'ମୋତେ ବିଦା କରିବା ପାଇଁ ରଚା ଯାଇଥିଲା ସାଂଘାତିକ ଷଡ଼ଯନ୍ତ୍ର'

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍ ବର୍ତ୍ତମାନ ପରିବର୍ତ୍ତନର ସମୟ ଦେଇ ଗତି କରୁଛି। ବିରାଟ୍ କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ଟି-୨୦ ଓ ଦିନିକିଆ ଟିମର କ୍ୟାପଟେନ୍ କରାଯାଇଛି। ତାଙ୍କ ପୂର୍ବରୁ ରବି ଶାସ୍ତ୍ରୀ ଟି-୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆରୁ ଅଲଗା ହୋଇଯାଇଥିଲା। ତାଙ୍କ ସ୍ଥାନରେ ରାହୁଲ୍ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଶାସ୍ତ୍ରୀ ଓ କୋହଲିଙ୍କ ଯୋଡ଼ି ତିନୋଟି ଯାକ ଫର୍ମାଟରେ ଦମଦାର ପ୍ରଦର୍ଶନ କରିଛନ୍ତି। କିନ୍ତୁ କୌଣସି […]

ravi-shastri

ravi-shastri

Ranjit Kumar Jena
  • Published: Friday, 10 December 2021
  • Updated: 10 December 2021, 04:21 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍ ବର୍ତ୍ତମାନ ପରିବର୍ତ୍ତନର ସମୟ ଦେଇ ଗତି କରୁଛି। ବିରାଟ୍ କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ଟି-୨୦ ଓ ଦିନିକିଆ ଟିମର କ୍ୟାପଟେନ୍ କରାଯାଇଛି। ତାଙ୍କ ପୂର୍ବରୁ ରବି ଶାସ୍ତ୍ରୀ ଟି-୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆରୁ ଅଲଗା ହୋଇଯାଇଥିଲା। ତାଙ୍କ ସ୍ଥାନରେ ରାହୁଲ୍ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଶାସ୍ତ୍ରୀ ଓ କୋହଲିଙ୍କ ଯୋଡ଼ି ତିନୋଟି ଯାକ ଫର୍ମାଟରେ ଦମଦାର ପ୍ରଦର୍ଶନ କରିଛନ୍ତି। କିନ୍ତୁ କୌଣସି ଆଇସିସି ଟ୍ରଫି ନଜିତିପାରିବା ସବୁଠାରୁ ବଡ଼ ଅବଶୋଷ। ଏବେ ଶାସ୍ତ୍ରୀ ନିଜ କାର୍ଯ୍ୟକାଳକୁ ନେଇ ଏକ ସାଙ୍ଘାତିକ ଖୁଲାସା କରିଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଶାସ୍ତ୍ରୀ କହିଛନ୍ତି, ୨୦୦୭, ୨୦୧୪ ଓ ୨୦୧୭ରେ ଯେତେବେଳେ ମୁଁ ଦାୟିତ୍ୱରେ ଥିଲି। ମୋତେ ଲାଗିଲା ଏସବୁ ଦାୟିତ୍ୱ ବହନ କରି ବଡ଼ ଭୁଲ୍ କରିଦେଲି, କାରଣ ଏଥିପାଇଁ ମୁଁ ପ୍ରସ୍ତୁତ ନଥିଲି। ୨୦୧୨ ଓ ୨୦୧୪ ମଧ୍ୟରେ ଲଗାତର ବିଦେଶ ଗସ୍ତରେ ପରାଜୟ ପରେ ଭାରତୀୟ କ୍ରିକେଟର୍ ଭଲ ସ୍ଥିତିରେ ନଥିଲା। ମୁଁ ୨୦୧୪ରେ ଷ୍ଟାର୍ ସହ ଚୁକ୍ତି କରିଥିଲି, ସେହି ସମୟରେ ବିସିସିଆଇ ମୋତେ ନିଜ ସହ ଯୋଡ଼ି ହେବା ପାଇଁ ଆମନ୍ତ୍ରଣ କରିଥିଲା। ସେତେବେଳେ ପ୍ରାପ୍ୟକୁ ନେଇ କୌଣସି କଥା ହୋଇନଥିଲା, ସବୁ କିଛି ମୌଖିକ ଥିଲା। ଶରଦ ପାୱାରଙ୍କ ଭଳି ଏନ୍ ଶ୍ରୀନିବାସନ୍ ଜଣେ ପ୍ରଶାସକ ଥିଲେ।

