ଟିମ୍ ଇଣ୍ଡିଆର ନ୍ୟୁଜିଲ୍ୟାଣ୍ଡ ଟୁର୍ ସ୍ଥଗିତ

ନୂଆଦିଲ୍ଲୀ: ଚଳିତ ବର୍ଷ ଟିମ୍ ଇଣ୍ଡିଆର ନ୍ୟୁଜିଲ୍ୟାଣ୍ଡ ଗସ୍ତକୁ ସ୍ଥଗିତ କରିଦିଆଯାଇଛି। ୟୁଏଇରେ ଆରମ୍ଭ ହେବାକୁଥିବା ଟି-୨୦ ବିଶ୍ୱକପ୍ ପରେ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥାନ୍ତି। ସେଠାରେ ଟିମ୍ ଇଣ୍ଡିଆ ତିନୋଟି ଦିନିକିଆ ମ୍ୟାଚ୍ ଖେଳିଥାନ୍ତା, ଯାହା ୨୦୨୩ ବିଶ୍ୱକପ୍ ଅନ୍ତର୍ଗତ ଥିଲା। ତେବେ ଏହି ସିରିଜକୁ ଏବେ ସ୍ଥଗିତ କରିଦିଆଯାଇଛି। ଏହି ସିରିଜ୍ ଆସନ୍ତାବର୍ଷ ଟି-୨୦ ବିଶ୍ୱକପ୍ ଯାଏ ସ୍ଥଗିତ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୨୨ ଟି-୨୦ ବିଶ୍ୱକପ୍ ପରେ ଭାରତର ଏହି ଗସ୍ତର […]

india-vs-nz

india-vs-nz

Ranjit Kumar Jena
  • Published: Thursday, 16 September 2021
  • Updated: 16 September 2021, 04:19 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଟିମ୍ ଇଣ୍ଡିଆର ନ୍ୟୁଜିଲ୍ୟାଣ୍ଡ ଗସ୍ତକୁ ସ୍ଥଗିତ କରିଦିଆଯାଇଛି। ୟୁଏଇରେ ଆରମ୍ଭ ହେବାକୁଥିବା ଟି-୨୦ ବିଶ୍ୱକପ୍ ପରେ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥାନ୍ତି। ସେଠାରେ ଟିମ୍ ଇଣ୍ଡିଆ ତିନୋଟି ଦିନିକିଆ ମ୍ୟାଚ୍ ଖେଳିଥାନ୍ତା, ଯାହା ୨୦୨୩ ବିଶ୍ୱକପ୍ ଅନ୍ତର୍ଗତ ଥିଲା। ତେବେ ଏହି ସିରିଜକୁ ଏବେ ସ୍ଥଗିତ କରିଦିଆଯାଇଛି। ଏହି ସିରିଜ୍ ଆସନ୍ତାବର୍ଷ ଟି-୨୦ ବିଶ୍ୱକପ୍ ଯାଏ ସ୍ଥଗିତ କରାଯାଇଛି।

ରିପୋର୍ଟ ଅନୁଯାୟୀ, ୨୦୨୨ ଟି-୨୦ ବିଶ୍ୱକପ୍ ପରେ ଭାରତର ଏହି ଗସ୍ତର ନୂଆ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ହୋଇପାରେ। ଆସନ୍ତାବର୍ଷ ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆର ଆୟୋଜିତ ହେବ। ଆଗାମୀ ନଭେମ୍ବରରେ ଶେଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପରେ ନେଦରଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଟିମ୍ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ। ଏହା ପରେ ନ୍ୟୁଜିଲ୍ୟାଣ୍ଡ ୨୦୨୨, ମାର୍ଚ୍ଚ ୪ରୁ ଏପ୍ରିଲ୍ ୩ ତାରିଖ ଯାଏ ମହିଳାଙ୍କ ବିଶ୍ୱକପ୍ ଆୟୋଜନ କରିବ।

ନ୍ୟୁଜିଲ୍ୟାଣ୍ଡ ସରକାରଙ୍କ ବୁଧବାର ଜାରି କରାଯାଇଥିବା ଏମଆଇକ୍ୟୁ (ମ୍ୟାନେଜ୍ ଆଇସୋଲେସନ୍ ଓ କ୍ୱାରେଣ୍ଟାଇନ୍) ପରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଏହି ଗସ୍ତ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଅନୁସାରେ କିୱି ଖେଳାଳି ମାନେ ସ୍ୱଦେଶ ଫେରିବା ପରେ ସେମାନଙ୍କୁ ୧୪ ଦିନର କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଏଠାରେ କହିରଖୁଛୁ, ବାଂଲାଦେଶରେ ଟି-୨୦ ସିରିଜ୍ ପରେ ନ୍ୟୁଜିଲ୍ୟାଣ୍ଡର କିଛି ଖେଳାଳି ଅକ୍ଟୋବର ୧୯ ତାରିଖରୁ ଆରମ୍ଭ ହେବାକୁଥିବା ଆଇପିଏଲରେ ଭାଗ ନେବେ।

ଯେତେବେଳେ ଖେଳାଳିମାନେ ନଭେମ୍ବର ଶେଷ ସପ୍ତାହରେ ସ୍ୱଦେଶ ଫେରିବେ, ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଆଉ ଏଭଳି ସ୍ଥିତିରେ ସିରିଜ୍ କରାଇବା ସମ୍ଭବ ହେବ ନାହିଁ। ଏହାକୁ ନେଇ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ମୁଖ୍ୟ କାର୍ଯ୍ୟକାରୀ ଡେଭିଡ୍ ୱାଇଟ୍ କହିଛନ୍ତି, ଲମ୍ବା ଟୁର୍ ପରେ ସ୍ୱଦେଶ ଫେରିବାକୁଥିବା ଖେଳାଳିଙ୍କ ସ୍ୱାସ୍ଥ୍ୟପ୍ରତି ଆମେ ଗୁରୁତ୍ୱ ଦେଉଛୁ। ସେମାନଙ୍କୁ ଆମେ ଘରେ ସମୟ ଦେବାକୁ ଚାହୁଁଛୁ।

ଅନ୍ୟପକ୍ଷରେ ଭାରତୀୟ ଟିମ୍ ଟି-୨୦ ବିଶ୍ୱକପ୍ ପରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଯେଉଁଠାରେ ବିରାଟ୍ କୋହଲିଙ୍କ ଟିମ୍ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍, ତିନୋଟି ଦିନିକିଆ ଏବଂ ୪ଟି ଟି-୨୦ ମ୍ୟାଚ୍ ଖେଳିବ। ଏହାବ୍ୟତୀତ ଅଧିକାଂଶ ଭାରତୀୟ ଖେଳାଳି ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ହେବାକୁଥିବା ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ଭାଗ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story