Advertisment

ଅପରାଜେୟ ଟିମ ଇଣ୍ଡିଆ

ଅପରାଜେୟ ଟିମ ଇଣ୍ଡିଆ। ୭ ମ୍ୟାଚ୍‌ରୁ ୭ ବିଜୟ ସହ ଚଳିତ ବିଶ୍ୱକପ ପ୍ରଥମ ଟିମ ଭାବେ ଭାରତ ବିଧିବଦ୍ଧ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି।

author-image
Manoj Swain

ଅପରାଜେୟ ଟିମ ଇଣ୍ଡିଆ। ୭ ମ୍ୟାଚ୍‌ରୁ ୭ ବିଜୟ ସହ ଚଳିତ ବିଶ୍ୱକପ ପ୍ରଥମ ଟିମ ଭାବେ ଭାରତ ବିଧିବଦ୍ଧ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଗୁରବାର ବିଶ୍ୱକପରେ ନିଜର ୭ମ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପ୍ରତିପକ୍ଷ ଶ୍ରୀଲଙ୍କାକୁ ଏକତରଫା ଭାବେ ୩୦୨ ରନରେ ପରାସ୍ତ କରିଛି। ମହମ୍ମଦ ଶାମି ୫ ୱିକେଟ ନେଇ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିସହ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତଛନ୍ତି।

Advertisment
Indian Cricket Team ICC Men’s Cricket World Cup 2023