ଖର୍ଚ୍ଚ ୫୫୧ କୋଟି, କୋଟିପତି ହେଲେ ୧୦୦ରୁ ଅଧିକ ଖେଳାଳି

ନୂଆଦିଲ୍ଲୀ: ଶେଷ ହୋଇଛି ଆଇପିଏଲ୍ ମେଗା ଅକ୍ସନ୍। ଦୁଇଦିନ ଧରି ଚାଲିଥିବା ଅକ୍ସନରେ ୧୦ ଟିମ୍ ୨୦୪ ଜଣ ଖେଳାଳିଙ୍କୁ ନିଜ ନିଜର ଟିମରେ ସାମିଲ୍ କରିଛନ୍ତି। ଏଥିରେ ୬୭ ବିଦେଶୀ ଖେଳାଳି ସାମିଲ୍ ଅଛନ୍ତି। ଆଇପିଏଲ୍ ଅକ୍ସନରେ ମୋଟ ୫୫୧ କୋଟି ଖର୍ଚ୍ଚ ହୋଇଛି। ଏହି ନିଲାମରେ କିଛି ଖେଳାଳିଙ୍କ ଦର କୋଟିରେ ପହଞ୍ଚିଥିବା ବେଳେ କିଛି ଲକ୍ଷେ ଟଙ୍କାରେ ମଧ୍ୟ ରହିଛନ୍ତି। ତେବେ ଏଥର ଅକ୍ସନରେ ୧୦୮ ଖେଳାଳି କୋଟିପତି ହୋଇଛନ୍ତି, ଯାହାକି ଏକ […]

ipl

ipl

Ranjit Kumar Jena
  • Published: Monday, 14 February 2022
  • Updated: 14 February 2022, 08:50 PM IST

Sports

Latest News

ନୂଆଦିଲ୍ଲୀ: ଶେଷ ହୋଇଛି ଆଇପିଏଲ୍ ମେଗା ଅକ୍ସନ୍। ଦୁଇଦିନ ଧରି ଚାଲିଥିବା ଅକ୍ସନରେ ୧୦ ଟିମ୍ ୨୦୪ ଜଣ ଖେଳାଳିଙ୍କୁ ନିଜ ନିଜର ଟିମରେ ସାମିଲ୍ କରିଛନ୍ତି। ଏଥିରେ ୬୭ ବିଦେଶୀ ଖେଳାଳି ସାମିଲ୍ ଅଛନ୍ତି। ଆଇପିଏଲ୍ ଅକ୍ସନରେ ମୋଟ ୫୫୧ କୋଟି ଖର୍ଚ୍ଚ ହୋଇଛି। ଏହି ନିଲାମରେ କିଛି ଖେଳାଳିଙ୍କ ଦର କୋଟିରେ ପହଞ୍ଚିଥିବା ବେଳେ କିଛି ଲକ୍ଷେ ଟଙ୍କାରେ ମଧ୍ୟ ରହିଛନ୍ତି। ତେବେ ଏଥର ଅକ୍ସନରେ ୧୦୮ ଖେଳାଳି କୋଟିପତି ହୋଇଛନ୍ତି, ଯାହାକି ଏକ ରେକର୍ଡ। ତେବେ ଏଥିରୁ ରିଟେନ କରାଯାଇଥିବା କୌଣସି ଖେଳାଳି ନାହାନ୍ତି। ଯଦି ରିଟେନ୍ ଖେଳାଳିଙ୍କୁ ସାମିଲ୍ କରାଯିବ, ତାହେଲେ ଏହି ସଂଖ୍ୟା ଆହୁରି ବଢ଼ିଯିବ।

ଆଇପିଏଲ୍ ଅକ୍ସନରେ ୧୦ କୋଟିରୁ ଅଧିକ ଟଙ୍କାରେ ୧୦ରୁ ଅଧିକ ଖେଳାଳି ବିକ୍ରି ହୋଇଛନ୍ତି। ଈଶାନ୍ କିଶନ ସର୍ବାଧିକ ୧୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି। ସେ ମଧ୍ୟ ଚଳିତ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି ରହିଛନ୍ତି। ଏହା ପରେ ଦୀପକ ଚହରଙ୍କ ନାଁ ରହିଛି, ଯିଏ ୧୪ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ୧୦୮ କୋଟିପତି ଖେଳାଳିଙ୍କ ମଧ୍ୟରୁ ୫୧ ଜଣ ଖେଳାଳି ବିଦେଶୀ। ବାକି ୫୭ ଖେଳାଳି ଭାରତୀୟ। ଆସନ୍ତୁ ଜାଣିବା ୧୦୮ କୋଟିପତି ଖେଳାଳି କେଉଁ ଦଳରେ ସାମିଲ୍ ହୋଇଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ: ଈଶାନ୍ କିଶନ (୧୫.୨୫ କୋଟି), ଟିମ୍ ଡେଭିଡ୍ (୮.୨୫ କୋଟି), ଜୋଫ୍ରା ଆର୍ଚର (୮ କୋଟି), ଡିଭାଲ୍ଡ ବ୍ରେଭିସ୍ (୩ କୋଟି), ଡାନିଏଲ୍ ସାମ୍ସ (୨.୬୦ କୋଟି), ଏନ୍ ତିଲକ ବର୍ମା (୧.୭୦ କୋଟି), ମୁରୁଗନ ଅଶ୍ୱିନ (୧.୬୦ କୋ), ଟାଇମଲ୍ ମିଲ୍ସ (୧.୫୦ କୋଟି), ଜୟଦେବ ଉନାଦକତ୍ (୧.୩୦ କୋଟି), ରାଇଲୀ ମେରେଡିଥ୍ (୧ କୋଟି)।

