Advertisment

'ବିରାଟ, ରୋହିତ ଫର୍ମରେ ଅଛନ୍ତି'

ବିରାଟ ଏବଂ ରୋହିତ ଫର୍ମରେ ଅଛନ୍ତି। ଆଜି ମ୍ୟାଚ ଜିତି ପୁଣି ଇଣ୍ଡିଆ ଲିଡ୍‌ କରିବ ବୋଲି କହିଛନ୍ତି କଟକର କ୍ରିକେଟ ପ୍ରେମୀ।

author-image
Manoj Swain

ଆଜି ଭାରତ - ପାକିସ୍ତାନ ମହାମୁକାବିଲା । ଆଜି ଭାରତ ପାକିସ୍ତାନକୁ ହରାଇଦେବ। ବିରାଟ ଏବଂ ରୋହିତ ଫର୍ମରେ ଅଛନ୍ତି। ଆଜି ମ୍ୟାଚ ଜିତି ପୁଣି ଇଣ୍ଡିଆ ଲିଡ୍‌ କରିବ ବୋଲି କହିଛନ୍ତି କଟକର କ୍ରିକେଟ ପ୍ରେମୀ।

Advertisment
Odisha Cuttack ICC Men’s Cricket World Cup 2023 ICC World Cup 2023