Advertisment

ଋଷଭ ପନ୍ତଙ୍କ ପାଇଁ ମହାକାଳେଶ୍ୱର ମନ୍ଦିରରେ ଭାରତୀୟ ଖେଳାଳିଙ୍କ ପୂଜାର୍ଚ୍ଚନା

ମଧ୍ୟପ୍ରଦେଶର ଇନ୍ଦୋରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ଭାରତୀୟ ଖେଳାଳି, ଅମ୍ପାୟାର ଓ ଅଧିକାରୀମାନେ ପ୍ରସିଦ୍ଧ ଉଜ୍ଜୟୀନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଭାରତୀୟ ଖେଳାଳି ଓ ଅନ୍ୟ ସଦସ୍ୟମାନେ ମନ୍ଦିରରେ ଆୟୋଜିତ ଭସ୍ମ ଆରତୀରେ ଭାଗ ନେଇ ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅଦ୍ୟତନ ହୋଇଛି
Advertisment
Indian Cricket Team Bcci Rishabh Pant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe