ବିରାଟଙ୍କ ସମ୍ପତ୍ତି କେତେ ? | Odisha Reporter
ଚଳିତ ବିଶ୍ୱକପ୍ରେ ଚର୍ଚ୍ଚାରେ ଅଛନ୍ତି ବିରାଟ କୋହଲି। ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍ ଖେଳି ସେ କରିସାରିଲେଣି ୩୫୪ ରନ୍। ତା’ ଭିତରେ ରହିଛି ଏକ ଅପରାଜିତ ଶତକ। ଖେଳରେ ରେକର୍ଡ ପରେ ରେକର୍ଡ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ସେହିପରି ଟିମ୍ ଇଣ୍ଡିଆର ଏହି ହାଇଏଷ୍ଟ ପେଡ୍ କ୍ରିକେଟରଙ୍କ ସମ୍ପତ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