ଶାସ୍ତ୍ରୀ କହିଛନ୍ତି, ମୋତେ ଯେଉଁଭଳି ଭାବେ ଟିମରୁ ବାହାର କରାଗଲା, ବହୁତ କଷ୍ଟ ହୋଇଥିଲା। ଏହା ଆଦୌ ସଠିକ୍ ନଥିଲା। ମୋତେ ହଟାଇବା ପାଇଁ ଅଲଗା ଉପାୟ ହୋଇପାରିଥାନ୍ତା। ଯେତେବେଳେ ମୁଁ ଟିମ୍ ଛାଡ଼ି କି ଗଲି, ସେତେବେଳେ ଟିମ୍ ଭଲ ସ୍ଥିତିରେ ଥିଲା। ମୋର ଦ୍ୱିତୀୟ କାର୍ଯ୍ୟକାଳରେ ଅନେକ ବିବାଦ ଛିଡ଼ା ହୋଇଥିଲା। ଯେଉଁ ଲୋକେ ମୋତେ ବାହାର କରିବାକୁ ଚାହୁଁଥିଲେ, ଏହା ତାଙ୍କ ମୁହଁରେ ଶକ୍ତ ଚାପୁଡ଼ା ସଦୃଶ ଥିଲା। ବିସିସିଆଇର କିଛି ଲୋକେ ମୋତେ ଓ ଭରତ ଅରୁଣଙ୍କୁ କୋଚ୍ ଭାବେ ଦେଖିବାକୁ ଚାହୁଁନଥିଲେ। ଯାହାକୁ ସେମାନେ ବୋଲିଂ କୋଚ୍ କରିବାକୁ ଚାହୁଁନଥିଲେ, ସେ ଭାରତର ସବୁଠାରୁ ସଫଳ ବୋଲିଂ କୋଚ୍ ହେଲେ। ସେ କୋଚ୍ ମାନଙ୍କୁ କୋଚିଂ ଦେଉଥିଲେ। ମୁଁ କୌଣସି ଜଣେ ବ୍ୟକ୍ତିଙ୍କ ଉପରେ ଅଙ୍ଗୁଳି ଉଠାଉନାହିଁ। କାହା ନାଁ ମଧ୍ୟ ନେଉନାହିଁ, କିନ୍ତୁ ଏତିକି କହିବି ଯେ କିଛି ଲୋକେ ମୋତେ କୋଚ୍ ନକରିବା ପାଇଁ ଖୁବ୍ ପ୍ରୟାସ କରିଥିଲେ।

ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ତା' ନିଜ ମାଟିରେ ଦୁଇଥର ଟେଷ୍ଟ ସିରିଜରେ ହରାଇବାରେ ସଫଳ ହୋଇଛି। ଏହାବ୍ୟତୀତ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ ଘରୋଇ ମାଟିରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜେୟ ରହିଛି। ତାଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଟି-୨୦ ସିରିଜ୍ ଜିତିଛି। ଗତ ଚାରିବର୍ଷରେ ଭାରତର ବେଞ୍ଚ- ଷ୍ଟ୍ରେନ୍ଥ ମଧ୍ୟ ବହୁତ ବଢ଼ିଛି।

ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତ ମୋଟ ୪୩ ଟେଷ୍ଟ ଖେଳିଛି, ଯେଉଁଥିରୁ ୨୫ରେ ବିଜୟୀ ହୋଇଥିବା ବେଳେ ୧୩ଟି ହାରିଛି। ୫ଟି ମ୍ୟାଚ୍ ଡ୍ର' ରହିଛି। ସେହିପରି ଦିନିକିଆରେ ଭାରତ ୭୯ ମ୍ୟାଚରୁ ୫୩ ବିଜୟ, ୨୩ ପରାଜୟ, ଦୁଇଟି ଟାଇ ଏବଂ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଛି। ଟି-୨୦ରେ ଭାରତ ୬୮ ମ୍ୟାଚରୁ ୪୪ ବିଜୟ, ୨୦ଟିରେ ପରାସ୍ତ ହୋଇଛି। ସେଥିରୁ ଦୁଇଟି ଟାଇ ଏବଂ ଦୁଇଟି ବିନା ଫଳାଫଳ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story