ଟି-୨୦ ବିଶ୍ୱକପ ସ୍କ୍ୱାଡ: ମୟଙ୍କ ଯାଦବଙ୍କ ସମେତ ଏହି ୧୫ ଖେଳାଳିଙ୍କୁ ମିଳିବ ସୁଯୋଗ!

୨୦୧୩ରୁ ଭାରତ କୌଣସି ଆଇସିସି ଟ୍ରଫି ଜିତି ନାହିଁ। ଏବେ ସମସ୍ତଙ୍କର ଆଶା ଦଳ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଟ୍ରଫି ହାତେଇବ।

Mayank Yadav

ମୟଙ୍କ ଯାଦବ

Hemant Lenka
  • Published: Tuesday, 09 April 2024
  • Updated: 09 April 2024, 06:36 PM IST

ବର୍ତ୍ତମାନ ସାରା ଦେଶର ଆଇପିଏଲ ଫିଭର ଚାଲିଛି। ଭାରତୀୟ କ୍ରିକେଟରଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି। କାରଣ ଆଇପିଏଲ ପରେ ହିଁ ଆରମ୍ଭ ହେବ ଟି-୨୦ ବିଶ୍ୱକପ।

ଜୁନ ୨ରୁ ଆମେରିକାର ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଲଢ଼େଇ ଆରମ୍ଭ ହୋଇଯିବ। ୨୦୧୩ରୁ ଭାରତ କୌଣସି ଆଇସିସି ଟ୍ରଫି ଜିତି ନାହିଁ। ଏବେ ସମସ୍ତଙ୍କର ଆଶା ଦଳ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଟ୍ରଫି ହାତେଇବ।

ଏପ୍ରିଲ ଶେଷ ସପ୍ତାହରେ ବିସିସିଆଇ ବିଶ୍ୱକପ ସ୍କ୍ୱାଡ ଘୋଷଣା କରିବ। କାରଣ ସ୍କ୍ୱାଡ ଘୋଷଣା ପାଇଁ ଶେଷ ତାରିଖ ହେଉଛି ମେ’ ୧। ଅବଶ୍ୟ ଅତି ଜରୁରୀ ପରିସ୍ଥିତିରେ ଗୋଟିଏ ଦଳ ମେ’ ୨୫ ମଧ୍ୟରେ ତା’ର ସ୍କ୍ୱାଡରେ ପରିବର୍ତ୍ତନ କରିପାରିବ।

Also Read

ତେବେ ଭାରତର ୧୫ ଜଣିଆ ବିଶ୍ୱକପ ସ୍କ୍ୱାଡରେ କେଉଁମାନେ ରହିବେ, ତା’ର ଏକ ସମ୍ଭାବ୍ୟ ତାଲିକା ସାମ୍ନାକୁ ଆସିଛି। ଈଶାନ କିଶନ ପୂର୍ବଭଳି ଦଳରୁ ବାହାର ରହିବେ। କେଏଲ ରାହୁଲଙ୍କୁ ମଧ୍ୟ ବିଶ୍ୱକପରେ ସୁଯୋଗ ମିଳିବ ନାହିଁ। ଅର୍ଶଦୀପ ସିଂହଙ୍କୁ ମଧ୍ୟ ବିସିସିଆଇ ସ୍କ୍ୱାଡରେ ସାମିଲ କରିବାର ସମ୍ଭାବନା ନାହିଁ। କାରଣ ଏବେ ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବ ସାମ୍ନାକୁ ଆସିଛନ୍ତି।

ସେ ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପ୍ରତିନିଧିତ୍ୱ କରୁଛନ୍ତି। ଘଣ୍ଟା ପ୍ରତି ୧୫୫ରୁ ଅଧିକ ବେଗରେ ବୋଲିଂ କରୁଥିବା ମୟଙ୍କ ଟି-୨୦ରେ ଗେମ ଚେଞ୍ଜର ହେବାର ସମ୍ଭାବନା ରହିଛି। ସେହିପରି ୟୁଜଭେନ୍ଦର ଚହଲ ଓ ରବି ବିଷ୍ଣୋଇଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ବର୍ତ୍ତମାନର ଫର୍ମକୁ ଦେଖିଥିଲେ। ବିଷ୍ଣୋଇଙ୍କ ଅପେକ୍ଷା ଚହଲ ସ୍କ୍ୱାଡରେ ରହିବାକୁ ଅଧିକ ଦାବିଦାର।

ସମ୍ଭାବ୍ୟ ୧୫ ଖେଳାଳି

ରୋହିତ ଶର୍ମା(ଅଧିନାୟକ): ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ରୋହିତ ଶର୍ମା ନେବେ ବେଳେ ବିସିସିଆଇ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିଛନ୍ତି। ୨୦୦୭ରେ ବିଶ୍ୱକପ ଜିତିଥିବା ଭାରତୀୟ ଟିମରେ ରୋହିତ ଶର୍ମା ରହିଥିଲେ। ୪୦୦ରୁ ଅଧିକ ଟି-୨୦ ଖେଳି ସାରିଥିବା ରୋହିତ ୧୧ ହଜାରରୁ ଅଧିକ ରନ କରିଛନ୍ତି।

