Advertisment

ହାପି ବାର୍ଥଡେ ବିରାଟ

ଆଜି ରନ ମେସିନ, କିଙ୍ଗ କୋହଲିଙ୍କ ଜନ୍ମ ଦିନ । ସେ ଆଜି ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି । ଜନ୍ମ ଦିନରେ ଆଜି ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ଖେଳିବେ। କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସକୁ ବିରାଟମୟ କରିବାକୁ ବେଙ୍ଗଲ କ୍ରିକେଟ ଆସୋସିଏସନ ବ୍ୟାପକ ପ୍ରସ୍ତୁତି କରିଛି।

Advertisment

ଆଜି ରନ ମେସିନ, କିଙ୍ଗ କୋହଲିଙ୍କ ଜନ୍ମ ଦିନ । ସେ ଆଜି ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି । ଜନ୍ମ ଦିନରେ ଆଜି ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ଖେଳିବେ। କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସକୁ ବିରାଟମୟ କରିବାକୁ ବେଙ୍ଗଲ କ୍ରିକେଟ ଆସୋସିଏସନ ବ୍ୟାପକ ପ୍ରସ୍ତୁତି କରିଛି। ମ୍ୟାଚ୍‌ ପୂର୍ବରୁ ପଡ଼ିଆରେ ବିରାଟଙ୍କ ଜନ୍ମଦିନ ପାଳନ କରାଯିବ। ସେହିପରି ବିରାଟ ତାଙ୍କ ଜନ୍ମ ଦିନରେ ନିଜ ଦିନିକିଆ କ୍ୟାରିୟରର ୪୯ତମ ଶତକ ହାସଲ କରି ଏହାକୁ ଆହୁରି ସ୍ମରଣୀୟ କରିବେ ବୋଲି ମଧ୍ୟ ସମସ୍ତେ ଆଶା କରିଛନ୍ତି।

Advertisment
Virat Kohli ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe