ମଜବୁତ ସ୍ଥିତିରେ ଭାରତ; ୩୨୨ ରନରେ ଆଗୁଆ

ତୃତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୨ ୱିକେଟରେ ୧୯୬ ରନ୍ ସଂଗ୍ରହ କରିଛି ଭାରତ।

Shubman Gill & Yashasvi Jaiswal

ଶୁବମନ ଗିଲ୍ ଓ ଯଶସ୍ୱୀ ଜୈସ୍ୱାଲ

Debibandita Barick
  • Published: Saturday, 17 February 2024
  • Updated: 17 February 2024, 06:12 PM IST

Sports

Latest News

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ମଜବୁତ ସ୍ଥିତିରେ ଅଛି ଭାରତ। ତୃତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଦଳ ୨ ୱିକେଟରେ ୧୯୬ ରନ୍ ସଂଗ୍ରହ କରିଛି। ଫଳରେ ଦଳ ଇଂଲଣ୍ଡ ଠାରୁ ୩୨୨ ରନ୍ ଆଗରେ ରହିଛି। 

ଆଜି ଦ୍ୱିତୀୟ ପାଳି ଆରମ୍ଭ କରି ଇଂଲିଶ ଟିମ୍ ୩୧୯ ରନରେ ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ପୂର୍ବରୁ ୪୪୫ ରନ୍ କରିଥିବା ଟିମ୍ ଇଣ୍ଡିଆ ୧୨୬ ରନ୍ ଆଗରେ ରହିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଖେଳିଥିଲା ଭାରତ। ପ୍ରାରମ୍ଭରୁ ଭଲ ସର୍ଟ୍ସ ଖେଳୁଥିବା ରୋହିତ ଶର୍ମା ରୁଟଙ୍କ ବଲରେ ଏଲବିଡବ୍ଲୁ ହୋଇ ଯାଇଥିଲେ। ଏହାପରେ ଯଶସ୍ୱୀ ଓ ଗିଲଙ୍କ ଯୋଡ଼ି ଜମିଥିଲା।

ଉଭୟଙ୍କ ବାଗିଦାରୀରେ ୧୫୫ ରନ୍‌ ହୋଇଥିଲା। ଏହାପରେ ଯଶସ୍ୱୀ ୧୦୪ ରନ୍ କରିଥିବା ବେଳେ ରିଟାର୍ଡ ହର୍ଟ ନେଇ ଯାଇଥିଲେ। ଫଳରେ ରଜତ ପଟିଦାର ଆସିଥିଲେ। ସେ କିଛି ସମୟ ଖେଳିବା ପରେ କ୍ୟାଚ୍ ଆଉଟ୍ ହୋଇ ଯାଇଥିଲେ। ଏହାପରେ ଶୁବମନଙ୍କ ସାଥ୍ ଦେଇଥିଲେ କୁଳଦୀପ ଯାଦବ। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଗିଲ୍ ୬୫ ରନ୍ ଏବଂ କୁଳଦୀପ ୩ ରନ୍ କରି ଅପରାଜିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story