ଟେଷ୍ଟ,ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବାକୁ ଦକ୍ଷିଣ ଆଫ୍ରିକା ଯିବ ଭାରତ, ଜାରି ହେଲା ମ୍ୟାଚ୍‌ସୂଚୀ

ଜୋହାନ୍ସବର୍ଗ: ଟି-୨୦ ବିଶ୍ୱକପ ପରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଟେଷ୍ଟ, ଟି-୨୦ ଓ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଏହି ସିରିଜ୍‌ ଖେଳିବା ପାଇଁ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଆଜି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ ମ୍ୟାଚସୂଚୀ ଜାରି କରାଯାଇଛି। ଘୋଷଣା ଅନୁଯାୟୀ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟେଷ୍ଟ, ୪ ଟି-୨୦ ଓ ୩ଟି ଦିକିଆ ମ୍ୟାଚ୍‌ ଖେଳାଯିବ। ଡିସେମ୍ବର ୧୭ରୁ ଦୁଇ ଦେଶ […]

Team-India

Team-India

Hemant Lenka
  • Published: Thursday, 09 September 2021
  • Updated: 10 September 2021, 05:50 PM IST

Sports

Latest News

ଜୋହାନ୍ସବର୍ଗ: ଟି-୨୦ ବିଶ୍ୱକପ ପରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଟେଷ୍ଟ, ଟି-୨୦ ଓ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଏହି ସିରିଜ୍‌ ଖେଳିବା ପାଇଁ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଆଜି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ ମ୍ୟାଚସୂଚୀ ଜାରି କରାଯାଇଛି।

ଘୋଷଣା ଅନୁଯାୟୀ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟେଷ୍ଟ, ୪ ଟି-୨୦ ଓ ୩ଟି ଦିକିଆ ମ୍ୟାଚ୍‌ ଖେଳାଯିବ। ଡିସେମ୍ବର ୧୭ରୁ ଦୁଇ ଦେଶ ମଧ୍ୟରେ ଜୋହାନ୍ସବର୍ଗରେ ଟେଷ୍ଟ ମ୍ୟାଚରୁ ଏହି ଲମ୍ବା ସିରିଜ୍ ଆରମ୍ଭ ହେବ।

ଏହାପରେ ବିକ୍ସିଂ ଡେ ଟେଷ୍ଟ ସେଞ୍ଚୁରିଆନ ଓ ଶେଷ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୩ରୁ ୭ ତାରିଖ ଯାଏ ଜୋହାନ୍ସବର୍ଗରେ ଖେଳାଯିବ। ଟି-୨୦ ବିଶ୍ୱକପ ପରେ ଭାରତ ପ୍ରଥମଥର ଟେଷ୍ଟ ସିରିଜ୍ ଖେଳିବାକୁ ଦକ୍ଷିଣ ଆଫ୍ରିକା ଯିବ।

ଟେଷ୍ଟ ସିରିଜ୍‌ ପରେ ଦିନିକିଆ ମ୍ୟାଚ୍‌ ଜାନୁଆରୀ ୧୧ରୁ ୧୬ ତାରଖ ଯାଏ ଚାଲିବ। ଶେଷରେ ୪ଟିକିଆ ଟି-୨୦ ସିରିଜ୍‌ ୧୯ରୁ ୨୫ ଜାନୁଆରୀ ଯାଏ ଖେଳାଯିବ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ପୂର୍ଣ୍ଣ ମ୍ୟାଚ୍ ସୂଚୀ

୧- ପ୍ରଥମ ଟେଷ୍ଟ- ଡିସେମ୍ବର ୧୭ରୁ ୨୧

୨- ଦ୍ୱିତୀୟ ଟେଷ୍ଟ- ଡିସେମ୍ବର ୨୬ରୁ ୩୦

୩- ତୃତୀୟ ଟେଷ୍ଟ- ଜାନୁଆରୀ ୩ରୁ ୭

ଦିନିକିଆ ସିରିଜ

୧- ପ୍ରଥମ ଦିନିକିଆ- ଜାନୁଆରୀ ୧୧ ତାରିଖ

୨- ଦ୍ୱିତୀୟ ଦିନିକିଆ- ଜାନୁଆରୀ ୧୪ ତାରିଖ

୩- ତୃତୀୟ ଦିନିକିଆ- ଜାନୁଆରୀ ୧୬ ତାରିଖ

ଟି-୨୦ ସିରିଜ୍‌

୧- ପ୍ରଥମ ଟି-୨୦- ଜାନୁଆରୀ ୧୯

୨- ଦ୍ୱିତୀୟ ଟି-୨୦- ଜାନୁଆରୀ ୨୧

୩- ତୃତୀୟ ଟି-୨୦- ଜାନୁଆରୀ- ୨୩

୪- ଚତୁର୍ଥ ଟି-୨୦- ଜାନୁଆରୀ ୨୫

ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦକ୍ଷିଣ ନିଜ ମାଟିରେ ନେଦରଲ୍ୟାଣ୍ଡସ ବିପକ୍ଷରେ ୩ ଟିକିଆ ଦିନିଆ ସିରିଜ୍‌ ନଭେମ୍ବର ୨୮ରୁ ଡିସେମ୍ବର ୧ ଯାଏ ଖେଳିବ। ସେହିପରି ଭାରତ ବିପକ୍ଷ ସିରିଜ୍‌ ପରେ ଦକ୍ଷିଣ ଆଫ୍ରିକା ନିଜ ଦେଶରେ ବାଂଲାଦେଶ ବିପକ୍ଷରେ ମାର୍ଚ୍ଚ ୧୮ରୁ ଏପ୍ରିଲ ୧୧ ଯାଏ ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story