ଗାଙ୍ଗୁଲି ଦେଲେ କମିଟ୍‌ମେଣ୍ଟ, ଜୁନ୍‌ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ୍! ଆସନ୍ତା ଜୁନ୍ ମାସରେ କଟକ ବାରବାଟୀ ଷ୍ଟାଡିୟମରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ସମ୍ପାଦକ ଆଶୀର୍ବାଦ ବେହେରା। ଚଳିତ ମାସ ଫେବୃଆରୀ ୧୫ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟି-୨୦ ସିରିଜକୁ ଗୋଟିଏ ଭେନ୍ୟୁରେ କରାଯିବାକୁ […]

barabati

barabati

Ranjit Kumar Jena
  • Published: Friday, 04 February 2022
  • Updated: 04 February 2022, 05:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ୍! ଆସନ୍ତା ଜୁନ୍ ମାସରେ କଟକ ବାରବାଟୀ ଷ୍ଟାଡିୟମରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ସମ୍ପାଦକ ଆଶୀର୍ବାଦ ବେହେରା।

ଚଳିତ ମାସ ଫେବୃଆରୀ ୧୫ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟି-୨୦ ସିରିଜକୁ ଗୋଟିଏ ଭେନ୍ୟୁରେ କରାଯିବାକୁ ସ୍ଥିର ହୋଇଥିଲା। ଯେଉଁ କାରଣରୁ ବାରବାଟୀରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚକୁ ବାତିଲ କରାଯାଇଥିଲା। ଯେହେତୁ ବାରବାଟୀ ଏହି ଟି-୨୦ ମ୍ୟାଚ୍ ପାଇଁ ସ୍ଥିର ହୋଇଥିଲା। ତେଣୁ ବାରବାଟୀରେ ଜୁନ୍ ମାସରେ ଟି-୨୦ ମ୍ୟାଚ୍ କରାଯିବ ବୋଲି ଓସିଏ ସମ୍ପାଦକ ଦୃଢ଼ତାର ସହ କହିଛନ୍ତି।

ଜୁନରେ ବାରବାଟୀରେ ଟି-୨୦ ମ୍ୟାଚ୍ ଖେଳାଯିବା ନେଇ ଓସିଏ ସମ୍ପାଦକ ଶ୍ରୀ ବେହେରା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରିଛନ୍ତି। ଗାଙ୍ଗୁଲି ମଧ୍ୟ ମୌଖିକ ଭାବେ ବାରବାଟୀରେ ମ୍ୟାଚ୍ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ବେହେରା କହିଛନ୍ତି। ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ, ଯେତେବେଳେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍ ବାତିଲ କରାଗଲା, ସେତେବେଳେ ବିସିସିଆଇ ସଭାପତି ମାର୍ଚ୍ଚରେ ଭାରତ ଓ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ବାରବାଟୀରେ କରାଇବା ଲାଗି ପ୍ରସ୍ତାବ ଦେଇଥିଲେ। ହେଲେ ଓସିଏ ସମ୍ପାଦକ ମାର୍ଚ୍ଚରେ ମ୍ୟାଚ୍ କରାଇବାକୁ ମନା କରିଥିଲେ। ଏହା ବଦଳରେ ଜୁନରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ବାରବାଟୀରେ କରାଇବାକୁ ଶ୍ରୀ ବେହେରା ଅନୁରୋଧ କରିଥିଲେ। ବିସିସିଆଇ ସଭାପତି ମଧ୍ୟ ଅନୁରୋଧ ରକ୍ଷା କରି ଜୁନ୍ ମାସରେ ବାରବାଟୀରେ ଟି-୨୦ ମ୍ୟାଚ୍ ଆୟୋଜନ ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ବେହେରା କହିଛନ୍ତି।

ସୂଚନାଯୋଗ୍ୟ, ଜୁନ୍ ମାସରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସି ୫ଟି ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ୍ ପାଇଁ ପୂର୍ବରୁ ଭେନ୍ୟୁ ସ୍ଥିର ହୋଇସାରିଛି। ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୯ ତାରିଖରେ ଚେନ୍ନାଇ, ଦ୍ୱିତୀୟ ମ୍ୟାଚ୍ ଜୁନ୍ ୧୨ରେ ବେଙ୍ଗାଲୁରୁ, ତୃତୀୟ ମ୍ୟାଚ୍ ଜୁନ୍ ୧୪ରେ ନାଗପୁର, ଚତୁର୍ଥ ମ୍ୟାଚ୍ ଜୁନ୍ ୧୭ରେ ରାଜକୋଟ ଏବଂ ପଞ୍ଚମ ମ୍ୟାଚ୍ ଜୁନ୍ ୧୯ରେ ଦିଲ୍ଲୀରେ ଖେଳାଯିବ। ଯଦିଓ ଏହି ସିରିଜ୍ ପାଇଁ ପୂର୍ବରୁ ଭେନ୍ୟୁ ସ୍ଥିର ହୋଇସାରିଛି, ତାହେଲେ ଏଥିମଧ୍ୟରୁ କୌଣସି ଗୋଟିଏ ଭେନ୍ୟୁକୁ ବାଦ୍ ଦେଇ ବାରବାଟୀରେ ଟି-୨୦ ମ୍ୟାଚ୍ କରାଯିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ବାରବାଟୀରେ ଏପର୍ଯ୍ୟନ୍ତ ମାତ୍ର ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଛି। ୨୦୧୫, ଅକ୍ଟୋବର ୫ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ହେଲେ ଏହି ମ୍ୟାଚରେ ଭାରତ ଶୋଚନୀୟ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ନିକଟରୁ ୬ ୱିକେଟରେ ପରାସ୍ତ ହୋଇଥିଲା। ଏହା ପରେ ୨୦୧୭ ମସିହା ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ତେବେ ଏହି ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ୯୩ ରନରେ ବିଜୟ ଲାଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story