ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଲଢ଼େଇ

ପୁଣେ: ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-ଟ୍ୱେଣ୍ଟି ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଖେଳାଯିବ । ମ୍ୟାଚ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ତିନି ଟିକିଆ ଟି-ଟ୍ୱେଣ୍ଟି ସିରିଜରେ ଭାରତ ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍ ଜିତିଲେ ସିରିଜ୍ ଜିତିବ ଭାରତ । ପ୍ରଥମ ମ୍ୟାଚ୍ ଜିତି ସାରିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ଅନ୍ୟପଟେ […]

790

790

Tapas Behera
  • Published: Thursday, 05 January 2023
  • Updated: 05 January 2023, 08:43 AM IST

Sports

Latest News

ପୁଣେ: ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-ଟ୍ୱେଣ୍ଟି ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଖେଳାଯିବ । ମ୍ୟାଚ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ତିନି ଟିକିଆ ଟି-ଟ୍ୱେଣ୍ଟି ସିରିଜରେ ଭାରତ ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍ ଜିତିଲେ ସିରିଜ୍ ଜିତିବ ଭାରତ । ପ୍ରଥମ ମ୍ୟାଚ୍ ଜିତି ସାରିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ଅନ୍ୟପଟେ ସିରିଜ୍‌ ଫେରିବା ଲାଗି ସିଂହଳୀ ଟିମକୁ ଆଜିର ମ୍ୟାଚ୍ ଜିତିବାକୁ ପଡ଼ିବ।

ଏଥିଲାଗି କଡ଼ା ଟକ୍କର ଦେବାକୁ ରଣନୀତି କରିଛି ଭ୍ରମଣକାରୀ ଦଳ। ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚ୍‌ରେ କଡ଼ା ମୁକାବିଲା ପରେ ମାତ୍ର ୨ ରନ୍‌ରେ ଜିତି ଭାରତୀୟ ଦଳ ୩ ମ୍ୟାଚ୍‌ର ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଗୁରୁବାର ଭାରତ ଜିତିଲେ କ୍ରମାଗତ ୧୧ଟି ଦ୍ୱିପାକ୍ଷିକ ଟ୍ୱେଣ୍ଟି-୨୦ ଶୃଙ୍ଖଳାରେ ଅପରାଜିତ ରହିବ।

୨୦୨୧ରେ ଶ୍ରୀଲଙ୍କାଠାରୁ ଭାରତ ଶେଷ ଦ୍ୱିପାକ୍ଷିକ ଟ୍ୱେଣ୍ଟି-୨୦ ଶୃଙ୍ଖଳା ହାରିଥିଲା। ଭାରତୀୟ ଦଳରେ ଅର୍ଶଦୀପ ସିଂହ ହିଁ ପ୍ରମୁଖ ବୋଲର। ହେଲେ ପ୍ରଥମ ଟ୍ୱେଣ୍ଟି୨୦ରେ ଅସୁସ୍ଥହୋଇ ଅର୍ଶଦୀପ ଖେଳିନଥିଲେ। ହେଲେ ଉମ୍ରାନ୍ ମାଲିକ ଓ ପଦାର୍ପଣ କରିଥିବା ଶିଭମ୍ ମାଭି ମିଳିତ ଭାବେ ୬ଟି ୱିକେଟ ନେଇ ଦଳକୁ ଜିତାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story