ସେମିରୁ ବିଦା ହୋଇଥିବା ଭାରତ ବିଶ୍ୱକପରୁ କେତେ ଟଙ୍କା ପାଇଲା

ନୂଆଦିଲ୍ଲୀ: ଟ୍ରଫି ଜିତିବା ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳିବାକୁ ଯାଇଥିବା ଟିମ ଇଣ୍ଡିଆର ସ୍ୱପ୍ନ ଅଧାରୁ ଭାଙ୍ଗି ଯାଇଛି। ଦଳ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ହାରି ବିଶ୍ୱକପରୁ ବିଦା ହୋଇଛି। କିନ୍ତୁ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲେ ମଧ୍ୟ ଭାରତୀୟ ଟିମ୍‌ ସଂପୂର୍ଣ୍ଣ ଭାବେ ଖାଲି ହାତରେ ଅଷ୍ଟ୍ରେଲିଆରୁ ଫେରିନାହିଁ। ଭାରତୀୟ ଟିମ ସେମି ଫାଇନାଲରେ ପ୍ରବେଶ କରିଥିବାରୁ ଆଇସିସି ତରଫରୁ ମୋଟା ଅଙ୍କର ଆର୍ଥିକ ପୁରସ୍କାର ମିଳିଛି। ଆଇସିସି ପୂର୍ବରୁ ଘୋଷଣା କରିଥିଲା […]

team-india

team-india

Hemant Lenka
  • Published: Saturday, 12 November 2022
  • Updated: 12 November 2022, 11:53 AM IST

Sports

Latest News

ନୂଆଦିଲ୍ଲୀ: ଟ୍ରଫି ଜିତିବା ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳିବାକୁ ଯାଇଥିବା ଟିମ ଇଣ୍ଡିଆର ସ୍ୱପ୍ନ ଅଧାରୁ ଭାଙ୍ଗି ଯାଇଛି। ଦଳ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ହାରି ବିଶ୍ୱକପରୁ ବିଦା ହୋଇଛି। କିନ୍ତୁ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲେ ମଧ୍ୟ ଭାରତୀୟ ଟିମ୍‌ ସଂପୂର୍ଣ୍ଣ ଭାବେ ଖାଲି ହାତରେ ଅଷ୍ଟ୍ରେଲିଆରୁ ଫେରିନାହିଁ। ଭାରତୀୟ ଟିମ ସେମି ଫାଇନାଲରେ ପ୍ରବେଶ କରିଥିବାରୁ ଆଇସିସି ତରଫରୁ ମୋଟା ଅଙ୍କର ଆର୍ଥିକ ପୁରସ୍କାର ମିଳିଛି।

ଆଇସିସି ପୂର୍ବରୁ ଘୋଷଣା କରିଥିଲା ଯେ ବିଶ୍ୱକପ ବିଜେତା ଦଳକୁ ୧.୬ ମିଲିୟନ ଡଲାର ଓ ଉପ ବିଜେତାଙ୍କୁ ୦.୮ ମିଲିୟନ ଡଲାର ମିଳିବ। ସେହିପରି ସେମି ଫାଇନାଲରେ ହାରୁଥିବା ଦୁଇ ଦଳଙ୍କୁ ୪୦୦,୦୦୦ ଡଲାର ଲେଖାଏ ପୁରସ୍କାର ମିଳିବ। ଭାରତ ସେମିରେ ହାରିଥିବାରୁ ଆଇସିସି ୪୦୦,୦୦୦ ଡଲାରର ଆର୍ଥିକ ପୁରସ୍କାର ଦେଇଛି। ପାକିସ୍ତାନ ଠାରୁ ହାରିଥିବା ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ସମାନ ପରିମାଣର ଆର୍ଥିକ ରାଶି ଦିଆଯାଇଛି।

ଏହାବାଦ ସୁପର ୧୨ରୁ ବିଦାୟ ନେଇଥିବା ସମସ୍ତ ୮ ଦଳକୁ ୭୦,୦୦ ଡଲାର ଲେଖାଏ ମିଳିଛି। ଏହି ୮ ଦଳ ହେଲେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ତ, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ୍ସ, ବାଂଲାଦେଶ ଓ ଜିମ୍ବାୱେ।

ସୂଚନାଯୋଗ୍ୟ, ଆସନ୍ତାକାଲି ମେଲବର୍ଣ୍ଣରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story