ପଡିଆରେ ପାଳିବେ ବାର୍ଥଡେ | Odisha Reporter
ନଭେମ୍ବର 5ରେ ହେବାକୁ ଥିବା ମ୍ୟାଚରେ କୋଲକାତାର ଇଡେନ ଗାର୍ଡେନଠାରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ସାଉଥ ଆଫ୍ରିକା ଏବଂ ସେହି ଦିନ 35 ବର୍ଷରେ ପଦାର୍ପଣ କରି ବିରାଟ କୋହଲି। ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ହୋଇଛି ବଡ ପ୍ଲାନ। ଷ୍ଟାଡିୟମ ଭିତରେ ଓ ବାହାରେ ଦେଖିବାକୁ ମିଳିବ କେବଳ ବିରାଟ ଫିଭର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
