Advertisment

ବିଶ୍ୱକପ 2023: ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା, ଖାତା ଖୋଲି ପାରିଲେନି ମାର୍ଶ

ଦ୍ୱିତୀୟ ଓଭରରେ ଭାରତକୁ ମିଳିଲା ସଫଳତା...

ଅଦ୍ୟତନ ହୋଇଛି
Mishel Marsh File Photo

Mishel Marsh File Photo

Advertisment

ଆରମ୍ଭରୁ ଅଷ୍ଟ୍ରେଲିଆକୁ ଝଟକା। ଖାତା ଖୋଲି ପାରିଲେନି ମିଚେଲ ମାର୍ଶ। ବୁମାରଙ୍କ ବଲରେ ପାଭିଲିଅନ୍ ଫେରିଛନ୍ତି ମିଚେଲ୍। ଦ୍ୱିତୀୟ ଓଭରରେ ଭାରତକୁ ମିଳିଛି ଏହି ସଫଳତା। ଦଳୀୟ ରନ୍ ମାତ୍ର 5 ହୋଇଥିବା ବେଳେ ଅଷ୍ଟ୍ରେଲିଆ ଓପନର୍ ମିଚେଲ୍ ପାଭିଲିଅନ୍ ଫେରି ଯାଇଛନ୍ତି।

Advertisment

ଦିନିକିଆ ବିଶ୍ୱକପ ମହାକୁମ୍ଭର ପ୍ରଥମ ମୁକାବିଲାରେ ଆଜି ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେଉଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛନ୍ତି କଙ୍ଗାରୁ ବାହିନୀ। ଡେଭିଡ୍ ୱାନର୍ ଓ ମିଚେଲ ମାର୍ଶ ଓପନିଂ ପାଇଁ ମଇଦାନକୁ ଓହ୍ଲାଇ ଥିବାବେଳେ ଖାତା ଖୋଲିପାରି ନାହାନ୍ତି ମାର୍ଶ। ତାଙ୍କ ପରେ ଷ୍ଟିଭ୍ ସ୍ମିଥ୍ ବ୍ୟାଟିଂ ପାଇଁ ଆସିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe