/odisha-reporter/media/post_attachments/uploadimage/library/16_9/16_9_0/IMAGE_1696754924.jpg)
Mishel Marsh File Photo
ଆରମ୍ଭରୁ ଅଷ୍ଟ୍ରେଲିଆକୁ ଝଟକା। ଖାତା ଖୋଲି ପାରିଲେନି ମିଚେଲ ମାର୍ଶ। ବୁମାରଙ୍କ ବଲରେ ପାଭିଲିଅନ୍ ଫେରିଛନ୍ତି ମିଚେଲ୍। ଦ୍ୱିତୀୟ ଓଭରରେ ଭାରତକୁ ମିଳିଛି ଏହି ସଫଳତା। ଦଳୀୟ ରନ୍ ମାତ୍ର 5 ହୋଇଥିବା ବେଳେ ଅଷ୍ଟ୍ରେଲିଆ ଓପନର୍ ମିଚେଲ୍ ପାଭିଲିଅନ୍ ଫେରି ଯାଇଛନ୍ତି।
Advertisment
ଦିନିକିଆ ବିଶ୍ୱକପ ମହାକୁମ୍ଭର ପ୍ରଥମ ମୁକାବିଲାରେ ଆଜି ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେଉଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛନ୍ତି କଙ୍ଗାରୁ ବାହିନୀ। ଡେଭିଡ୍ ୱାନର୍ ଓ ମିଚେଲ ମାର୍ଶ ଓପନିଂ ପାଇଁ ମଇଦାନକୁ ଓହ୍ଲାଇ ଥିବାବେଳେ ଖାତା ଖୋଲିପାରି ନାହାନ୍ତି ମାର୍ଶ। ତାଙ୍କ ପରେ ଷ୍ଟିଭ୍ ସ୍ମିଥ୍ ବ୍ୟାଟିଂ ପାଇଁ ଆସିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
