଚାହୁଁଥିବାରୁ ଏହାକୁ ବିସିସିଆଇ ବିରୋଧ କରିଥିଲା। ଏହାପରେ ଆଇସିସି ନିକଟରେ ଏନେଇ ଅଭିଯୋଗ କରିଥିଲା। ଆଇସିସି ଏବେ ପାକିସ୍ତାନକୁ ଝଟକା ଦେଇଛି।