ଭାରତ ୩୨୭ ରନରେ ଅଲଆଉଟ୍

ସେଞ୍ଚୁରିଅନ୍: ପ୍ରଥମ ଦିବସରେ ଜବରଦସ୍ତ ବ୍ୟାଟିଂ କରି ମଙ୍ଗଳବାର ତୃତୀୟ ଦିବସରେ ଟିମ୍ ଇଣ୍ଡିଆ ବ୍ୟାଟିଂ ପୂରା କୋଲାପ୍ସ କରିଛି। ଲୁଙ୍ଗି ଏନଗିଡି ଓ କାଗିସୋ ରବାଡାଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଭାରତ ପ୍ରଥମ ଇନିଂସରେ ୩୨୭ ରନ୍ କରି ଅଲଆଉଟ୍ ହୋଇଛି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୨ ରନ୍ କରିଥିଲା। ହେଲେ ଆଜି ୫୫ ରନରେ ଭାରତ ତା’ର ଶେଷ ୭ ୱିକେଟ୍ ହରାଇଛି। ଭାରତ […]

rabada

rabada

Ranjit Kumar Jena
  • Published: Tuesday, 28 December 2021
  • Updated: 28 December 2021, 03:26 PM IST

Sports

Latest News

ସେଞ୍ଚୁରିଅନ୍: ପ୍ରଥମ ଦିବସରେ ଜବରଦସ୍ତ ବ୍ୟାଟିଂ କରି ମଙ୍ଗଳବାର ତୃତୀୟ ଦିବସରେ ଟିମ୍ ଇଣ୍ଡିଆ ବ୍ୟାଟିଂ ପୂରା କୋଲାପ୍ସ କରିଛି। ଲୁଙ୍ଗି ଏନଗିଡି ଓ କାଗିସୋ ରବାଡାଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଭାରତ ପ୍ରଥମ ଇନିଂସରେ ୩୨୭ ରନ୍ କରି ଅଲଆଉଟ୍ ହୋଇଛି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୨ ରନ୍ କରିଥିଲା। ହେଲେ ଆଜି ୫୫ ରନରେ ଭାରତ ତା’ର ଶେଷ ୭ ୱିକେଟ୍ ହରାଇଛି। ଭାରତ ପକ୍ଷରୁ ଲୋକେଶ ରାହୁଲ୍ ୧୨୩ ଓ ଅଜିଙ୍କ୍ୟ ରାହାଣେ ୪୮ ରନ୍ କରି ଆଉଟ୍ ହୋଇଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକା ଏନଗିଡି ୬ଟି ଓ ରବାଡା ୩ଟି ୱିକେଟ୍ ହାସଲ କରିଛନ୍ତି।

ଦ୍ୱିତୀୟ ଦିବସ ଖେଳ ସମ୍ପୂର୍ଣ୍ଣ ଧୋଇଯିବା ପରେ ତୃତୀୟ ଦିବସରେ ପିଚ୍ ଆଶାନୁରୂପ ବୋଲିଂକୁ ସହାୟକ ହୋଇଥିଲା। ଦିବସ ଆରମ୍ଭରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ସଫଳତା ଦେଇଥିବା ରବାଡା। ରବାଡା ଶତକଧାରୀ ରାହୁଲଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ରାହୁଲ ୨୬୦ ବଲର ସାମ୍ନା କରି ୧୭ ଚୌକା ଓ ୧ ଛକା ସହ ୧୨୩ ରନ୍ କରିଥିଲେ। ଅନ୍ୟତମ ସେଟ୍ ବ୍ୟାଟ୍ସମ୍ୟାନ୍ ରାହାଣେ (୪୮) ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ରାହାଣେଙ୍କୁ ଏନଗିଡି ଆଉଟ୍ କରିଥିଲେ। ରାହୁଲ ଓ ରାହାଣେଙ୍କ ଆଉଟ୍ ପରେ ଭାରତର ୱିକେଟ୍‌ ତାସ ପତା ଭଳି ଭୁଶୁଡ଼ି ଯାଇଥିଲା।

ଭାରତ ତା’ର ଶେଷ ୫ ୱିକେଟ୍ ମାତ୍ର ୩୬ ରନ୍ ଭିତରେ ହରାଇଥିଲା। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (୮), ରବିଚନ୍ଦ୍ରନ୍ ଅଶ୍ୱିନୀ (୪), ଶାର୍ଦ୍ଦୁଲ (୪), ମହମ୍ମଦ ଶାମି (୮) ଦୁଇଅଙ୍କ ଛୁଇଁପାରିନଥିଲେ। ଯଶପ୍ରୀତ ବୁମ୍ରା ୧୪ ରନର ଇନିଂସ୍ ଖେଳି ଭାରତକୁ ୩୨୭ ରନରେ ପହଞ୍ଚାଇଥିଲେ। ମହମ୍ମଦ ସିରାଜ୍ ୪ ରନ୍ କରି ଅପରାଜିତ ଥିଲେ। ଏହା ପୂର୍ବରୁ ମୟଙ୍କ ଅଗ୍ରୱାଲ୍ ୬୦ ଓ କ୍ୟାପଟେନ୍ ବିରାଟ୍ କୋହଲି ୩୫ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ଖାତା ଖୋଲିପାରିନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ଗୋଟିଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story