Advertisment

ପତ୍ନୀ ଅନୁଷ୍କାଙ୍କୁ ପ୍ଲାଇଙ୍ଗ କିସ୍‌ ଦେଲେ ବିରାଟ

ଏହି ରେକର୍ଡ ପରେ ପତ୍ନୀ ଅନୁଷ୍କା ଶର୍ମା ପ୍ଲାଇଙ୍ଗ କିସ୍‌ ଦେଇ ବିରାଟଙ୍କୁ ଶୁଭେଚ୍ଛେ ଜଣାଇଥିଲେ।

author-image
Manoj Swain

ବିରାଟ କୋହଲିଙ୍କ ନାଁରେ ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ଶତକ ହାସଲ କରିବାର ରେକର୍ଡ। ନ୍ୟୁଜିଲ୍ୟାଣ୍ତ ବିପକ୍ଷ ବିଶ୍ୱକପ ସେମି ଫାଇନାଲ  ମ୍ୟାଚ୍‌ରେ ବିରାଟ ମାରିଛନ୍ତି ଶତକରେ ଅର୍ଦ୍ଧଶତକ। ଏହି ରେକର୍ଡ ପରେ ପତ୍ନୀ ଅନୁଷ୍କା ଶର୍ମା ପ୍ଲାଇଙ୍ଗ କିସ୍‌ ଦେଇ ବିରାଟଙ୍କୁ ଶୁଭେଚ୍ଛେ ଜଣାଇଥିଲେ।

Advertisment
ICC Men’s Cricket World Cup 2023 CWC 2023