ବୁମ୍ରାଙ୍କୁ ପଛରେ ପକାଇଲେ ବାଂଲାଦେଶୀ ବୋଲର

ନୂଆଦିଲ୍ଲୀ: ଆଇସିସିର ସଦ୍ୟ ରାଙ୍କିଙ୍ଗରେ ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ କ୍ଷତି ହୋଇଛି । ସେହିପରି ବାଂଲାଦେଶ ଅଫ୍ ସ୍ପିନର ମେହଦି ହାସନଙ୍କୁ ବିପୁଳ ଫାଇଦା ହୋଇଛି । ମେହଦି ଏବେ ଆଇସିସି ଦିନିକିଆ ରାଙ୍କିଙ୍ଗର ଟପ୍‌-୨ରେ ସ୍ଥାନ ହାସଲ କରିବାରେ ବାଂଲାଦେଶର ତୃତୀୟ ବୋଲର ହୋଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ସଫଳ ପ୍ରଦର୍ଶନର ଫାଇଦା ତାଙ୍କୁ ରାଙ୍କିଙ୍ଗରେ ମିଳିଛି । ଟପ୍‌-୧୦ରେ ଭାରତର ଏକମାତ୍ର ବୋଲର ଭାବେ ଯଶପ୍ରୀତ […]

jasprit-bumrah-and-mehidy-h

jasprit-bumrah-and-mehidy-h

Ranjit Kumar Jena
  • Published: Wednesday, 26 May 2021
  • Updated: 26 May 2021, 09:20 PM IST

ନୂଆଦିଲ୍ଲୀ: ଆଇସିସିର ସଦ୍ୟ ରାଙ୍କିଙ୍ଗରେ ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ କ୍ଷତି ହୋଇଛି । ସେହିପରି ବାଂଲାଦେଶ ଅଫ୍ ସ୍ପିନର ମେହଦି ହାସନଙ୍କୁ ବିପୁଳ ଫାଇଦା ହୋଇଛି । ମେହଦି ଏବେ ଆଇସିସି ଦିନିକିଆ ରାଙ୍କିଙ୍ଗର ଟପ୍‌-୨ରେ ସ୍ଥାନ ହାସଲ କରିବାରେ ବାଂଲାଦେଶର ତୃତୀୟ ବୋଲର ହୋଇଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ସଫଳ ପ୍ରଦର୍ଶନର ଫାଇଦା ତାଙ୍କୁ ରାଙ୍କିଙ୍ଗରେ ମିଳିଛି । ଟପ୍‌-୧୦ରେ ଭାରତର ଏକମାତ୍ର ବୋଲର ଭାବେ ଯଶପ୍ରୀତ ବୁମ୍ରା ଅଛନ୍ତି । ମେହଦିଙ୍କ ପୂର୍ବରୁ ୨୦୦୯ରେ ପୂର୍ବତନ କ୍ୟାପଟେନ୍ ସାକିବ୍ ଅଲ୍ ହାସନ୍ ଏକ ନମ୍ବର ସ୍ଥାନ ହାସଲ କରିଥିଲେ । ସେହିପରି ବାମହାତୀ ସ୍ପିନର ଅବଦୁର ରଜାକ୍ ୨୦୧୦ରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେବେଠାରୁ କୌଣସି ବାଂଲାଦେଶୀ ବୋଲ ଟପ୍‌-୨ରେ ସ୍ଥାନ ହାସଲ କରିପାରିନଥିଲେ ।

https://twitter.com/ICC/status/1397467470496153600?s=20

ଏବେ ମେହଦୀ ଦ୍ୱିତୀୟ ସ୍ଥାନକୁ ଉଠିବା ଦ୍ୱାରା ବୁମ୍ରାଙ୍କୁ କ୍ଷତି ହୋଇଛି । ବୁମ୍ରାଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି । ବୁମ୍ରା ଏବେ ଚତୁର୍ଥରୁ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି । ସେହିପରି ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । କୋହଲି ଓ ରୋହିତଙ୍କର ଯଥାକ୍ରମେ ୮୫୭ ଓ ୮୨୫ ପଏଣ୍ଟରହିଛି । ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ୮୬୫ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story