ଦୁବାଇ: ଆଜି ଏସିଆ କପ୍ର ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତିଲା ଭାରତ। ପ୍ରଥମେ ଫିଲ୍ଡିଂ କରିବାକୁ ଭାରତର ନିଷ୍ପତ୍ତି। ଖେଳିବେନି ଋଷଭ ପନ୍ତ, ଚୂଡାନ୍ତ ଦଳରେ ଦିନେଶ କାର୍ତ୍ତିକ ସାମିଲ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଉଛି।
ଚୂଡାନ୍ତ ଦଳରେ ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଜାଡ଼େଜା, ଚହଲ, ଭୁବନେଶ୍ୱର କୁମାର, ଆଭେଶ ଖାନ୍, ଅର୍ଶଦୀପ।
ଆଜି ଏସିଆ କପ୍ ଖେଳିି ଇତିହାସ ରଚିବେ ବିରାଟ କୋହଲି। ଦେଶ ପାଇଁ ଶହେତମ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବେ ବିରାଟ କୋହଲି। ସବୁ ଫର୍ମାଟରେ ଶହେ ଲେଖାଏଁ ମ୍ୟାଚ୍ ଖେଳିବାରେ ସେ ହେବେ ପ୍ରଥମ ଭାରତୀୟ। କୋହଲି ୧୦୨ ଟେଷ୍ଟ, ୨୬୨ ଦିନିକିଆ, ୯୯ ଟି-ଟ୍ୱେଣ୍ଟି ଖେଳିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ଜୈସୱାଲଙ୍କ ବିଶ୍ୱ ରେକର୍ଡ; ପଛରେ ପଡ଼ିଲେ ମ୍ୟାକକୁଲମ
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି ଯଶସ୍ୱୀ ଜୈସୱାଲ। ଏହି ରେକର୍ଡ ସହ ସେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ପଛରେ ପକାଇଛନ୍ତି।
Sports
ପର୍ଥରେ ଇତିହାସ, କପିଲ ଦେବଙ୍କ ସମକକ୍ଷ ହେଲେ ବୁମ୍ରା
ଅଷ୍ଟ୍ରେଲିଆ ବିପକ୍ଷରେ ୫ ୱିକେଟ ସଫଳତା ସହ ଇତିହାସ ରଚିଲେ ଜସପ୍ରୀତ ବୁମ୍ରା। କପିଲ ଦେବଙ୍କ ରେକର୍ଡର ହେଲେ ସମକକ୍ଷ।
Sports
ଟିମ୍ ଇଣ୍ଡିଆର ଫାଇଟ୍ ବ୍ୟାକ୍, ବିନା ୱିକେଟରେ ଲିଡ୍ ୨୦୦ ପାର୍
ଦ୍ଵିତୀୟ ପାଳି ବ୍ୟାଟିଂ ଆରମ୍ଭ କରି କମାଲ କଲେ ଭାରତୀୟ ଓପନର। ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୧୮ ରନ୍ ଆଗୁଆ।
Cricket
ପର୍ଥ ଟେଷ୍ଟ: ପଲଟିଲା ବାଜି, ୧୦୪ରେ ଅଷ୍ଟ୍ରେଲିଆ ଅଲ୍ ଆଉଟ୍
୧୦୪ରେ ଘରୋଇ ଦଳକୁ ଅଲ୍ ଆଉଟ୍ କରିଛି ଟିମ୍ ଇଣ୍ଡିଆ।
Cricket
ଚାମ୍ପିୟନ୍ସ ଟ୍ରଫି: ଜରୁରୀ ବୈଠକ ଡାକିଲା ଆଇସିସି
ଏହି ବୈଠକରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସବୁ ରାଷ୍ଟ୍ରର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ବିସିସିଆଇ ଓ ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀ ମଧ୍ୟ ବୈଠକକୁ ଆସିବେ।