ଚେନ୍ନାଇ ସୁପର୍ କିଙ୍ଗସ୍: ଦୀପକ ଚହର୍ (୧୪ କୋଟି), ଅମ୍ବାତି ରାୟୁଡୁ (୬.୭୫ କୋଟି), ଡ୍ୱେନ୍ ବ୍ରାଭୋ (୪.୪ କୋଟି), ଶିବମ ଦୁବେ (୪ କୋଟି), କ୍ରିସ୍ ଜୋର୍ଡାନ (୩.୬୦ କୋଟି), ରବିନ୍ ଉଥାପ୍ପା (୨ କୋଟି), ଆଡାମ ମିଲନେ (୧.୯୦ କୋଟି), ମିଚେଲ୍ ସାଣ୍ଟନର୍ (୧.୯୦ କୋଟି), ରାଜବର୍ଦ୍ଧନ ହଙ୍ଗରଗେକର (୧.୫୦ କୋଟି), ପ୍ରଶାନ୍ତ ସୋଲାଙ୍କି (୧.୨୦ କୋଟି), ଡେଭନ୍ କନୱେ (୧ କୋଟି)।

କୋଲକାତା ନାଇଟ୍ ରାଇଡର୍ସ: ଶ୍ରେୟସ ଆୟର୍ (୧୨.୨୫ କୋଟି), ନୀତୀଶ ରାଣା (୮ କୋଟି), ପ୍ୟାଟ୍ କମିନ୍ସ (୭.୨୫ କୋଟି), ଶିବମ ମାଭି (୭.୨୫ କୋଟି), ସାମ୍ ବିଲିଙ୍ଗ୍ସ (୨ କୋଟି), ଉମେଶ ଯାଦବ (୨ କୋଟି), ଆଲେକ୍ସ ହେଲ୍ସ (୧.୫୦ କୋଟି), ଟିମ୍ ସାଉଦୀ (୧.୫୦ କୋଟି), ଅଜିଙ୍କ୍ୟ ରାହାଣେ (୧ କୋଟି), ମହମ୍ମଦ ନବି (୧ କୋଟି)।

ପଞ୍ଜାବ କିଙ୍ଗସ୍: ଲିଆମ ଲିଭିଙ୍ଗଷ୍ଟୋନ୍ (୧୧.୫୦ କୋଟି), କାଗିସୋ ରବାଡା (୯.୨୫ କୋଟି), ଶାହରୁଖ୍ ଖାନ୍ ( ୯ କୋଟି), ଶିଖର ଧୱନ୍ (୮.୨୫ କୋଟି), ଜନ୍ନି ବେୟାରଷ୍ଟୋ (୬.୭୫ କୋଟି), ଓଡେନ୍ ସ୍ମିଥ୍ (୬ କୋଟି), ରାହୁଲ୍ ଚହର୍ (୫.୨୫ କୋଟି), ହରପ୍ରୀତ ବ୍ରାର୍ (୩.୮୦ କୋଟି), ରାଜ ବାୱା (୨ କୋଟି), ବୈଭବ ଅରୋରା (୨ କୋଟି)।

ସନରାଇଜର୍ସ ହାଇଦ୍ରାବାଦ: ନିକୋଲାସ୍ ପୁରନ୍ (୧୦.୭୫ କୋଟି), ୱାଶିଂଟନ୍ ସୁନ୍ଦର (୮.୭୫ କୋଟି), ରାହୁଲ୍ ତ୍ରିପାଠୀ (୭.୭୫ କୋଟି), ରୋମାରିଓ ଶେଫର୍ଡ (୭.୭୫ କୋଟି), ଅଭିଷେକ ଶର୍ମା (୬.୫୦ କୋଟି), ମାର୍କୋ ଜାନସେନ୍ (୪.୨୦ କୋଟି), ଭୁବନେଶ୍ୱର କୁମାର (୪.୨୦ କୋଟି), କାର୍ତ୍ତିକ ତ୍ୟାଗୀ (୪ କୋଟି), ଟି. ନଟରାଜନ (୪ କୋଟି), ଏଡେନ୍ ମାର୍କରମ୍ (୨.୬୦ କୋଟି), ଶନ୍ ଆବୋଟ୍ (୨.୪୦ କୋଟି), ଗ୍ଲେନ୍ ଫିଲିପ୍ସ (୧.୫୦ କୋଟି)।

