ଅଦ୍ୟତନ ହୋଇଛି
କ୍ୟାପଟେନ ପାଇଁ କିଏ ଫିଟ୍ ? | Odisha Reporter
Advertisment
ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ତାଙ୍କ ସ୍ଥାନ କିଏ ନେବ ତାକୁ ନେଇ ବଢିଛି ଚର୍ଚ୍ଚା । କ୍ରିକେଟର ଏହି ଛୋଟ ଫର୍ମାଟରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ ? ଟିମ୍ ଇଣ୍ଡିଆର ପରବର୍ତ୍ତୀ କ୍ୟାପଟେନ୍ଙ୍କୁ ନେଇ ଆଗରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us