ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ, ବଦଲା ନେବା ପାଇଁ ଇଂଲଣ୍ଡ ବ୍ୟବହାର କରିବ ବଡ଼ ଅସ୍ତ୍ର

ନୂଆଦିଲ୍ଲୀ: ଆସନ୍ତା ମାସରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ। ଜୁନରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଖେଳିବା ପରେ ଭାରତ ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଚଳିତ ବର୍ଷ ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଟେଷ୍ଟ ସିରିଜରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଇଂଲଣ୍ଡ ତା’ ନିଜ ମାଟିରେ ଭାରତଠାରୁ ପ୍ରତିଶୋଧ ନେବା ପାଇଁ ଗ୍ରୀନ୍ ଟପ୍ ୱିକେଟ୍ ପ୍ରସ୍ତୁତ କରିବ ବୋଲି ଭାରତର କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କର […]

Sunil Gavaskar

Sunil Gavaskar

Ranjit Kumar Jena
  • Published: Sunday, 30 May 2021
  • Updated: 30 May 2021, 07:58 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ମାସରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ। ଜୁନରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଖେଳିବା ପରେ ଭାରତ ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଚଳିତ ବର୍ଷ ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଟେଷ୍ଟ ସିରିଜରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଇଂଲଣ୍ଡ ତା’ ନିଜ ମାଟିରେ ଭାରତଠାରୁ ପ୍ରତିଶୋଧ ନେବା ପାଇଁ ଗ୍ରୀନ୍ ଟପ୍ ୱିକେଟ୍ ପ୍ରସ୍ତୁତ କରିବ ବୋଲି ଭାରତର କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କର କହିଛନ୍ତି।

ଗାଭାସ୍କର କହିଛନ୍ତି, ଚଳିତ ବର୍ଷ ଇଂଲଣ୍ଡ ଟିମ୍ ଭାରତ ଗସ୍ତରେ ଆସିଥିଲା। ଏହି ସିରିଜରେ ଇଂଲିଶ ଖେଳାଳିମାନେ ଭାରତୀୟ ପିଚରେ ନାକେଦମ୍ ହୋଇଥିଲେ। ଏଭଳି ସ୍ଥିତିରେ ଘରୋଇ ସିରିଜ୍ ପାଇଁ ଯଦି ଘାସର ପିଚ୍ ପ୍ରସ୍ତୁତ କରାଯାଏ, ତାହେଲେ ସେଥିରେ ମୁଁ ଆଶ୍ଚର‌୍ୟ୍ୟ ହେବି ନାହିଁ ବୋଲି ଗାଭାସ୍କର କହିଛନ୍ତି।

ଗାଭାସ୍କର କହିଛନ୍ତି, ଭାରତୀୟ ପିଚକୁ ନେଇ ଇଂଲଣ୍ଡର ଅନେକ ଖେଳାଳି ପ୍ରଶ୍ନ ଉଠାଇଥିଲେ। ଏଭଳି ସ୍ଥିତିରେ ଇଂଲଣ୍ଡ ଗସ୍ତରେ ମଧ୍ୟ ଭାରତୀୟ ଟିମକୁ ପେସ୍ ବୋଲରଙ୍କୁ ସୁହାଉଥିବା ପିଚରେ ଖେଳିବାକୁ ପଡ଼ିପାରେ। ହେଲେ ଭାରତ ପାଇଁ ଏବେ ଆଉ ଏହି ସମସ୍ୟା ବଡ଼ ହୋଇ ରହିନାହିଁ। କାରଣ ଟିମ୍ ଇଣ୍ଡିଆ ପାଖରେ ଏଭଳି ପେସ୍ ଆଟାକ୍ ଅଛି, ଯାହା ଇଂଲଣ୍ଡ ପିଚରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରନ୍ତି। ଏଭଳି ସ୍ଥିତିରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଓଲଟା ସମସ୍ୟା ହୋଇପାରେ।

ଭାରତର ଇଂଲଣ୍ଡ ଗସ୍ତକୁ ନେଇ ଗାଭାସ୍କର କହିଛନ୍ତି, ଭରତୀୟ ଟିମ୍ ପାଇଁ ଚଳିତ ବର୍ଷ ଇଂଲଣ୍ଡ ଗସ୍ତ ବହୁତ ଖାସ୍ ହେବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଖେଳିବା ପରେ ଭାରତୀୟ ଟିମ୍ ପାଖରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରସ୍ତୁତି ପାଇଁ ୬ ସପ୍ତାହ ସମୟ ରହିବ। ଏହା ଭାରତୀୟ ଟିମ୍ ପାଇଁ କିଛି ଅଭ୍ୟାସ ମ୍ୟାଚ୍ ଖେଳିବ ଏବଂ ଇଂଲଣ୍ଡ ପରିବେଶରେ ନିଜକୁ ସୁହାଇବା ପାଇଁ ଯଥେଷ୍ଟ ହେବ।

ସୂଚନାଯୋଗ୍ୟ, ଇଂଲଣ୍ଡ ଟିମ୍ ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚରେ ଭାରତ ଗସ୍ତରେ ଆସିଥିଲା। ଭାରତରେ ଉଭୟ ଦଳ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା। ପ୍ରଥମ ଟେଷ୍ଟ ଜିତି ଇଂଲଣ୍ଡ ଜବରଦସ୍ତ ଶୁଭାରମ୍ଭ କରିଥିଲା। କିନ୍ତୁ ଏହା ପରେ ବାକି ତିନୋଟି ଟେଷ୍ଟରେ ଇଂଲଣ୍ଡ ପରାସ୍ତ ହୋଇଥିଲା। ସେହି ସମୟରେ ଇଂଲଣ୍ଡର ଅନେକ ପୂର୍ବତନ ଖେଳାଳି ସ୍ପିନରଙ୍କୁ ସୁହାଉଥିବା ଭାରତୀୟ ପିଚକୁ ନେଇ ସମାଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story