ଅଣ୍ଡର୍-୧୯ ବିଶ୍ୱକପ୍: କ୍ୱାର୍ଟରରେ ଡିଫେଣ୍ଡିଂ ଚାମ୍ପିୟନକୁ ଭେଟିବ ଭାରତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଆଇସିସି ଅଣ୍ଡର୍-୧୯ ବିଶ୍ୱକପର କ୍ୱାର୍ଟର୍ ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ଭାରତ ଲିଗ୍ ଷ୍ଟେଜରେ ତିନୋଟି ଯାକ ମ୍ୟାଚ୍ ଜିତି କ୍ୱାର୍ଟର୍ ଫାଇନାଲ୍ ଟିକେଟ୍ କାଟିସାରିଛି। କ୍ୱାର୍ଟରରେ ଭାରତର ସାମ୍ନା ଡିଫେଣ୍ଡିଂ ଚାମ୍ପିୟନ୍ ବାଂଲାଦେଶ ସହ ହେବ। ଗତ ସଂସ୍କରଣର ଫାଇନାଲରେ ଭାରତ ୩ ୱିକେଟରେ ବାଂଲାଦେଶ ନିକଟରୁ ହାରି ରନର୍ସଅପ୍ ହୋଇଥିଲା। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମଥର ଅଣ୍ଡର୍-୧୯ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। ଭାରତ ପାଖରେ ଏଥର ପ୍ରତିଶୋଧ ନେବାର […]

india

india

Ranjit Kumar Jena
  • Published: Sunday, 23 January 2022
  • Updated: 24 January 2022, 03:04 PM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଆଇସିସି ଅଣ୍ଡର୍-୧୯ ବିଶ୍ୱକପର କ୍ୱାର୍ଟର୍ ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ଭାରତ ଲିଗ୍ ଷ୍ଟେଜରେ ତିନୋଟି ଯାକ ମ୍ୟାଚ୍ ଜିତି କ୍ୱାର୍ଟର୍ ଫାଇନାଲ୍ ଟିକେଟ୍ କାଟିସାରିଛି। କ୍ୱାର୍ଟରରେ ଭାରତର ସାମ୍ନା ଡିଫେଣ୍ଡିଂ ଚାମ୍ପିୟନ୍ ବାଂଲାଦେଶ ସହ ହେବ। ଗତ ସଂସ୍କରଣର ଫାଇନାଲରେ ଭାରତ ୩ ୱିକେଟରେ ବାଂଲାଦେଶ ନିକଟରୁ ହାରି ରନର୍ସଅପ୍ ହୋଇଥିଲା। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମଥର ଅଣ୍ଡର୍-୧୯ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। ଭାରତ ପାଖରେ ଏଥର ପ୍ରତିଶୋଧ ନେବାର ଭଲ ସୁଯୋଗ ରହିଛି।

କ୍ୱାର୍ଟର୍ ଫାଇନାଲ୍ ମୁକାବିଲା ୨୬ ତାରିଖରୁ ଆରମ୍ଭ ହେବ। ପ୍ରଥମ କ୍ୱାର୍ଟର୍ ଫାଇନାଲ୍ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହା ପରେ ୨୭ରେ ଦ୍ୱିତୀୟ କ୍ୱାର୍ଟର୍ ଶ୍ରୀଲଙ୍କା ଓ ଆଫଗାନିସ୍ତାନ, ୨୮ରେ ତୃତୀୟ କ୍ୱାର୍ଟର୍ ପାକିସ୍ତାନ ଓ ଅଷ୍ଟ୍ରେଲିଆ ଏବଂ ଚତୁର୍ଥ କ୍ୱାର୍ଟର୍ ୨୯ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବ।

ଶନିବାର ବିଳମ୍ବିତ ରାତିରେ ଭାରତ ଗ୍ରୁପ୍-ବି’ରେ ତା’ର ଶେଷ ଲିଗ୍ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଉଗାଣ୍ଡାକୁ ୩୨୬ ରନର ବୃହତ ବ୍ୟବଧାନରେ ହରାଇଥିଲା। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୫ ୱିକେଟ୍ ହରାଇ ୪୦୫ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଭାରତ ପକ୍ଷରୁ ରାଜ ବାୱା ଓ ଅଙ୍ଗକ୍ରିଶ ରଘୁବଂଶୀ ଶତକ ମାରିଥିଲେ। ରାଜ ବାୱା ମାତ୍ର ୧୦୮ ବଲ୍ ଖେଳି ଅପରାଜିତ ୧୬୨ (୧୪ ଚୌକା, ୮ ଛକା) ରନ୍ ଏବଂ ରଘୁବଂଶୀ ୧୨୦ ବଲରେ ୨୨ ଚୌକା ଓ ୪ ଛକା ସହ ୧୪୪ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଦେଶ ବାନା ୨୨, ହରନୁର ସିଂହ ୧୫, ନିଶାନ୍ତ ସିନ୍ଧୁ ୧୫, କୌଶଲ ତାମ୍ବେ ୧୫ ଓ ଅନୀଶ୍ୱର ଗୌତମ ଅପରାଜିତ ୧୨ ରନ୍ କରିଥିଲେ।

୪୦୬ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଉଗାଣ୍ଡା ଟିମ୍ ୧୯.୪ ଓଭରରେ ମାତ୍ର ୭୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ପାସକଲ୍ ମୁରୁଙ୍ଗି ୩୪ ଓ ରୋନାଲ୍ଡ ଓପିଓ ୧୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ଭାରତ ପକ୍ଷରୁ ସିନ୍ଧୁ ୪ଟି ଓ ରାଜବର୍ଦ୍ଧନ ହଙ୍ଗରଗେକର୍ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story