କ୍ରିକେଟ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ବିଶ୍ଵର ସବୁଠୁ ବଡ଼ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀ ଟିମ୍ । 1ଲକ୍ଷ 32 ହଜାର ଦର୍ଶକଙ୍କ କୋଳାହଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ । ଦିନିକିଆ ବିଶ୍ୱକପର ସବୁ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ। ରେକର୍ଡ ଏବେ ରହିଛି ୭-୦ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଟିମ ସହ ରହିବେନି ଅଶ୍ୱିନ, କାଲି ହିଁ ଭାରତ ଫେରି ଆସିବେ
ତାଙ୍କୁ ଗାବାରୁ ସିଧା ଭାରତ ଫେରିବାକୁ ପଡ଼ିବ। ସେ ଦଳ ସହ ଆଉ କୌଣସି ପ୍ରକାରର ଯାତ୍ରା କରିପାରିବେ ନାହିଁ।
Cricket
ପ୍ରଥମ ଟେଷ୍ଟ ପରେ ହିଁ ଅବସର ନେବାକୁ ଚାହୁଁଥିଲେ ଅଶ୍ୱିନ, ହେଲେ... : ରୋହିତ କଲେ ବଡ଼ ଖୁଲାସା
ଭାରତୀୟ ଟିମ ଓ ଏହାର ସଦସ୍ୟଙ୍କ ପାଇଁ ଅଶ୍ୱିନଙ୍କ ଅବସର ଆଦୌ ଅପ୍ରତ୍ୟାଶିତ ନଥିଲା।
Cricket
ବିରାଟଙ୍କୁ କୁଣ୍ଢାଇଲେ, ଗମ୍ଭୀରଙ୍କ ସହ କଥା ହେଲେ, ରୋହିତଙ୍କ ପାଖରେ ବସି ଅବସର ଘୋଷଣା କଲେ
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ସେ ଆଇପିଏଲ ଓ କ୍ଲବ କ୍ରିକେଟ ଖେଳିବା ଜାରି ରଖିବେ। ୨୦୨୫ ଆଇପିଏଲରେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସରେ ଦେଖିବାକୁ ମିଳିବ।
Cricket
ସିରିଜ ଅଧାରୁ କାହିଁକି ଅବସର ଘୋଷଣା କଲେ ରବି ଅଶ୍ୱିନ?
ଅଶ୍ୱିନଙ୍କ ପାଖରେ ଆହୁରି ଖେଳ ବାକି ରହିଥିବା ବେଳେ ସେ କାହିଁକି ଏପରି ପଦକ୍ଷେପ ଗ୍ରହଣ କଲେ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।
Cricket
ଡ୍ର' ହେଲା ଗାବା ଟେଷ୍ଟ, ବର୍ଷା ସାଜିଲା ଭିଲେନ୍
ଶେଷ ଦିନରେ ଟିମ୍ ଇଣ୍ଡିଆ ସାମ୍ନାରେ ୫୪ ଓଭରରେ ୨୭୫ ରନ୍ର ଟାର୍ଗେଟ୍ ପୂରଣ କରିବାକୁ ଲକ୍ଷ୍ୟ ରହିଥିଲା।