ଭାରତର ବୋଲିଂ: ଡେବ୍ୟୁ କଲେ ରିୟାନ, ଜୁରେଲ ଓ ଅଭିଷେକ

ପ୍ରଥମ ଟି-୨୦ରେ ଭାରତର ଅଧିନାୟକ ଶୁବମନ ଗିଲ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

INDIA

ରିୟାନ, ଜୁରେଲ ଓ ଅଭିଷେକ

Hemant Lenka
  • Published: Saturday, 06 July 2024
  • Updated: 06 July 2024, 04:20 PM IST

Sports

Latest News

ଟି-୨୦ ବିଶ୍ୱକପ ଜିତିବା ଖୁସିକୁ ଲୋକେ ଏଯାଏ ଭୁଲି ନାହାନ୍ତି। ଏସବୁ ଭିତରେ ଆଜି ଠାରୁ ଭାରତୀୟ ଯୁବ ବାହିନୀ ଓ ଜିମ୍ବାୱେ ମଧ୍ୟରେ ଆରମ୍ଭ ହୋଇଯାଇଛି ୫ଟିକିଆ ଟି-୨୦ ସିରିଜଜ।

ହରାରେ ଖେଳା ଯାଉଥିବା ପ୍ରଥମ ଟି-୨୦ରେ ଭାରତର ଅଧିନାୟକ ଶୁବମନ ଗିଲ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଗିଲ ପ୍ରଥମଥର ପାଇଁ ଭାରତର ନେତୃତ୍ୱ ଟି-୨୦ରେ ନେଉଥିବା ବେଳେ ଟସ୍‌ ଜିତିବାକୁ ସକ୍ଷମ ହୋଇଛନ୍ତି। ସେ ଟସ୍‌ ଜିତି ସକନ୍ଦର ରାଜାଙ୍କ ଜିମ୍ବାୱେକୁ ଘରୋଇ ପରିବେଶରେ ପ୍ରଥମେ ବ୍ୟାଟିଂ କରିବାକୁ କହିଛନ୍ତି। 

Also Read

ଏହି ମ୍ୟାଚ୍‌ରେ ଭାରତ ପାଇଁ ୩ ଜଣ ଯୁବ ପ୍ରତିଭା ଡେବ୍ୟୁ କରିଛନ୍ତି। ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଓପନ କରୁଥିବା ଅଭିଷେକ ଶର୍ମା, ରାଜସ୍ଥାନ ରୟାଲ୍ସର ଧ୍ରୁବ ଜୁରେଲ ଓ ରିୟାନ ପରାଗ ଭାରତ ପାଇଁ ପ୍ରଥମଥର ଟି-୨୦ ମ୍ୟାଚ୍‌ ଖେଳିବାକୁ କ୍ୟାପ୍‌ ପାଇଛନ୍ତି।

ଆଇପିଏଲର ପ୍ରଦର୍ଶନ ଆଧାରରେ ଏମାନଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିଛି। ଆଜିର ମ୍ୟାଚ୍‌ରେ ଗିଲଙ୍କ ସହ ଅଭିଷେକ ଶର୍ମା ଭାରତ ପାଇଁ ଇନିଂସ ଆରମ୍ଭ କରିବେ। ଜୁରେଲ ଓ ପରାଗ ମଧ୍ୟକ୍ରମ ସମ୍ଭାଳିବେ। ଏମାନଙ୍କ ସହ ବିସ୍ଫୋରକ ରିଙ୍କୁ ସିଂହ ମଧ୍ୟ ରହିଛନ୍ତି। ଜୁରେଲ ୱିକେଟ କିପିଂ ମଧ୍ୟ କରିବେ। 

ଟି-୨୦ ବିଶ୍ୱକପ ଦଳରେ ଥିବା ସମସ୍ତ ସିନିୟର ଖେଳାଳିଙ୍କୁ ଜିମ୍ବାୱେ ସିରିଜରେ ବିଶ୍ରାମ ଦିଆଯାଇଛି। ବିଶ୍ୱକପ ସ୍କ୍ୱାଡରେ ଥିବା ଶିବମ ଦୁବେ, ସଞ୍ଜୁ ସାମସନ ଓ ଯଶସ୍ୱୀ ଜୈସୱାଲ ଏବେ ବିଜୟ ଉତ୍ସବରେ ବ୍ୟସ୍ତ ରହିଛନ୍ତି। ତେଣୁ ଯୁବ ଖେଳାଳିଙ୍କୁ ନେଇ ଟିମ ଇଣ୍ଡିଆ ଆଜି ମୈଦାନକୁ ଓହ୍ଲାଇଛି।

ଭାରତୀୟ ଟିମ: ଶୁବମନ ଗିଲ, ଅଭିଷେକ ଶର୍ମା, ଋତୁରାଜ ଗାଏକ୍ୱାଡ, ରିୟାନ ପରାଗ, ରିଙ୍କୁ ସିଂହ, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଆବେଶ ଖାନ, ମୁକେଶ କୁମାର ଓ ଖଲୀଲ ଅହମଦ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story