ଟପ୍‌ ୧୦ ମହଙ୍ଗା ଖେଳାଳିଙ୍କ ମଧ୍ୟରେ ଦୁଇ ଯୁବ ଭାରତୀୟ, ରେକର୍ଡ କଲେ ଗୌତମ

ଚେନ୍ନାଇ: ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ ମୋରିସ ଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନଥିବା ଭାରତୀୟ ଅଲରାଉଣ୍ଡର କ୍ରିଷ୍ଣାପ୍ପା ଗୌତମ ଆଇପିଏଲ ୨୦୨୧ ନିଲାମର ସବୁଠାରୁ ଚର୍ଚ୍ଚିତ ଚେହେରା ବନିଛନ୍ତି। ମୋରିସ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟିରେ କିଣିଛି। ପୂର୍ବରୁ ଆଇପିଏ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ଭାବେ ଯୁବରାଜ ସିଂହ ୧୬ କୋଟି ଟଙ୍କାରେ ଦିଲ୍ଲୀ ଡେୟାର ଡେଭିଲ୍ସ ପାଖକୁ ଯାଇଥିଲେ। ସେହିପରି ଗୌତମ ଅନ୍ତର୍ଜାତୀୟ […]

IPL1

IPL1

Hemant Lenka
  • Published: Thursday, 18 February 2021
  • Updated: 18 February 2021, 10:31 PM IST

Sports

Latest News

ଚେନ୍ନାଇ: ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ ମୋରିସ ଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନଥିବା ଭାରତୀୟ ଅଲରାଉଣ୍ଡର କ୍ରିଷ୍ଣାପ୍ପା ଗୌତମ ଆଇପିଏଲ ୨୦୨୧ ନିଲାମର ସବୁଠାରୁ ଚର୍ଚ୍ଚିତ ଚେହେରା ବନିଛନ୍ତି। ମୋରିସ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟିରେ କିଣିଛି। ପୂର୍ବରୁ ଆଇପିଏ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ଭାବେ ଯୁବରାଜ ସିଂହ ୧୬ କୋଟି ଟଙ୍କାରେ ଦିଲ୍ଲୀ ଡେୟାର ଡେଭିଲ୍ସ ପାଖକୁ ଯାଇଥିଲେ।

ସେହିପରି ଗୌତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନଥିବା ପ୍ରଥମ ଭାରତୀୟ ଭାବେ ୯.୨୫ କୋଟିରେ ବିକ୍ରି ହୋଇଛନ୍ତି। ତାଙ୍କୁ ଚେନ୍ନାଇ ନିଜ ସହ ସାମିଲ କରିଛି। ତେବେ ଆଇପିଏଲ ୨୦୨୧ ନିଲାମର ଟପ୍ ୧୦ ମହଙ୍ଗା ଖେଳାଳିଙ୍କ ମଧ୍ୟରେ ଗୌତମଙ୍କ ବ୍ୟତୀତ ଆଉ ଜଣେ ଯୁବ ଭାରତୀୟ ଅଛନ୍ତି। ତାଙ୍କ ନାଁ ହେଲା ଶାହରୁଖ ଖାନ।

ତାମିଲନାଡୁର ଏହି ଯୁବ ବ୍ୟାଟ୍ସମ୍ୟାନଙ୍କୁ ପ୍ରୀତି ଜିଣ୍ଟାଙ୍କ ମାଲିକାନାସତ୍ତ୍ୱ ଥିବା ପଞ୍ଜାବ କିଙ୍ଗସ୍ ୫.୨୫ କୋଟି ଟଙ୍କାରେ କିଣିଛି। ଚଳିତ ଆଇପିଏଲ୍ ଅକ୍ସନରେ ଅନକ୍ୟାପ୍‌ଡ ଶାହରୁଖଙ୍କ ବେସ୍ ପ୍ରାଇସ ମାତ୍ର ୨୦ ଲକ୍ଷ ଟଙ୍କା ଥିଲା। ଶାହରୁଖଙ୍କ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି ମଧ୍ୟ ଜୋରଦାର ଡାକ ଲାଗିଥିଲା।

ତେବେ ଶାହରୁଖଙ୍କ ଦର ୩ କୋଟି ଟଙ୍କା ଟପିବା ପରେ ଦିଲ୍ଲୀ ରେସରୁ ଆଉଟ୍ ହୋଇଯାଇଥିଲା। ଯାହା ପରେ ଆରସିବି ସହ ଦୌଡ଼ରେ ସାମିଲ୍ ହୋଇଥିଲା ପଞ୍ଜାବ। ପଞ୍ଜାବ ଟିମ୍ ଲଗାତର ଡାକ ଜାରି ରଖି ଶେଷରେ ୫.୨ କୋଟି ଟଙ୍କାରେ ତାଙ୍କୁ କିଣିଥିଲା।

ଏବେ ଆସନ୍ତୁ ଜାଣିବା ଟପ୍‌ ୧୦ ମହଙ୍ଗା ଖେଳାଳିଙ୍କ ତାଲିକା

୧-କ୍ରିସ ମୋରିସ-୧୬.୨୫ କୋଟି-ରାଜସ୍ଥାନ ରୟାଲ୍ସ (ବେସ ପ୍ରାଇସ-୭୫ ଲକ୍ଷ)

୨-କାଇଲ ଜାମିସନ-୧୫ କୋଟି-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ବେସ ପ୍ରାଇସ-୭୫ ଲକ୍ଷ)

୩-ଗ୍ଲେନ ମ୍ୟାକ୍ସୱେଲ-୧୪.୨୫ କୋଟି- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ବେସ ପ୍ରାଇସ-୨ କୋଟି)

୪-ଝାଇ ରିଚାର୍ଡସନ-୧୪ କୋଟି-ପଞ୍ଜାବ କିଙ୍ଗସ (ବେସ ପ୍ରାଇସ-୧ କୋଟି)

୫-କେ ଗୌତମ-୯.୨୫ କୋଟି-ଚେନ୍ନାଇ ସୁପର କିଙ୍ଗସ (ବେସ ପ୍ରାଇସ-୨୦ ଲକ୍ଷ)

୬-ରିଲେ ମେରେଡିଥ-୮ କୋଟି-ପଞ୍ଜାବ କିଙ୍ଗସ (ବେସ ପ୍ରାଇସ-୪୦ ଲକ୍ଷ)

୭-ମୋଇନ ଅଲୀ-୭ କୋଟି-ଚେନ୍ନାଇ ସୁପରକିଙ୍ଗସ (ବେସ ପ୍ରାଇସ-୨ କୋଟି)

୮-ଶାହରୁଖ ଖାନ-୫.୨୫ କୋଟି-ପଞ୍ଜାବ କିଙ୍ଗସ (ବେସ ପ୍ରାଇସ-୨୦ ଲକ୍ଷ)

୯-ଟମ କୁରାନ-୫.୨୫ କୋଟି-ଦିଲ୍ଲୀ କ୍ୟାପିଟାଲ୍ସୟ (ବେସ ପ୍ରାଇସ-୧.୫ କୋଟି)

୧୦- ନେଥନ କୁଲଟର ନାଇଲ-୫ କୋଟି-ମୁମ୍ବାଇ ଇଣ୍ଡିଆନ୍ସ (ବେସ ପ୍ରାଇସ-୧.୫ କୋଟି)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story