ଟି-୨୦ରେ ଇତିହାସ ରଚିଲେ ଏହି ଖେଳାଳି, ମାରିଲେ ଦ୍ରୁତତମ ଶତକ

ପୂର୍ବରୁ ଟି-୨୦ରେ ଦ୍ରୁତତମ ଶତକ ମାରିବା ରେକର୍ଡ ନେପାଳର କୁଶଲ ମାଲ୍ଲାଙ୍କ ନାଁରେ ରହିଥିଲା।

Cricket

ଶଟ ଖେଳୁଛନ୍ତି ଜାନ ନିକୋଲ୍‌

Hemant Lenka
  • Published: Tuesday, 27 February 2024
  • Updated: 27 February 2024, 03:18 PM IST

Sports

Latest News

ସବୁ ଷ୍ଟାର କ୍ରିକେଟରଙ୍କୁ ପଛରେ ପକାଇ ଦେଇଛନ୍ତି ନାମ୍ବିଆର ଜାନ ନିକୋଲ ଲୋଫଟାଇ ଇଟନ। ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସୃଷ୍ଟି କରିଛନ୍ତି ନୂଆ ରେକର୍ଡ। ଜାନ ନିକୋଲଙ୍କ ବ୍ୟାଟରୁ ବାହାରିଛି ବିଶ୍ୱର ଦ୍ରୁତତମ ଟି-୨୦ ଶତକ। ସେ ନେପାଳ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ମାତ୍ର ୩୩ ବଲରେ ଶତକ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି।

ପୂର୍ବରୁ ଟି-୨୦ରେ ଦ୍ରୁତତମ ଶତକ ମାରିବା ରେକର୍ଡ ନେପାଳର କୁଶଲ ମାଲ୍ଲାଙ୍କ ନାଁରେ ରହିଥିଲା। ସେ ମୋଙ୍ଗୋଲିଆ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ୩୪ ବଲର ସାମ୍ନା କରି ଶତକ ହାସଲ କରିଥିଲେ।

୨୦୨୩ ମସିହା ଏସିଆନ ଗେମ୍ସରେ ସେ ଏପରି ରେକର୍ଡ କରିଥିଲେ। ଏବେ ମାଲ୍ଲାଙ୍କ ରେକର୍ଡକୁ ତାଙ୍କରି ସାମ୍ନାରେ ଜାନ ନିକୋଲ ଭାଙ୍ଗି ଦେଇଛନ୍ତି। ମାଲ୍ଲା ମଧ୍ୟ ଆଜି ପଡ଼ିଆରେ ଉପସ୍ଥିତ ରହିଥିଲେ। କାରଣ ନେପାଳ ବିପକ୍ଷ ମ୍ୟାଚ୍‌ରେ ହିଁ ଜାନ ନିକୋଲ ନୂଆ ରେକର୍ଡ କରିଛନ୍ତି।

Also Read

୨୨ ବର୍ଷୀୟ ଜାନ ନିକୋଲ ନେପାଳ ବିପକ୍ଷରେ ମୋଟ ୩୬ ବଲରେ ୧୦୧ ରନ କରିଛନ୍ତି। ଏହି ଇନିଂସରେ ସେ ୧୧ଟି ଚୌକା ଓ ୮ଟି ଛକା ମାରିଛନ୍ତି। ବାମହାତୀ ବ୍ୟାଟର ନିକୋଲ ୨୮୦.୫୬ ଷ୍ଟ୍ରାଇକ ରେଟରେ ରନ କରିବାରୁ ନାମ୍ବିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୦୬ କରିବାକୁ ସକ୍ଷମ ହୋଇଥିଲା

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନାମ୍ବିଆକୁ ଭଲ ଷ୍ଟାର୍ଟ ମିଳିଥିଲା। ଓପନର ମାଇକେଲ ଭାନ ଲିଙ୍ଗେନ(୧୯ ବଲରେ ୨୦) ଓ ମଲାନ କୁରଗେର(୪୮ ବଲରେ ଅପରାଜି ୫୯) ୬ ଓଭରରେ ୩୬ ରନ ହାସଲ କରିଥିଲେ।

କରନ କେସି ୨୦ ରନ କରିଥିବା ଭାନ ଲିଙ୍ଗେନଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ସେହିପରି ରୋହିତ ପୌଡେଲ ୧୧ ରନ କରିଥିବା ଜେପି କୋଟଜେ ଓ ୫ ରନ କରିଥିବା ଜାନ ଫ୍ରାଏଲିଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ନାମ୍ବିଆ ୬୨ ରନରେ ୩ ୱିକେଟ ହରାଇଥିବା ବେଳେ ବ୍ୟାଟିଂ କରିବାକୁ ଆସିଥିଲେ ଜାନ ନିକୋଲ। ସେ କୁରଗେରଙ୍କୁ ସାଥୀ କରି ଚୌକା ଛକା ବର୍ଷା କରିଥିଲେ। ୪ର୍ଥ ୱିକେଟ ପାଇଁ ଉଭୟ ବିସ୍ଫୋରକ ୧୩୫ ରନ ଯୋଡ଼ିଥିଲେ।

ଶେଷ ଓଭରରେ ଜାନ ନିକୋଲ ୧୦୧ ରନ କରି ଅବିନାଶ ବୋହରାଙ୍କ ବଲରେ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ଟି-୨୦ରେ ନୂଆ ରେକର୍ଡ କରି ସାରିଥିଲେ।

ଆଜିର ଇନିଂସ ପୂର୍ବରୁ ଜାନ ନିକୋଲଙ୍କ ଟି-୨୦ ରେକର୍ଡ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ୩୨ଟି ମ୍ୟାଚ୍‌ରେ ତାଙ୍କ ବ୍ୟାଟିଂ ହାର ୧୦.୭୦ ଥିବା ବେଳେ ସେ ମୋଟ ୧୮୨ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ କେବଳ ୧୦୦.୫୫ ରହିଥିଲା।

ଟି-୨୦ରେ ଦ୍ରୁତତମ ଶତକ ହାସଲ କରିବା ତାଲିକାରେ ଏବେ ଜାନ ନିକୋଲ ୧ନଂ ସ୍ଥାନରେ ରହିଛନ୍ତ। ତାଙ୍କ ପଛକୁ ନେପାଳର ମାଲ୍ଲା ରହିଛନ୍ତି। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ଡାଭିଡ ମିଲର, ଭାରତର ଅଧିନାୟକ ରୋହିତ ଶର୍ମା ଓ ଚେକ ଗଣରାଜ୍ୟର ସୁଦେଶ ବିକ୍ରମାଶେଖରନ ରହିଛନ୍ତି। ଏମାନେ ୩୫ ବଲରେ ଶତକ ହାସଲ କରିଥିଲେ।

ମିଲର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୩୬ ବଲରେ ଅପରାଜିତ ୧୦୧ ରନ, ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷରେ ୪୩ ବଲରେ ୧୧୮ ଓ ସୁଦେଶ ତୁର୍କୀ ବିପକ୍ଷ ଟି-୨୦ରେ ୩୬ ବଲରେ ଅପରାଜିତ ୧୦୪ ରନର ଇନିଂସ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story