ଅବସର ପରେ ରାଜନୀତିରେ ପାଦ ଦେବେ କି ଭଜି?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଭେଟେରାନ୍ ସ୍ପିନର ହରଭଜନ ସିଂହ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଅବସର ପରେ ଭଜି ରାଜନୀତିରେ ପାଦ ଦେବା ନେଇ ଚର୍ଚ୍ଚା ଜୋର ରହିଛି। ଏବେ ଖୋଦ୍ ହରଭଜନ ଏହାର ଜବାବ ଦେଇଛନ୍ତି। ହରଭଜନ ରାଜନୀତିକୁ ଆସିବା ବିରୋଧରେ ନାହାନ୍ତି, କିନ୍ତୁ ଏଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର କରିବେ ବୋଲି କହିଛନ୍ତି। ନିକଟରେ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ ଓ ହରଭଜନ ସିଂହଙ୍କର […]

Harbhajan Singh

Harbhajan Singh

Ranjit Kumar Jena
  • Published: Friday, 24 December 2021
  • Updated: 25 December 2021, 02:36 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଭେଟେରାନ୍ ସ୍ପିନର ହରଭଜନ ସିଂହ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଅବସର ପରେ ଭଜି ରାଜନୀତିରେ ପାଦ ଦେବା ନେଇ ଚର୍ଚ୍ଚା ଜୋର ରହିଛି। ଏବେ ଖୋଦ୍ ହରଭଜନ ଏହାର ଜବାବ ଦେଇଛନ୍ତି। ହରଭଜନ ରାଜନୀତିକୁ ଆସିବା ବିରୋଧରେ ନାହାନ୍ତି, କିନ୍ତୁ ଏଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର କରିବେ ବୋଲି କହିଛନ୍ତି।

ନିକଟରେ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ ଓ ହରଭଜନ ସିଂହଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଫଟୋକୁ ସିଦ୍ଧୁ ତାଙ୍କର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଫଟୋକୁ ନେଇ ଭଜିଙ୍କ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ତେବେ ରାଜନୀତିକୁ ଆସିବା ନେଇ ହରଭଜନ ଏଯାଏ କିଛି ନିଷ୍ପତ୍ତି ନେଇନାହାନ୍ତି। ହରଭଜନ କହିଛନ୍ତି, ଆଗକୁ କ’ଣ ହେବ ମୁଁ ଜାଣିନାହିଁ। ମୁଁ କେଉଁ ଦିଶାରେ ଆଗକୁ ଯିବାକୁ ଚାହୁଁଛି, ତାହା ଜାଣିବା ପାଇଁ ଦୁଇ-ତିନି ଦିନ ଦରକାର। ହଁ ମୁଁ ସମାଜକୁ ଫେରିବାକୁ ଚାହେଁ। ଯଦି ମୁଁ ରାଜନୀତିରେ ଯୋଗ ଦେଲି, ତାହେଲେ ଲୋକଙ୍କର ସେବା କରିବା ମୋର ମୂଳ ଲକ୍ଷ୍ୟ ହେବ। ଆଉ ଏହା ଉପରେ ଫୋକସ୍ କରିବା ନିହାତି ଜରୁରୀ।

ହରଭଜନ ଆହୁରି କହିଛନ୍ତି, ରାଜନୀତିରେ ପାଦ ଦିଏ କି ନଦିଏ, କ୍ରିକେଟ୍ ସହିତ ସର୍ବଦା ଜଡ଼ିତ ହୋଇ ରହିଛି। ମୁଁ ଆଇପିଏଲ୍ ଟିମକୁ କୋଚିଂ ଦେଇପାରିବି। ଟିମର ମେଣ୍ଟର ହୋଇପାରିବି କିମ୍ବା କିଛି ଭେଟେରାନ୍ କ୍ରିକେଟ୍ ଖେଳିପାରିବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story