Advertisment

ଋଷଭ ପନ୍ତଙ୍କ ପାଇଁ ମହାକାଳେଶ୍ୱର ମନ୍ଦିରରେ ଭାରତୀୟ ଖେଳାଳିଙ୍କ ପୂଜାର୍ଚ୍ଚନା

ମଧ୍ୟପ୍ରଦେଶର ଇନ୍ଦୋରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ଭାରତୀୟ ଖେଳାଳି, ଅମ୍ପାୟାର ଓ ଅଧିକାରୀମାନେ ପ୍ରସିଦ୍ଧ ଉଜ୍ଜୟୀନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଭାରତୀୟ ଖେଳାଳି ଓ ଅନ୍ୟ ସଦସ୍ୟମାନେ ମନ୍ଦିରରେ ଆୟୋଜିତ ଭସ୍ମ ଆରତୀରେ ଭାଗ ନେଇ ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

author-image
Manoj Swain
ଅଦ୍ୟତନ ହୋଇଛି
Bcci Indian Cricket Team Rishabh Pant