Advertisment

ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚ୍

ଗୁରୁବାର ଦିନ ବିଶାଖାପଟନମରେ ଖେଳା ଯାଉଥିବା ୫ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ପ୍ରଥମଥର ଅଧିନାୟକ ହୋଇଥିବା ସୂର୍ଯ୍ୟ କୁମାରଙ୍କ ଯାଦବଙ୍କ ବିସ୍ଫୋରକ ୮୦ ରନ ବଳରେ ୨ ୱିକେଟରେ ଭାରତ ବିଜୟ ହୋଇଥିଲା।

author-image
Manoj Swain
ଅଦ୍ୟତନ ହୋଇଛି

ସୁପର ସଣ୍ଡେରେ ସୁପର ମୁକାବିଲା । ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚ୍ । ଥିରୁବନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । 5 ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ 1-0 ରେ ଆଗୁଆ ରହିଛି। ଗୁରୁବାର ଦିନ ବିଶାଖାପଟନମରେ ଖେଳା ଯାଉଥିବା ୫ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଜୋଶ ଇଙ୍ଗଲିସଙ୍କ ୫୦ ବଲରେ ୧୧୦ ରନର ଇନିଂସ ବଳରେ ଅଷ୍ଟ୍ରେଲିଆ ବିଶାଳ ୨୦୮ ରନ କରିଥିଲା। ତେବେ ଏହାର ଜବାବରେ ପ୍ରଥମଥର ଅଧିନାୟକ ହୋଇଥିବା ସୂର୍ଯ୍ୟ କୁମାରଙ୍କ ଯାଦବଙ୍କ ବିସ୍ଫୋରକ ୮୦ ରନ ବଳରେ ୨ ୱିକେଟରେ ଭାରତ ବିଜୟ ହୋଇଥିଲା। 

Advertisment
India Vs Australia T20 Match Thiruvananthapuram