ଦିଲ୍ଲୀ କ୍ୟାପିଟାଲ୍ସ: ଶାର୍ଦ୍ଦୁଲ ଠାକୁର (୧୦.୭୫ କୋଟି), ମିଚେଲ୍ ମାର୍ଶ (୬.୫୦ କୋଟି), ଡେଭିଡ୍ ୱାର୍ଣ୍ଣର (.୨୫ କୋଟି), ଖଲୀଲ ଅହମ୍ମଦ (୫.୨୫ କୋଟି), ଚେତନ ସକାରିଆ (୪.୨୦ କୋଟି), ରୋଭମ୍ୟାନ୍ ପାୱେଲ୍ (୨.୮୦ କୋଟି), ମୁସ୍ତାଫିଜୁର ରେହମାନ୍ (୨ କୋଟି), କୁଲଦୀପ ଯାଦବ (୨ କୋଟି), ଶ୍ରୀକର ଭରତ (୨ କୋଟି), କମଲେଶ ନାଗରକୋଟି (୧.୧୦ କୋଟି), ମନଦୀପ ସିଂହ (୧.୧୦ କୋଟି)।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ୱାନିନ୍ଦୁ ହସରଙ୍ଗା (୧୦.୭୫ କୋଟି), ହର୍ଷଲ୍ ପଟେଲ (୧୦.୭୫ କୋଟି), ଜୋଶ୍ ହେଜଲଉଡ୍ (୭.୭୫ କୋଟି), ଫାଫ୍ ଡୁପ୍ଲେସିସ୍ (୭ କୋଟି), ଦିନେଶ କାର୍ତ୍ତିକ (୫.୫୦ କୋଟି), ଅନୁଜ ରାୱତ (୩.୪୦ କୋଟି), ଶାହବାଜ ଅହମ୍ମଦ (୨.୪୦ କୋଟି), ଡେଭିଡ୍ ୱିଲୀ (୨ କୋଟି), ଶେରଫାନ୍ ରଦରଫୋର୍ଡ (୧ କୋଟି)।

ଗୁଜରାଟ ଲାୟନ୍ସ: ଲକି ଫର୍ଗୁସନ୍ (୧୦ କୋଟି), ରାହୁଲ୍ ତେୱାତିଆ (୯ କୋଟି), ମହମ୍ମଦ ଶାମି (୬.୨୫ କୋଟି), ୟଶ ଦୟାଲ (୩.୨ କୋଟି), ଅଭିନବ ମନୋହର୍ (୨.୬୦ କୋଟି), ମାଥ୍ୟୁ ୱେଡ୍ (୨.୪୦ କୋଟି), ଜେସନ ରୟ (୨ କୋଟି), ଋଦ୍ଧିମାନ ଶାହା (୧.୯୦ କୋଟି), ଜୟନ୍ତ ଯାଦବ (୧.୭୦ କୋଟି), ବିଜୟ ଶଙ୍କର (୧.୪୦ କୋଟି), ଡୋମିନିକ୍ ଡ୍ରେକ୍ସ (୧.୧୦ କୋଟି)।

ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍: ଆଭେଶ ଖାନ୍ (୧୦ କୋଟି), ଜେସନ୍ ହୋଲ୍ଡର (୮.୭୫ କୋଟି), ମାର୍କ ଉଡ୍ (୭.୫୦ କୋଟି), କ୍ୱିଣ୍ଟନ୍ (୬.୭୫ କୋଟି), ଦୀପକ ହୁଡା (୫.୭୫ କୋଟି), ମନୀଷ ପାଣ୍ଡେ (୪.୬ କୋଟି), ଏଭିନ୍ ଲୁଇସ୍ (୨ କୋଟି), ଦୁଷ୍ମନ୍ତ ଚମୀରା (୨ କୋଟି)।

ରାଜସ୍ଥାନ ରୟାଲ୍ସ: ପ୍ରସିଦ୍ଧ କୃଷ୍ଣ (୧୦ କୋଟି), ଶିମରନ୍ ହେଟମେୟର (୮.୫ କୋଟି), ଟ୍ରେଣ୍ଟ ବୋଲ୍ଟ (୮ କୋଟି), ଦେବଦତ୍ତ ପାଡିକଲ (୭.୭୫ କୋଟି), ୟୁଜବେନ୍ଦ୍ର ଚହଲ୍ (୬.୫୦ କୋଟି), ରବିଚନ୍ଦ୍ରନ୍ ଅଶ୍ୱିନ୍ (୫ କୋଟି), ରିୟାନ ପରାଗ (୩.୮୦ କୋଟି), ନଭଦୀପ ସାଇନି (୨.୬୦ କୋଟି), ନେଥନ୍ କୁଲ୍ଟର୍ ନାଇଲ୍ (୨ କୋଟି), ଜେମ୍ସ ନିଶାମ (୧.୫୦ କୋଟି), କରୁଣ ନାୟର (୧.୪୦ କୋଟି), ରାସି ଭାନ୍ ଡର୍ ଡୁସେନ୍ (୧ କୋଟି)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story