ଆଇପିଏଲ୍ ପାଇଁ ଭାରତର ବଡ଼ ସିରିଜ୍ ବାତିଲ୍!

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ (ଆଇପିଏଲ୍)ର ବାକି ମ୍ୟାଚର ଆୟୋଜନ ଭାରତର ବଡ଼ ସିରିଜ୍ ଉପରେ ପ୍ରଭାବ ପକାଇବ। ମିଡିଆ ରିପୋର୍ଟ ଅନୁଯାୟୀ, ଆଇପିଏଲ୍-୨୦୨୧ର ବାକି ମ୍ୟାଚ୍ ସେପ୍ଟେମ୍ବର ମାସରେ ଆୟୋଜିତ ହେବ, ଯାହା ଫଳରେ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଟି-୨୦ ସିରିଜ୍ ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରସ୍ତୁତି ପାଇଁ ନିର୍ଦ୍ଧାରିତ କରାଯାଇଥିଲା। କିନ୍ତୁ ଏବେ ଆଇପିଏଲର ବାକି ମ୍ୟାଚ୍ ସେପ୍ଟେମ୍ବରରେ ହେବ, […]

BCCI1

BCCI1

Ranjit Kumar Jena
  • Published: Tuesday, 25 May 2021
  • Updated: 25 May 2021, 09:48 PM IST

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ (ଆଇପିଏଲ୍)ର ବାକି ମ୍ୟାଚର ଆୟୋଜନ ଭାରତର ବଡ଼ ସିରିଜ୍ ଉପରେ ପ୍ରଭାବ ପକାଇବ। ମିଡିଆ ରିପୋର୍ଟ ଅନୁଯାୟୀ, ଆଇପିଏଲ୍-୨୦୨୧ର ବାକି ମ୍ୟାଚ୍ ସେପ୍ଟେମ୍ବର ମାସରେ ଆୟୋଜିତ ହେବ, ଯାହା ଫଳରେ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଟି-୨୦ ସିରିଜ୍ ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରସ୍ତୁତି ପାଇଁ ନିର୍ଦ୍ଧାରିତ କରାଯାଇଥିଲା। କିନ୍ତୁ ଏବେ ଆଇପିଏଲର ବାକି ମ୍ୟାଚ୍ ସେପ୍ଟେମ୍ବରରେ ହେବ, ଯାହାକୁ ବିସିସିଆଇ ଟି-୨୦ ବିଶ୍ୱକପ୍ ପାଇଁ ଉପଯୁକ୍ତ ଟୁର୍ଣ୍ଣାମେଣ୍ଟ କୁହାଯାଉଛି।

ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ‘ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍ ସେମିତିରେ ଆୟୋଜନ ହେବାର ନଥିଲା ଏବଂ ଟି-୨୦ ବିଶ୍ୱକପର ପ୍ରସ୍ତୁତି ପାଇଁ ଆଇପିଏଲ୍ ଠାରୁ ବଡ଼ ପ୍ଲାଟଫର୍ମ ଆଉ କିଛି ହୋଇନପାରେ।’ ରିପୋର୍ଟ ଅନୁଯାୟୀ, ଆଇପିଏଲର ବାକି ମ୍ୟାଚର ଶୁଭାରମ୍ଭ ସେପ୍ଟେମ୍ବର ୧୯ କିମ୍ବା ୨୦ ତାରିଖରେ ହୋଇପାରେ । ସେହିପରି ଲିଗର ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହେବ।

ଏହାର ତୁରନ୍ତ ପରେ ଟି-୨୦ ବିଶ୍ୱକପର ବିଗୁଲ୍ ବାଜିବ। ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଆୟୋଜନ ହେବା ଅସମ୍ଭବ। ତେବେ ବିସିସିଆଇ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଯଦି ଦକ୍ଷିଣ ଆଫ୍ରିକା ଟି-୨୦ ବାତିଲ୍ ହୁଏ, ତାହେଲେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଧିକ ମ୍ୟାଚ୍ ଖେଳିପାରେ।

ଟି-୨୦ ବିଶ୍ୱକପ୍ ପରେ ଭାରତର ଘରୋଇ ସିଜନ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଆରମ୍ଭ ହେବ । ତେବେ ନଭେମ୍ବରରେ ହେବାକୁଥିବା ଏହି ସିରିଜର କାର୍ଯ୍ୟକ୍ରମ ପରିବର୍ତ୍ତନ ହୋଇପାରେ। ଟି-୨୦ ବିଶ୍ୱକପ ଉପରେ ଏହି ସିରିଜର କାର୍ୟ୍ୟବକ୍ରମ ନିର୍ଭର କରଛି । ଏହା ବ୍ୟତୀତ ଭାରତରେ କରୋନା ଭାଇରସର ସ୍ଥିତି ମଧ୍ୟ ଭାରତ-ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜର ଭାଗ୍ୟ ନିର୍ଦ୍ଧାରଣ କରିବ ।

ସୂଚନାଯୋଗ୍ୟ, କରୋନା ଭାଇରସ୍ ଯୋଗୁ ଆଇପିଏଲର ୧୩ଶ ସଂସ୍କରଣ ୟୁଏଇରେ ଆୟୋଜିତ ହୋଇଥିଲା । ସେହି ସମୟରେ ଭାରତରେ କରୋନା ଭାଇରସ୍ ମାମଲା ଅଧିକ ଥିଲା । ଏଥର ଆଇପିଏଲର ଶୁଭାରମ୍ଭ ଭାରତରେ ହୋଇଥିଲା, କିନ୍ତୁ ୨୯ ମ୍ୟାଚ୍ ପରେ ଏହାକୁ ସ୍ଥଗିତ କରିବାକୁ ପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story