ଯଶସ୍ୱୀ ଜୈସୱାଲ : ଜୁଲାଇ ୨୦୨୩ରେ ଡେବ୍ୟୁ କରିବା ଦିନ ଠାରୁ ଯଶସ୍ୱୀ ନିଜର ଜଲୱା ଦେଖାଇ ଚାଲିଛନ୍ତି। ସେ ୨ ହଜାରରୁ ଅଧିକ ରନ କରିବା ସହ ୨ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ରୋହିତ ଶର୍ମାଙ୍କ ସହ ବିଶ୍ୱକପରେ ଓପନ କରିବେ।

ଶୁବମନ ଗିଲ: ଓପନିଂ ସ୍ଲଟ ପାଇଁ ଆଉ ଜଣେ ପ୍ରତିଯୋଗୀ ହେଲେ ଶୁବମନ ଗିଲ। ବର୍ତ୍ତମାନ ଆଇପିଏଲରେ ସେ ନିଜର ଫର୍ମ ଦେଖାଇଛନ୍ତି। ସେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୮୯ ରନର ଇନିଂସ ଖେଳିଥିଲେ। ଟି-୨୦ କ୍ରିକେଟରେ ସେ ୪ ହଜାର ରନ କରିଛନ୍ତି। ଏଥିରେ ୫ ଶତକ ଓ ୨୩ ଅର୍ଦ୍ଧଶତକ ରହିଛି।

ବିରାଟ କୋହଲି: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଚଳିତ ଆଇପିଏଲରେ ଚମତ୍କାର ଫର୍ମରେ ଅଛନ୍ତି। ୨୦୨୪ ଆଇପିଏଲର ସେ ଲିଡିଂ ରନ ସ୍କୋରର। ୫ ମ୍ୟାଚରେ ସେ ୧୦୫.୩୩ ହାରରେ ୩୧୬ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ମଧ୍ୟ ୧୪୬.୨୯ ରହିଛି। ସେ ବିଶ୍ୱକପରେ ରୋହିତଙ୍କ ସହ ଓପନ କରିପାରିବେ।

ସୂର୍ଯ୍ୟ କୁମାର ଯାଦବ: ଆହତ ସମସ୍ୟାରୁ ମୁକୁଳିବା ପରେ ସୂର୍ଯ୍ୟ କୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଛନ୍ତି। ସେ ବର୍ତ୍ତମାନ ବିଶ୍ୱର ୧ ନଂ ଟି-୨୦ ବ୍ୟାଟର। ସେ ବିଶ୍ୱକପରେ ୩ନଂ କିମ୍ବା ୪ନଂରେ ଖେଳି ପାରନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ସେ ୨ ହଜାରରୁ ଅଧିକ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୭୧.୫୫ ରହିଛି।

ରିଙ୍କୁ ସିଂହ: ହାର୍ଡ ହିଟିଂ ରିଙ୍କୁ ସିଂହ ବିଶ୍ୱକପରେ ଭାରତୀୟ ଟିମର ମଧ୍ୟକ୍ରମ ସମ୍ଭାଳିବେ। ଭାରତ ପାଇଁ ସେ ୭ଟି ମ୍ୟାଚ୍‌ ବିଜୟୀ ଇନିଂସ ଖେଳି ସାରିଛନ୍ତି। ଟି୨୦ରେ ସେ ୧୧୪ ମ୍ୟାଚ୍‌ରେ ପ୍ରାୟ ୨୫ଶହ ରନ କରିଛନ୍ତି। ସେ ଫିନିଶର ଭୂମିକାରେ ବି ରହିବେ।

ହାର୍ଦ୍ଦିକ ପାଣ୍ତ୍ୟା: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ ବିଶ୍ୱକପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସେ ଟି-୨ରେ ୪୫୦୦ରୁ ଅଧିକ ରନ ଓ ୧୫୦ରୁ ଅଧିକ ୱିକେଟ ନେଇଛନ୍ତି।

ଋଷଭ ପନ୍ତ: ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଆଇପିଏଲରେ କମବ୍ୟାକ କରିଛନ୍ତି। କାର ଦୁର୍ଘଟଣାର ପ୍ରାୟ ୨ ବର୍ଷ ପରେ ସେ କ୍ରିକେଟକୁ ଫେରିବା ସହ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଉଛନ୍ତି। ୫ ମ୍ୟାଚ୍‌ରେ ସେ ୧୫୩ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୫୦ ଉପରେ ରହିଛି। ସେ ଭାରତର ପ୍ରଥମ ୱିକେଟ କିପର ଭାବେ ବିଶ୍ୱକପ ଖେଳି ପାରନ୍ତି।

