ଏଇ ବୋଧେ ପ୍ରେମ ? | Kohli\'s 50 Century; Romantic moment with wife amid gallery whispers
Advertisment
ବିରାଟ କୋହଲିଙ୍କ ନାଁରେ ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ଶତକ ହାସଲ କରିବାର ରେକର୍ଡ। ନ୍ୟୁଜିଲ୍ୟାଣ୍ତ ବିପକ୍ଷ ବିଶ୍ୱକପ ସେମି ଫାଇନାଲ ମ୍ୟାଚ୍ରେ ବିରାଟ ମାରିଛନ୍ତି ଶତକରେ ଅର୍ଦ୍ଧଶତକ। ଏହି ରେକର୍ଡ ପରେ ପତ୍ନୀ ଅନୁଷ୍କା ଶର୍ମା ପ୍ଲାଇଙ୍ଗ କିସ୍ ଦେଇ ବିରାଟଙ୍କୁ ଶୁଭେଚ୍ଛେ ଜଣାଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us