Advertisment

ରୋହିତଙ୍କ ପରେ କିଏ ହେବେ ଟି-୨୦ରେ କ୍ୟାପଟେନ୍‌ ?

ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ତାଙ୍କ ସ୍ଥାନ କିଏ ନେବ ତାକୁ ନେଇ ବଢିଛି ଚର୍ଚ୍ଚା ।

author-image
Manoj Swain
ଅଦ୍ୟତନ ହୋଇଛି

ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ତାଙ୍କ ସ୍ଥାନ କିଏ ନେବ ତାକୁ ନେଇ ବଢିଛି ଚର୍ଚ୍ଚା । କ୍ରିକେଟର ଏହି ଛୋଟ ଫର୍ମାଟରେ କିଏ ଧରିବ ଟିମ୍‌ ଇଣ୍ଡିଆର ମଙ୍ଗ ? ଟିମ୍‌ ଇଣ୍ଡିଆର ପରବର୍ତ୍ତୀ କ୍ୟାପଟେନ୍‌ଙ୍କୁ ନେଇ ଆଗରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bcci Rohit Sharma T 20 World Cup Indian Cricket Captain