ଟି-୨୦ରେ ୪ ଓଭର ମେଡେନ୍ ଓ ୨ ୱିକେଟ୍, ଇତିହାସ ରଚିଲେ ଭାରତୀୟ ସ୍ପିନର୍

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ଇତିହାସରେ ଭାରତୀୟ ବୋଲର ରଚିଛନ୍ତି ବିଶ୍ୱ ରେକର୍ଡ। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ କ୍ରିକେଟରେ ବିଦର୍ଭ ପକ୍ଷରୁ ଖେଳୁଥିବା ଅକ୍ଷୟ କର୍ଣ୍ଣେୱର ଏହି ରେକର୍ଡ କରିଛନ୍ତି। ସେ ଟି-୨୦ କ୍ରିକେଟ୍ ଇତିହାସରେ ୪ ଓଭରରେ କୌଣସି ରନ୍ ନଦେବାର ବୋଲର ହୋଇଛନ୍ତି।ମୁସ୍ତାକ ଅଲୀ ଟ୍ରଫିରେ ମଣିପୁର ବିପକ୍ଷ ମ୍ୟାଚରେ ସେ ଏହି କାରନାମା କରିଛନ୍ତି। ସେ ନିଜର ୪ ଓଭର କୋଟା ବୋଲିଂ କରି ଏକ ରନ୍ କରି ଦେଇନାହାନ୍ତି। […]

Akshay-Karnewar

Akshay-Karnewar

Ranjit Kumar Jena
  • Published: Monday, 08 November 2021
  • Updated: 08 November 2021, 10:14 PM IST

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ଇତିହାସରେ ଭାରତୀୟ ବୋଲର ରଚିଛନ୍ତି ବିଶ୍ୱ ରେକର୍ଡ। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ କ୍ରିକେଟରେ ବିଦର୍ଭ ପକ୍ଷରୁ ଖେଳୁଥିବା ଅକ୍ଷୟ କର୍ଣ୍ଣେୱର ଏହି ରେକର୍ଡ କରିଛନ୍ତି। ସେ ଟି-୨୦ କ୍ରିକେଟ୍ ଇତିହାସରେ ୪ ଓଭରରେ କୌଣସି ରନ୍ ନଦେବାର ବୋଲର ହୋଇଛନ୍ତି।ମୁସ୍ତାକ ଅଲୀ ଟ୍ରଫିରେ ମଣିପୁର ବିପକ୍ଷ ମ୍ୟାଚରେ ସେ ଏହି କାରନାମା କରିଛନ୍ତି। ସେ ନିଜର ୪ ଓଭର କୋଟା ବୋଲିଂ କରି ଏକ ରନ୍ କରି ଦେଇନାହାନ୍ତି।

ଅର୍ଥାତ୍ ୪ ଓଭର ମେଡେନ୍ ପକାଇଛନ୍ତି। କେବଳ ଏତିକି ନୁହେଁ ସେ ୨ ୱିକେଟ୍ ମଧ୍ୟ ହାସଲ କରିଛନ୍ତି। ଆଉ ଏହି ମ୍ୟାଚକୁ ବିଦର୍ଭ ୧୬୭ ରନରେ ଜିତି ନେଇଛି। ଏହା ପୂର୍ବରୁ ଗୌରବ ଗମ୍ଭୀର ୩ ଓଭରରେ ବିନା ରନ୍ ଦେଇ ୨ ୱିକେଟ୍ ନେଇଥିଲେ।

ଆଜି ଖେଳାଯାଇଥିବା ଏହି ମ୍ୟାଚରେ ବିଦର୍ଭ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୨୨ ରନ୍ କରିଥିଲା। ଦଳ ପକ୍ଷରୁ ଜିତେଶ ଶର୍ମା ୩୧ ବଲରେ ୫ ଚୌକା ଓ ୫ ଛକା ସହ ୭୧ ଓ ଅପୂର୍ବ ୱାଙ୍ଖଡେ ୧୬ ବଲରେ ୧ ଚୌକା ଓ ୬ ଛକା ସହ ୪୯ ରନ୍ କରି ଅପରାଜିତ ଥିଲେ। ଜବାବରେ ମଣିପୁର ଟିମ୍ ୧୬.୩ ଓଭରରେ ୫୫ ରନ୍ କରି ଅଲଆଉଟ୍ ହୋଇଥିଲା। ବିଦର୍ଭର ଆଦିତ୍ୟ ଠାକରେ ୨ଟି ଓ ଅର୍ଥବ ତାଇଡେ ୨ଟି ଲେଖାଏ ସଫଳତା ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story