ରବୀନ୍ଦ୍ର ଜାଡେଜା: ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟି-୨୦ରେ ୨୦୦ରୁ ଅଧିକ ୱିକେଟ ଓ ୩୫୦୦ରୁ ଅଧିକ ରନ କରିଛନ୍ତି।

କୁଲଦୀପ ଯାଦବ: ବାମହାତୀ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଏବେ ଭାରତ ପାଇଁ ୩ଟି ଯାକ ଫର୍ମାଟରେ ଜବରଦସ୍ତ ପ୍ରଦର୍ଶନ କରି ଚାଲିଛନ୍ତି। ସେ ଟି-୨୦ରେ ୧୭୭ଟି ୱିକେଟ ନେଇଛନ୍ତି। ତେଣୁ ସେ ଦଳ ପାଇଁ ଏକ୍ସ ପ୍ୟାକ୍ଟର ହୋଇ ପାରନ୍ତି।

ଯଶପ୍ରୀତ ବୁମ୍ରା: ଭାରତୀୟ ଟିମର ବୋଲିଂ କମାଣ ଟି-୨୦ ବିଶ୍ୱକପରେ ବୁମ୍ରାଙ୍କ ଉପରେ ରହିବ। ଟି-୨୦ରେ ସେ ୨୫୦ରୁ ଅଧିକ ୱିକେଟ ନେଇଥିବା ବେଳେ ତାଙ୍କ ଇକୋନୋମି ୭ ତଳେ ରହିଛି। ୨୦୨୪ ଆଇପିଏଲରେ ମଧ୍ୟ ସେ ୫ ୱିକେଟ ନେଇ ସାରିଛନ୍ତି।

ମହମ୍ମଦ ସିରାଜ: ଆହତ ସମସ୍ୟା ଦେଇ ଗତି କରୁଥିବା ମହମ୍ମଦ ଶାମିଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିପାରେ। ସେ ରନ ଅଧିକ ଦେଉ ଥିଲେ ହେଁ ୱିକେଟ ଦଖଲ କରିବାର କଳା ତାଙ୍କ ପାଖରେ ରହିଛି। ୧୨୫ ମ୍ୟାଚ୍‌ରେ ସିରାଜ ୧୫୦ ୱିକେଟ ନେଇଛନ୍ତି।

ସଞ୍ଜୁ ସାମସନ: ବର୍ତ୍ତମାନ ଫର୍ମକୁ ଦେଖିଲେ କେଏଲ ରାହୁଲଙ୍କ ସ୍ଥାନ ନେବାକୁ ସଞ୍ଜୁ ଉପଯୁକ୍ତ ଖେଳାଳି। ଆଇପିଏଲ ୨୦୨୪ରେ ସାମସନ କ୍ରମାଗତ ରନ କରି ଚାଲିଛନ୍ତି। ୪ ମ୍ୟାଚ୍‌ରେ ସେ ୫୯.୩୩ ହାରରେ ୧୭୮ ରନ କରିଛନ୍ତି।

ୟୁଜି ଚହଲ : ଆଇପିଏଲ ୨୦୨୪ ପ୍ରଦର୍ଶନ ଆଧାରରେ ଚହଲ ହିଁ ଟି-୨୦ ବିଶ୍ୱକପ ଖେଳିବାକୁ ହକଦାର। ଚହଲ ଟୁର୍ଣ୍ଣାମେଣ୍ଟର ଲିଡିଂ ୱିକେଟ ଟେକର। ସେ ୪ ମ୍ୟାଚରେ ୮ ୱିକେଟ ନେଇଛନ୍ତି। ଏଥିସହ ତାଙ୍କ ଇକୋନୋମି ୬.୩୫ ରହିଛି।

ମୟଙ୍କ ଯାଦବ: ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବ ନୂଆ ମୁହଁ ଭାବେ ଭାରତୀୟ ଟି-୨୦ ସ୍କ୍ୱାଡରେ ସୁଯୋଗ ପାଇ ପାରନ୍ତି। ଆଇପିଏଲ ୨୦୨୪ରେ ସେ ଦ୍ରୁତ ବୋଲିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।

ସେ ୩ ମ୍ୟାଚ୍‌ରେ ମାତ୍ର ୬ ରନ ହାରରେ ୬ ୱିକେଟ ଦଖଲ କରିଛନ୍ତି। ଚଳିତ ଆଇପିଏଲର ସବୁ ଠାରୁ ଦ୍ରୁତ ବଲ ମଧ୍ୟ ସେ ପକାଇଛନ୍ତି। ମୟଙ୍କ ନିୟମିତ ଭାବେ ୧୫୦ରୁ ଅଧିକ ବେଗରେ ବୋଲିଂ କରୁଥିବାରୁ ଟି-୨୦ ବିଶ୍ୱକପରେ ଭାରତ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story